ଯିହୋଶୂୟ 19:39 · ଓଡ଼ିଆ ବାଇବେଲ
ସହେି ପରିବାରବର୍ଗର ପ୍ରେତ୍ୟକକ ଗୋଷ୍ଠୀ ସମାନଙ୍କେର ପ୍ରାପ୍ଯ ଅଂଶ ପାଇଲେ।
Cross references
ପ୍ରଥମ ରାଜାବଳୀ 15:20
ରାଜା ବିନ୍ହଦଦ୍ ଆସାଙ୍କ କଥା ରେ ସମ୍ମତ ହେଲେ ଏବଂ ତାଙ୍କ ଅଧ୍ଯକ୍ଷ ରେ ଥିବା ତାଙ୍କର ସୈନ୍ଯଦଳ ପଠାଇଲେ ଏବଂ ଇଶ୍ରାୟେଲ ସହରର ଇଯୋନ୍, ଦାନ୍, ଆବେଲ୍ ବୈଥ୍ମାଖା, ମୁଦାଯ କିନ୍ନରେତ୍ ଓ ନପ୍ତାଲିର ସମସ୍ତ ଭୂମି ପରାସ୍ତ କଲେ।
ଯିହିଜିକଲ 48:3
ଏହା ଦମ୍ମେଶକ ଓ ହମାତର ସୀମା ଉପ ରେ ଥିଲା।