Home Bibles ☰ Books ଯିହୋଶୂୟ 15:16 · ଓଡ଼ିଆ ବାଇବେଲ
ଯିହୋଶୂୟ 15:16 · ଓଡ଼ିଆ ବାଇବେଲ

କାଲେବ୍ କହିଲେ, ମୁ କିରିଯଥ ସଫରେକକ୍ସ୍ଟ ଆକ୍ରମଣ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ମାେ ସହିତ ସହୟୋଗ କରି କିରିଯଥ ସଫରେକକ୍ସ୍ଟ ପରାସ୍ତ କରିବା ରେ ସାହାୟ୍ଯ କରିବ ମୁ ମାରେ କନ୍ଯା ଅକଷାରକକ୍ସ୍ଟ ତାଙ୍କ ସହ ବିବାହ ଦବେି।

Cross references

ବିଚାରକର୍ତାମାନଙ୍କ ବିବରଣ 1:6

ବଷେକର ଶାସକ ଖସି ପଳାଇବାକକ୍ସ୍ଟ ଚେଷ୍ଟା କରିଥିଲେ, କିନ୍ତୁ ୟିହକ୍ସ୍ଟଦାର ଲୋକମାନେ ତାଙ୍କୁ ଗୋଡଇେଲେ ଏବଂ ତାଙ୍କୁ ଧରି ଥିଲେ। ଯେତବେେଳେ ସମାନେେ ତାଙ୍କୁ ଧରିଲେ, ସମାନେେ ତାଙ୍କର ବକ୍ସ୍ଟଢା ଅଙ୍ଗକ୍ସ୍ଟଳିକକ୍ସ୍ଟ ଏବଂ ପାଦର ବକ୍ସ୍ଟଢା ଅଙ୍ଗକ୍ସ୍ଟଠିକକ୍ସ୍ଟ କାଟି ନଇେଥିଲେ।

ବିଚାରକର୍ତାମାନଙ୍କ ବିବରଣ 1:12

ୟିହକ୍ସ୍ଟଦାର ଲୋକମାନେ ୟକ୍ସ୍ଟଦ୍ଧ ଆରମ୍ଭ କଲା ପୂର୍ବରକ୍ସ୍ଟ, କାଲେବ୍ ସକୋନଙ୍କକ୍ସ୍ଟ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲବେ କହିଲା, ମୁ କିରିଯଥ ସଫରେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ସେ ସହରକକ୍ସ୍ଟ ପରାସ୍ତ କରିବ, ମୁ ତା' ସହିତ ମାରେ କନ୍ଯା ଅକ୍ଷାରକକ୍ସ୍ଟ ବିବାହ ଦବେି।

ପ୍ରଥମ ଶାମୁୟେଲ 17:25

ଜଣେ ଇଶ୍ରାୟେଲର ଲୋକ କହିଲା, ତୁମ୍ଭମାନେେ ସହେି ବ୍ଯକ୍ତିକକ୍ସ୍ଟ ଦେଖିଲକି ୟିଏ ଇଶ୍ରାୟେଲକକ୍ସ୍ଟ ଅବମାନନା କରିବାକୁ ଆସିଥିଲା? ଏହାକକ୍ସ୍ଟ ଯେଉଁଲୋକ ହତ୍ଯା କରିବ, ରାଜା ତାହାଙ୍କକ୍ସ୍ଟ ବହକ୍ସ୍ଟତ ଧନ ରେ ଧନବାନ କରିବେ ଓ ତାହାକକ୍ସ୍ଟ ଆପଣା କନ୍ଯା ଦବେେ। ଆଉ ଇଶ୍ରାୟେଲ ମଧିଅରେ ତା'ର ପିତୃ ଗୃହକକ୍ସ୍ଟ ନିଷ୍କର କରିବେ।

ପ୍ରଥମ ବଂଶାବଳୀ 2:49

ମାଖା ଶାଫ ଓ ଶିବାଙ୍କର ମଧ୍ଯ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବନୋର ଓ ଗିବିଯାଙ୍କର ପିତା ଥିଲେ। କାଲବରଙ୍କେର ଝିଅ ଥିଲେ ଅକଷା।

Interlinear

Choose Theme