Home Bibles ଦିତୀୟ ବିବରଣ 13:12 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 13:12 · ଓଡ଼ିଆ ବାଇବେଲ

ହକ୍ସ୍ଟଏତ ତୁମ୍ଭମାନେେ ତୁମ୍ଭମାନଙ୍କର ଏକ ନଗର ବିଷଯ ରେ ଖରାପ କଥା ଶକ୍ସ୍ଟଣିଥାଏ। ତୁମ୍ଭମାନଙ୍କର ପରମେଶ୍ବର ତୁମ୍ଭକୁ ବାସ କରିବା ପାଇଁ ଦବୋକକ୍ସ୍ଟ ଯାଉଛନ୍ତି।

Cross references

ଦିତୀୟ ବିବରଣ 17:13

ଇଶ୍ରାୟେଲର ସମସ୍ତ ଲୋକେ ଏକଥା ଶକ୍ସ୍ଟଣିବେ, ସମାନେେ ଭୟ କରିବେ ଓ ଆଉ ଏପରି କରିବାକୁ କହେି ସାହସ କରିବେ ନାହିଁ।

ଦିତୀୟ ବିବରଣ 19:20

ଅବଶିଷ୍ଟ ଲୋକମାନେ ତାହା ଶକ୍ସ୍ଟଣି ଭୟ କରିବେ। ସହେି ସମୟରେ ଆଉ କୌଣସି ଲୋକେ ଏପରି କରିବାକୁ ସାହସ କରିବେ ନାହିଁ।

ଦିତୀୟ ବିବରଣ 21:21

ତା'ପରେ ନଗରର ବ୍ଯକ୍ତିମାନେ ତାକକ୍ସ୍ଟ ପଥର ଫିଗିଂ ହତ୍ଯା କରିବା ଉଚିତ୍। ଏହିପରି ଭାବରେ ତୁମ୍ଭେ ଆପଣା ଭିତରକ୍ସ୍ଟ ମନ୍ଦ ଦୂର କରିବା ଉଚିତ୍। ଇଶ୍ରାୟେଲର ଲୋକମାନେ ଏହା ଶକ୍ସ୍ଟଣି ଭୟଭୀତ ହବେେ।

ଯିହୋଶୂୟ 22:11

କିନ୍ତୁ ଇଶ୍ରାୟେଲର ଅବଶିଷ୍ଟ ଲୋକ ଯେଉଁମାନେ କି ତଥାପି ଶିଲୋ ରେ ରହିଥିଲେ। ସମାନେେ ସେ ୟଜ୍ଞବଦେୀ କଥା ଶୁଣିବାକୁ ପାଇଲେ ଯେ, ଏହି ବଂଶଧରମାନେ ତାକକ୍ସ୍ଟ ନିର୍ମାଣ କରିଛନ୍ତି ବୋଲି। ସମାନେେ ମଧ୍ଯ ଏହି ୟଜ୍ଞବଦେୀଟି କିଣାନୀଯ ଦେଶର ସୀମା ଅନ୍ତର୍ଗତ ଗିଲିଯଦଠା ରେ କରାୟାଇଛି, ଶୁଣିବାକୁ ପାଇଲେ। ଏହା ୟର୍ଦ୍ଦନ ପାଖସ୍ଥ ଇଶ୍ରାୟେଲ ସନ୍ତାନଗଣଙ୍କ ଅଧିକୃତ ପାଶର୍‌ବ ରେ ଥିଲା।

ବିଚାରକର୍ତାମାନଙ୍କ ବିବରଣ 20:1

ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।

ଯିହିଜିକଲ 23:48

ଏହିରୂପେ ମୁଁ ଏ ଦେଶରୁ ଲମ୍ଫଟତା ଦୂର କରିବି। ତଦ୍ଦ୍ବାରା ସମସ୍ତ ସ୍ତ୍ରୀଲୋକ ତୁମ୍ଭମାନଙ୍କର ଲମ୍ଫଟତା ପରି ଆଚରଣ ନ କରିବାକୁ ଶିକ୍ଷା ପାଇବେ।

Interlinear

Choose Theme