Home Bibles ଦିତୀୟ ଶାମୁୟେଲ 2:9 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 2:9 · ଓଡ଼ିଆ ବାଇବେଲ

ଏବଂ ତାଙ୍କୁ ଗିଲିଯଦ, ଅଶୂରି, ୟିଷ୍ରିଯଲେ ଓ ଇଫ୍ରଯିମ, ବିନ୍ଯାମୀନ ଓ ସମସ୍ତ ଇଶ୍ରାୟେଲର ରାଜା ଭାବରେ ଅଭିଷିକ୍ତ କରାଇଲେ।

Cross references

ଆଦି ପୁସ୍ତକ 30:13

ଲୟୋ କହିଲା, ମୁଁ ବହୁତ ଖୁସି! ୟୁବତୀଗଣ ମାେତେ ଆନନ୍ଦୀନି ବୋଲିବେ। ଏଣୁ ସେ ତା'ର ନାମ ଆଶରେ ଦଲୋ।

ଗଣନା ପୁସ୍ତକ 1:40

ଆଶରେ ବଂଶଧର ସମାନଙ୍କେର ପିତୃଗୃହ, ପୁରୁଷମାନଙ୍କର ନାମ ଏବଂ ସଂଖ୍ଯା, ଯେଉଁମାନେ କୋଡିଏ ବର୍ଷ ଏବଂ ତାଠୁ ଅଧିକ ସୈନ୍ଯ ବିଭାଗ ରେ ୟୋଗ ଦବୋପାଇଁ ଯୋଗ୍ଯ, ସମାନଙ୍କେର ତାଲିକା ଭୁକ୍ତ କରାଗଲା।

ଗଣନା ପୁସ୍ତକ 32:1

ରୁବନେ ସନ୍ତାନଗଣର ଓ ଗାଦ-ସନ୍ତାନଗଣର ଅନକେ ପଶୁ ପଲ ଥିଲା। ଏଣୁ ସମାନେେ ୟା ସରେ ଓ ଗିଲିଯଦ ଦେଶଗୁଡିକୁ ଦେଖିଲେ, ସେ ସ୍ଥାନଗୁଡିକ ପଶୁପଲ ପାଇଁ ଉପୟୁକ୍ତ।

ଯିହୋଶୂୟ 13:8

ରକ୍ସ୍ଟବନରେ ବଂଶ, ଗାଦ୍ ଏବଂ ମନଃଶିର ଅର୍ଦ୍ଧ ବଂଶଧରମାନେ ସମାନଙ୍କେର ଦେଶକକ୍ସ୍ଟ ନଇୟୋଇଛନ୍ତି। ସଦାପ୍ରଭୁଙ୍କର ସବେକ ମାଶାେ, ତାଙ୍କୁ ଏହି ଦେଶଗକ୍ସ୍ଟଡିକ ଦଇେଛନ୍ତି। ତାହା ୟର୍ଦ୍ଦନ ନଦୀର ପୂର୍ବ ଭାଗ ରେ।

ଯିହୋଶୂୟ 16:5

ଏହି ଭୂମି ଇଫ୍ରଯିମ ଲୋକଙ୍କକ୍ସ୍ଟ ଅଧିକାର ପାଇଁ ଦିଆ ୟାଇଥିଲା। ଏହାର ପୂର୍ବ ସୀମା ଉଚ୍ଚସୀମା ବୈଥୋରୋଣ ପର୍ୟ୍ଯନ୍ତ ଅଟାରୋତ୍-ଅଦ୍ଦର ସମାନଙ୍କେର ଅଧିକାର ସୀମା ହେଲା।

ଯିହୋଶୂୟ 16:8

ତହକ୍ସ୍ଟଁ ଏହାର ସୀମା ପଶ୍ଚିମ ତପୂହଠାରକ୍ସ୍ଟ କାନ୍ନା ନଦୀଦଇେ ଗଲା ଓ ଏହାର ପ୍ରାନ୍ତ ଭାଗ ସମକ୍ସ୍ଟଦ୍ର ରେ ଥିଲା। ନିଜ ନିଜ ବଂଶାନକ୍ସ୍ଟସା ରେ ଇଫ୍ରଯିମ ସନ୍ତାନମାନଙ୍କ ବଂଶର ଏହି ଅଧିକାର।

ଯିହୋଶୂୟ 16:9

ଏହା ଛଡା ମନଃଶି ସନ୍ତାନଗଣର ଅଧିକାର ମଧିଅରେ ଇଫ୍ରଯିମ ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମତେ ବହକ୍ସ୍ଟତ ନଗର ଥିଲା।

ଯିହୋଶୂୟ 17:1

ଏହାପରେ ମନଃଶି ପରିବାରବର୍ଗର ଲୋକମାନେ ଭୂମିର ଅଧିକାରୀ ହେଲେ। ମନଃଶି ଥିଲେ ଯୋଷଫଙ୍କେର ପ୍ରଥମ ପକ୍ସ୍ଟତ୍ର। ମନଃଶିଙ୍କର ପ୍ରଥମ ପକ୍ସ୍ଟତ୍ର ମାଖୀର ଗିଲିଯଦର ପିତା ଥିଲା। ମାଖୀର ଥିଲେ ଜଣେ ଯୋଦ୍ଧା ସୈନିକ। ତେଣୁ ଗିଲିଯଦ ଏବଂ ବାଶନର ସମସ୍ତ ଭୂମି ତାଙ୍କୁ ଓ ତାଙ୍କର ଉତ୍ତରାଧିକାରୀମାନଙ୍କୁ ଦିଆଗଲା।

ଯିହୋଶୂୟ 18:11

ବିନ୍ଯାମୀନ ପରିବାରବର୍ଗଗଣ ୟିହକ୍ସ୍ଟଦା ଓ ଯୋଷଫଙ୍କେର ମଧ୍ଯବର୍ତ୍ତୀ ଅଞ୍ଚଳ ରେ ଭୂମି ପାଇଲେ। ବିନ୍ଯାମୀନ ପ୍ରେତ୍ୟକକ ପରିବାରବର୍ଗର ଲୋକମାନେ ସମାନଙ୍କେର ଭାଗ ପାଇଲେ। ଏହି ଭୂମି ଯାହାକି ବିଦ୍ଯାମୀନ ପରିବାରବର୍ଗମାନଙ୍କ ପାଇଁ ସ୍ଥିର କରାୟାଇଥିଲା।

ଯିହୋଶୂୟ 18:20

ୟର୍ଦ୍ଦନ ଏହାର ପୂର୍ବ ସୀମା ଥିଲା। ବିନ୍ଯାମୀନଙ୍କର ପରିବାରବର୍ଗ ସମାନଙ୍କେର ଗୋଷ୍ଠୀ ଅନକ୍ସ୍ଟସା ରେ ତାହା ଅଧିକାର କଲେ।

ଯିହୋଶୂୟ 19:18

ନିମ୍ନ ରେ ଦିଆୟାଇଥିବା ଭୂମିଗକ୍ସ୍ଟଡିକ ଉକ୍ତ ପରିବାରବର୍ଗମାନଙ୍କୁ ଦିଆଗଲା। ସମାନେେ ହେଲେ ୟିଷ୍ରିଯଲେ, କସକ୍ସ୍ଟଲ୍ଲୋତ ଓ ସକ୍ସ୍ଟନେମ୍।

ବିଚାରକର୍ତାମାନଙ୍କ ବିବରଣ 1:32

ଆଶରେୀଯ ଲୋକମାନେ କିଣାନୀଯକକ୍ସ୍ଟ ସମାନଙ୍କେର ଦେଶରକ୍ସ୍ଟ ତଡି ଦଇେ ନ ଥିଲେ। ତେଣୁ କିଣାନୀଯ ଲୋକମାନେ ଆଶରେୀଯମାନଙ୍କ ସହିତ ନ୍ତିରନ୍ତର ମିଶି ରହକ୍ସ୍ଟଥିଲେ।

ପ୍ରଥମ ବଂଶାବଳୀ 12:30

ଇଫ୍ରଯିମ ଗୋଷ୍ଠୀରୁ 20,800 ଲୋକ ଥିଲେ। ସମାନେେ ସାହସୀ ସୈନ୍ଯ ଥିଲେ। ସମାନେେ ନିଜର ପରିବାର ରେ ଅତି ପ୍ରସିଦ୍ଧ ଥିଲେ।

ଗୀତସଂହିତା 108:8

ଗିଲିଯଦ୍ ମାରେ, ମନଃଶି ମାରେ, ଇଫ୍ରଯିମ ମାରେ ଶିରସ୍ତ୍ରାଣ, ଯିହୁଦା ମାରେ ରାଜଦଣ୍ଡ ସ୍ବରୂପ। ମାୟୋବ ମାରେ ପାଦର ପ୍ରକ୍ଷାଳନପାତ୍ର। ଇଦୋମ୍ ମାରେ ପାଦୁକା ବହିବ।

Interlinear

Choose Theme