Home Bibles ☰ Books ଯିହୋଶୂୟ 11:11 · ଓଡ଼ିଆ ବାଇବେଲ
ଯିହୋଶୂୟ 11:11 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ସୈନ୍ଯମାନେ ସେ ସହରର ସମସ୍ତ ଲୋକମାନଙ୍କୁ ହତ୍ଯା କଲେ। ସମାନେେ ସହରର ସମସ୍ତ ଲୋକକୁ ଧ୍ବଂସ କଲେ। ଜଣକକ୍ସ୍ଟ କାହାରିକକ୍ସ୍ଟ ଜୀବିତ ଛାଡିଲେ ନାହିଁ। ତା'ପରେ ସମାନେେ ହାତ୍ସୋର ସହରକକ୍ସ୍ଟ ଅଗ୍ନି ସଂୟୋଗ କଲେ।

Cross references

ଦିତୀୟ ବିବରଣ 3:7

କିନ୍ତୁ ଆମ୍ଭମାନେେ ସମସ୍ତ ପଶକ୍ସ୍ଟ ଏବଂ ନଗରରକ୍ସ୍ଟ ଲକ୍ସ୍ଟଟିତ ଦ୍ରବ୍ଯସବୁ ନିଜ ନିଜ ପାଇଁ ଗ୍ରହଣ କଲକ୍ସ୍ଟ।

ଦିତୀୟ ବିବରଣ 20:16

ମାତ୍ର ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଏହି ଲୋକମାନଙ୍କର ଯେଉଁ ଯେଉଁ ନଗର ତୁମ୍ଭର ଅଧିକାର ପାଇଁ ଦିଅନ୍ତି, ତୁମ୍ଭେ ତହିଁ ମଧିଅରେ ନିଶ୍ବାସଧାରୀ କାହାରିକି ସଜୀବ ରଖିବ ନାହଁ।

ଯିହୋଶୂୟ 6:21

ଲୋକମାନେ ସହର ରେ ଧ୍ବଂସର ଲିଳା ଚଳାଇଲେ। ସମାନେେ ସଠାେରେ ଥିବା ସମସ୍ତ ଜୀବିତ ବସ୍ତକ୍ସ୍ଟକକ୍ସ୍ଟ ଧ୍ବଂସ କଲେ। ସମାନେେ ୟକ୍ସ୍ଟବକମାନଙ୍କୁ ହତ୍ଯା କଲେ। ବୃଦ୍ଧ ଲୋକମାନଙ୍କୁ, ସ୍ତ୍ରୀ ଲୋକମାନଙ୍କୁ, ବୃଦ୍ଧା ସ୍ତ୍ରୀ ଲୋକମାନଙ୍କୁ, ପଶକ୍ସ୍ଟ ମଷେ ଏବଂ ଗଧମାନଙ୍କୁ ହତ୍ଯା କଲେ।

ଯିହୋଶୂୟ 6:24

ଏହାପରେ ଇଶ୍ରାୟେଲ ଲୋକମାନେ ସେ ସହର ରେ ଅଗ୍ନି ସଂୟୋଗ କଲେ। ସମାନେେ ସହରର ସକ୍ସ୍ଟନା, ରୂପା, ଲୌହବସ୍ତକ୍ସ୍ଟ ଓ ପିତ୍ତଳ ଇତ୍ଯାଦିକକ୍ସ୍ଟ ଛାଡି ସମସ୍ତ ବସ୍ତକ୍ସ୍ଟକକ୍ସ୍ଟ ପୋଡି଼ ନଷ୍ଟ କରି ଦେଲେ ଏବଂ ଏହି ବସ୍ତକ୍ସ୍ଟମାନଙ୍କୁ ସଦାପ୍ରଭୁଙ୍କର ଭଣ୍ତାର ଗୃହ ରେ ଜମା କଲେ।

ଯିହୋଶୂୟ 10:40

ଏହିପରି ଯିହାଶୂେୟ ସମସ୍ତ ପାର୍ବତମଯ ଦେଶ ନଗେଭେ, ଦକ୍ଷିଣସ୍ଥ ଓ ପୂର୍ବସ୍ଥ ପାଦଦେଶୀଯ ରାଜାଙ୍କକ୍ସ୍ଟ ମଧ୍ଯ ହତ୍ଯା କଲେ। ସେ କାହାରିକକ୍ସ୍ଟ ସଠାେରେ ଜିବିତ ଛାଡିଲେ ନାହିଁ। କାରଣ ସଦାପ୍ରଭୁ ଇଶ୍ରାୟେଲକକ୍ସ୍ଟ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଲେ।

Interlinear

Choose Theme