ଏହିସବୁ ଭୂମି ଯାହାକି ସମାନଙ୍କେୁ ଦିଆୟାଇଥିଲା, ସଗେକ୍ସ୍ଟଡିକ ହେଲା ସରିଯ ଇଷ୍ଟାଯୋଲ ଇରଶମେଶ,
Cross references
ୟିହକ୍ସ୍ଟଦାର ବଂଶ ପଶ୍ଚିମ ପର୍ବତ ପାଶର୍ବସ୍ଥ ତଳଭୂମି ନଗରଗକ୍ସ୍ଟଡିକ ଅଧିକାରକକ୍ସ୍ଟ ନେଲେ। ସଗେକ୍ସ୍ଟଡିକ ହେଲା, ଇଷ୍ଟାଯୋଲ, ସରିଯ ଓ ଅସ୍ନା,
ଏହାପରେ ସରିଯନିବାସୀ ଜଣେ ଲୋକ ଯାହାର ନାମ ଥିଲା ମା ନୋହ। ତାଙ୍କର ଏକ ସ୍ତ୍ରୀ ଥିଲା କିନ୍ତୁ ସେ ଥିଲା ବାନ୍ଧ୍ଯା। କାରଣ ସେ କୌଣସି ପିଲାକକ୍ସ୍ଟ ଜନ୍ମ ଦବୋକକ୍ସ୍ଟ ଅକ୍ଷମ ଥିଲା।
ସଦାପ୍ରଭୁଙ୍କର ଆତ୍ମା ତା'ର ଅନ୍ତର ରେ କାମ କରିବାକୁ ଆରମ୍ଭ କଲା, ଯେତବେେଳେ ସେ ମହନୀ-ଦାନ ରେ ଥିଲା, ଯାହାକି ସରିଯ ଓ ଇଷ୍ଟାଯୋଲ ନଗର ଦ୍ବଯ ମଧିଅରେ ଥିଲା।
ଏହାପରେ ତା'ର ଭାତୃଗଣ ଓ ତା'ର ପିତୃଗୃହସ୍ଥ ପରିବାର ଆସିଲେ ଓ ତା'ର ମୃତ ଶରୀରକକ୍ସ୍ଟ ନଇଗେଲେ। ସମାନେେ ତାଙ୍କୁ ତାଙ୍କର ପିତାଙ୍କର କବର ସ୍ଥାନ ରେ କବର ଦେଲେ, ଯେଉଁଟାକି ସରିଯର ଓ ଇଷ୍ଟାଯୋଲର ମଧ୍ଯ ସ୍ଥାନ ରେ। ସେ କୋଡିଏ ବର୍ଷ ଧରି ଇଶ୍ରାୟେଲମାନଙ୍କର ବିଗ୍ଭରକ ଥିଲେ।
ଏଣୁ ଦାନର ପରିବାରବର୍ଗ ସମାନଙ୍କେ ପରିବାରବର୍ଗରକ୍ସ୍ଟ ପାଞ୍ଚଜଣ ବୀର ପୁରୁଷଙ୍କକ୍ସ୍ଟ ଦେଶ ଭ୍ରମଣ ଓ ଅନକ୍ସ୍ଟସନ୍ଧାନ କରିବାକୁ ସରିଯ ଓ ଇଷ୍ଟାଯୋଲଠାରକ୍ସ୍ଟ ପଠାଇଲେ ସମାନେେ ସମାନଙ୍କେୁ କହିଲେ, ୟାଅ ଏବଂ ଆଉ କିଛି ଅଧିକ ଦେଶ ଅନକ୍ସ୍ଟସନ୍ଧାନ କର।
କିରିଯତ୍-ୟିଯାରୀମ ପରିବାର ବର୍ଗମାନେ ଥିଲେ, ୟିତ୍ରୀଯ, ପୁଥୀଯ, ଶୂମାଥୀଯ ଓ ମିଶ୍ରାଯୀଯ। ସରାଯୀଯ ଓ ଇଷ୍ଟାଯୋଲୀଯଗଣ ମିସ୍ରାଯୀଯରୁ ଆସିଥିଲେ।
ସରା, ଅଯାଲୋନ୍ ଓ ହିବ୍ରୋଣ୍ର ନଗର ସବୁର ମରାମତି କଲେ। ଯିହୁଦା ଓ ବିନ୍ଯାମୀନର ଏହି ନଗରଗୁଡ଼ିକ ଦୃଢ଼ କରାଗଲା।