Home Bibles ଯିହୋଶୂୟ 16:9 · ଓଡ଼ିଆ ବାଇବେଲ
ଯିହୋଶୂୟ 16:9 · ଓଡ଼ିଆ ବାଇବେଲ

ଏହା ଛଡା ମନଃଶି ସନ୍ତାନଗଣର ଅଧିକାର ମଧିଅରେ ଇଫ୍ରଯିମ ସନ୍ତାନଗଣର ପୃଥକସ୍ଥିତ ଗ୍ରାମ ସମତେ ବହକ୍ସ୍ଟତ ନଗର ଥିଲା।

Cross references

ଯିହୋଶୂୟ 17:9

ମନଃଶିର ସୀମା ଦକ୍ଷିଣରକ୍ସ୍ଟ କାନ୍ନା ନଦୀ ପର୍ୟ୍ଯନ୍ତ ଲାଗି ରହିଲା। ଏହି ଅଞ୍ଚଳ ମନଃଶିର ବଂଶଧରଙ୍କ ଅଧିନ ରେ ରହିଲା। କିନ୍ତୁ ନଗରଟି ଇଫ୍ରଯିମମାନଙ୍କ ଅଧିନ ରେ ରହିଲା। ମନଃଶିର ସୀମା ନଦୀର ଉତ୍ତର ସିମାସ୍ଥଠାରକ୍ସ୍ଟ ଆରମ୍ଭ କରି ପଶ୍ଚିମର ସମକ୍ସ୍ଟଦ୍ର ପର୍ୟ୍ଯନ୍ତ ଥିଲା।

ଦିତୀୟ ଶାମୁୟେଲ 2:9

ଏବଂ ତାଙ୍କୁ ଗିଲିଯଦ, ଅଶୂରି, ୟିଷ୍ରିଯଲେ ଓ ଇଫ୍ରଯିମ, ବିନ୍ଯାମୀନ ଓ ସମସ୍ତ ଇଶ୍ରାୟେଲର ରାଜା ଭାବରେ ଅଭିଷିକ୍ତ କରାଇଲେ।

ପ୍ରଥମ ବଂଶାବଳୀ 7:28

ଏହି ସମସ୍ତ ନଗର ଓ ଦେଶମାନଙ୍କ ରେ ଇଫ୍ରଯିମଙ୍କ ବଂଶଧରମାନେ ବାସ କରୁଥିଲେ। ବୈଥଲ ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ପୂର୍ବ ରେ ନାରନ୍, ପଶ୍ଚିମ ରେ ଗଷେର ଓ ତାହାର ନିକଟବର୍ତ୍ତୀ ଗ୍ରାମଗୁଡ଼ିକ ଶିଖିମ୍, ଆସା ପର୍ୟ୍ଯନ୍ତ ଓ ତାହାର ନିକଟବର୍ତ୍ତୀ ଗ୍ରାମ ଓ ତତ୍ ସଂଲଗ୍ନ ଗ୍ରାମଗୁଡ଼ିକ।

ଯିହିଜିକଲ 48:5

ଆଉ ପରିବାରବର୍ଗଙ୍କ ନାମ ଏହିପରି :

Interlinear

Choose Theme