Home Bibles ପ୍ରଥମ ବଂଶାବଳୀ 2:49 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 2:49 · ଓଡ଼ିଆ ବାଇବେଲ

ମାଖା ଶାଫ ଓ ଶିବାଙ୍କର ମଧ୍ଯ ମାତା ଥିଲେ। ଶାଫ ମଦମନ୍ନାଙ୍କର ପିତା ଥିଲେ। ଶିବା ମଗବନୋର ଓ ଗିବିଯାଙ୍କର ପିତା ଥିଲେ। କାଲବରଙ୍କେର ଝିଅ ଥିଲେ ଅକଷା।

Cross references

ଯିହୋଶୂୟ 15:16

କାଲେବ୍ କହିଲେ, ମୁ କିରିଯଥ ସଫରେକକ୍ସ୍ଟ ଆକ୍ରମଣ କରିବାକୁ ଗ୍ଭ ହେଁ। ଯେଉଁ ଲୋକ ମାେ ସହିତ ସହୟୋଗ କରି କିରିଯଥ ସଫରେକକ୍ସ୍ଟ ପରାସ୍ତ କରିବା ରେ ସାହାୟ୍ଯ କରିବ ମୁ ମାରେ କନ୍ଯା ଅକଷାରକକ୍ସ୍ଟ ତାଙ୍କ ସହ ବିବାହ ଦବେି।

ଯିହୋଶୂୟ 15:31

ସିକ୍କଗ୍, ମଦ୍ମନ୍ନା, ସନ୍ସନ୍ନା,

ଯିହୋଶୂୟ 15:57

କଯିନ, ଗିବିଯା, ତିମ୍ନା, ଏହିସବୁ ଗ୍ରାମ ସମତେ ଦଶ ନଗର ଓ ଗ୍ରାମ ସମତେ ଥିଲା।

ଦିତୀୟ ଶାମୁୟେଲ 21:6

ତାହାରି ସନ୍ତାନମାନଙ୍କ ମଧ୍ଯରକ୍ସ୍ଟ ସାତଜଣ ପୁରୁଷ ଆମ୍ଭମାନଙ୍କ ହସ୍ତ ରେ ସମର୍ପିତ ହକ୍ସ୍ଟଅନ୍ତକ୍ସ୍ଟ। ତହିଁରେ ଆମ୍ଭମାନେେ ସଦାପ୍ରଭୁଙ୍କ ମନୋନୀତ ଶାଉଲର ଗିବିଯୋନ ରେ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ସମାନଙ୍କେୁ ଟଙ୍ଗାଇ ଦବୋ।

ପ୍ରଥମ ବଂଶାବଳୀ 2:42

କାଲେବ୍ ୟିରହମଲଙ୍କେର ଭ୍ରାତା ଥିଲେ। କାଲବଙ୍କେର କେତାଟେି ପୁତ୍ର ଥିଲେ। ପ୍ରଥମ ପୁତ୍ର ଥିଲେ ମଶାେ। ମଶାେ ସୀଫ୍ଙ୍କର ପିତା ଥିଲେ। କାଲବଙ୍କେର ଆହୁରି ମଧ୍ଯ ପୁତ୍ର ଥିଲେ। ମା ରଶାେ ହିବ୍ରୋଣଙ୍କ ପିତା ଥିଲେ।

ଯିଶାଇୟ 10:31

ମଦମନୋ ଲୋକମାନେ ପଳାଯନ କରୁଛନ୍ତି। ପୁଣି ଗବେୀମ୍ ନିବାସୀମାନେ ଲୁଚୁଛନ୍ତି।

Interlinear

Choose Theme