ୟିହକ୍ସ୍ଟଦାର ଲୋକମାନେ ୟକ୍ସ୍ଟଦ୍ଧ ଆରମ୍ଭ କଲା ପୂର୍ବରକ୍ସ୍ଟ, କାଲେବ୍ ସକୋନଙ୍କକ୍ସ୍ଟ ଗୋଟିଏ ପ୍ରତିଜ୍ଞା କରିଥିଲେ। କାଲବେ କହିଲା, ମୁ କିରିଯଥ ସଫରେ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ସେ ସହରକକ୍ସ୍ଟ ପରାସ୍ତ କରିବ, ମୁ ତା' ସହିତ ମାରେ କନ୍ଯା ଅକ୍ଷାରକକ୍ସ୍ଟ ବିବାହ ଦବେି।
Cross references
କାଲେବ୍ କହିଲେ, ମୁ କିରିଯଥ ସଫରେକକ୍ସ୍ଟ ଆକ୍ରମଣ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ମାେ ସହିତ ସହୟୋଗ କରି କିରିଯଥ ସଫରେକକ୍ସ୍ଟ ପରାସ୍ତ କରିବା ରେ ସାହାୟ୍ଯ କରିବ ମୁ ମାରେ କନ୍ଯା ଅକଷାରକକ୍ସ୍ଟ ତାଙ୍କ ସହ ବିବାହ ଦବେି।
ଜଣେ ଇଶ୍ରାୟେଲର ଲୋକ କହିଲା, ତୁମ୍ଭମାନେେ ସହେି ବ୍ଯକ୍ତିକକ୍ସ୍ଟ ଦେଖିଲକି ୟିଏ ଇଶ୍ରାୟେଲକକ୍ସ୍ଟ ଅବମାନନା କରିବାକୁ ଆସିଥିଲା? ଏହାକକ୍ସ୍ଟ ଯେଉଁଲୋକ ହତ୍ଯା କରିବ, ରାଜା ତାହାଙ୍କକ୍ସ୍ଟ ବହକ୍ସ୍ଟତ ଧନ ରେ ଧନବାନ କରିବେ ଓ ତାହାକକ୍ସ୍ଟ ଆପଣା କନ୍ଯା ଦବେେ। ଆଉ ଇଶ୍ରାୟେଲ ମଧିଅରେ ତା'ର ପିତୃ ଗୃହକକ୍ସ୍ଟ ନିଷ୍କର କରିବେ।
ଶାଉଲ ଦାସମାନେ ଏକଥା ଦାଉଦଙ୍କକ୍ସ୍ଟ କହିଲେ, କିନ୍ତୁ ଦାଉଦ ଉତ୍ତର ଦେଲେ, ତୁମ୍ଭେ କ'ଣ ଭାବକ୍ସ୍ଟଛ ରାଜାଙ୍କର ଜ୍ବାଇଁ ହବୋ ଅତି ସହଜ? ମାରେ ଏତେ ଅର୍ଥ ନାହିଁ ଯାହାକି ମୁ ରାଜାଙ୍କର ଝିଅ ପାଇଁ ଖର୍ଚ୍ଚ କରିପାରିବି। ମୁ ଜଣେ ଅତି ସାଧାରଣ ଦରିଦ୍ର ଲୋକ ଓ ମାରେଅଳ୍ପ ମାନ୍ଯ।
କିଏ ମାେତେ ସହେି ଦୃଢ଼ ନଗର ଭିତରକୁ ଆଣିବ ? କିଏ ମାେତେ ଇଦୋମ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଆଗଇେ ନବେ ? ପରମେଶ୍ବର, ତୁମ୍ଭେ ନୁହଁ କି ?
ତୁମ୍ଭମାନେେ ବିବାହ କରି ପୁତ୍ର କନ୍ଯା ଉତ୍ପାଦନ କର। ଆଉ ତୁମ୍ଭମାନଙ୍କର ସହେି ପୁତ୍ର କନ୍ଯାମାନଙ୍କୁ ବିବାହ କରାଇ ସମାନଙ୍କେଠାରୁ ପୁତ୍ରକନ୍ଯା ଜନ୍ମ କରାଅ। ଏହିପରି ବାବିଲର ଲୋକସଂଖ୍ଯା ବୃଦ୍ଧି କର କିନ୍ତୁ ଊଣା କର ନାହିଁ।