Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 4:17 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 4:17 · ଓଡ଼ିଆ ବାଇବେଲ

କିନ୍ତୁ ସୀଷରା ପଳାଯନ କଲା। ସେ ୟାଯଲେ ତମ୍ବୁକକ୍ସ୍ଟ ଦଉଡି ପଳାଇଲା। ଯାୟେଲ ହେଉଛି କନେୀଯ ହବରେ ସ୍ତ୍ରୀ। ସେ ସମୟରେ ହାତ୍ ସୋରର ରାଜା ୟାବୀନ୍ ଓ କନେୀଯ ହବରେ ବଂଶ ମଧିଅରେ ଐକ୍ଯ ଥିଲା। ତେଣୁ ସେ ସଠାେକକ୍ସ୍ଟ ଦୌଡି ପଳାଇଲା।

Cross references

ବିଚାରକର୍ତାମାନଙ୍କ ବିବରଣ 5:6

ସହେିଦିନ ଅନାତ୍ ପକ୍ସ୍ଟତ୍ର ଶମଗର ସମୟରେ ଏବଂ ୟାଯଲେ ସମୟରେ ମକ୍ସ୍ଟଖ୍ଯ ରାସ୍ତାଗକ୍ସ୍ଟଡିକ ଜନଶୂନ୍ଯ ହେଲା। ବପୋରୀମାନେ ପଥଗ୍ଭରିମାନେ ବକ୍ର ଉପ ପଥ ଦଇେ ଗମନ କଲେ।

ବିଚାରକର୍ତାମାନଙ୍କ ବିବରଣ 5:24

ସ୍ତ୍ରୀ ମାନଙ୍କ ମଧିଅରେ କନେୀଯ ହବରେ ସ୍ତ୍ରୀ ୟାଯେଲ୍ ଧନ୍ଯ ହବେେ। ତମ୍ବୁ ନିବାସିନୀମାନଙ୍କ ମଧିଅରେ ଧନ୍ଯ ହବେେ।

ଆୟୁବ ପୁସ୍ତକ 12:19

ପରମେଶ୍ବର ଯାଜକମାନଙ୍କ ଶକ୍ତିକୁ ହରଣ କରି ନିଅନ୍ତି ଓ ଅଧିକ ପରାକ୍ରମଶାଳୀ ପାରିଷଦମାନଙ୍କୁ ପରାସ୍ତ କରନ୍ତି, ଯେଉଁମାନେ କି ନିଜକୁ ସବୁଠାରୁ ନିରାପଦ ମନକରେନ୍ତି।

ଆୟୁବ ପୁସ୍ତକ 18:7

ତାଙ୍କର ଶକ୍ତ ପାଦ କ୍ଷୀଣ ହାଇଯେିବ ଏବଂ ତା'ର ନିଜର ଚକ୍ରାନ୍ତ ତାକୁ ତଳକୁ ଆଣିବ।

ଆୟୁବ ପୁସ୍ତକ 40:11

ଯଦି ତୁମ୍ଭେ ପରମେଶ୍ବରଙ୍କ ତୁଲ୍ଯ, ତା' ହେଲେ ତୁମ୍ଭେ ତୁମ୍ଭର କୋରଧ ପ୍ରକାଶ କରିପାର ଓ ଉଦ୍ଧତ ଲୋକମାନଙ୍କୁ ଦଣ୍ଡ ଦଇପୋର। ସହେି ଗର୍ବୀ ଲୋକମାନଙ୍କୁ ନମ୍ର କରାଅ।

ଗୀତସଂହିତା 37:35

ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।

ଗୀତସଂହିତା 69:22

ସମାନଙ୍କେର ମଜେ ଖାଦ୍ୟରେ ପୂର୍ଣ୍ଣ ଥିଲା। ସମାନେେ ଏମିତି ସହଭାଗିତାର ଖାଦ୍ୟ ଖାଉଥିଲେ ୟେ, ମୁଁ ଆଶଙ୍କା କଲି ସହେି ଖାଦ୍ୟ ସମାନଙ୍କେୁ ନଷ୍ଟ କରିବ।

ଗୀତସଂହିତା 107:40

ପରମେଶ୍ବର ସମାନଙ୍କେର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ଯାଚାର କରିଥିଲେ। ପୁଣି ସମାନଙ୍କେୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।

ହିତୋପଦେଶ 29:23

ଯଦି ଜଣେ ଲୋକ ଗର୍ବୀ ତବେେ ତାହା ତାକୁ ଧ୍ବଂସ କରିବ। ଯଦି ଜଣେ ଲୋକ ବିନମ୍ର, ତବେେ ସମ୍ମାନ ପାଇବ।

ଯିଶାଇୟ 57:21

ଆମ୍ଭର ପରମେଶ୍ବର କୁହନ୍ତି ; ଦୁଷ୍ଟମାନଙ୍କର କିଛି ହିଁ ଶାନ୍ତି ନାହିଁ।'

ଆମୋଷ 5:19

ସଦାପ୍ରଭୁଙ୍କର ଦିନଟି ଏପରି ସମୟ ହବେ, ଯବେେ ତବେଳେେ ଜଣେ ବ୍ଯକ୍ତି ସିଂହ ମୁହଁରୁ ରକ୍ଷା ପାଇ ଭାଲୁ ଦ୍ବାରା ଆକ୍ରମିତ ହୁଏ କି ନିଜ ଘରର କାନ୍ଥ ରେ ହାତ ରଖି ବିଶ୍ରାମ ନବୋ ସମୟରେ ଦନ୍ତଘାତ ହୁଏ।

Interlinear

Choose Theme