Home Bibles ଯିହୋଶୂୟ 12:20 · ଓଡ଼ିଆ ବାଇବେଲ
ଯିହୋଶୂୟ 12:20 · ଓଡ଼ିଆ ବାଇବେଲ

ଶିମ୍ରୋଣ ମରୋଣର ରାଜା 1, ଅ‌କ୍‌ଷଫର ରାଜା 1

Cross references

ଯିହୋଶୂୟ 11:1

ହାତସୋର ରାଜା ୟାବୀନ ଏହିକଥା ଶୁଣିଲେ। ତେଣୁ ସେ ମନସ୍ତ କଲେ, କେତକେ ରାଜାମାନଙ୍କର ସୈନ୍ଯବାହୀନିକକ୍ସ୍ଟ ଏକତ୍ର କରିବେ। ସେ ମାଦୋନର ରାଜା ୟୋବବ, ଶିମ୍ରୋଣର ରାଜା ଓ ଅକ୍ଷଫର ରାଜାଙ୍କକ୍ସ୍ଟ ବାର୍ତ୍ତା ପଠାଇଲେ।

ଯିହୋଶୂୟ 19:15

କଟତ୍, ନହଲୋଲ୍, ଶିମ୍ରୋଣ, ୟିଦାଲା ଓ ବୈଥ୍ଲହେମ୍ ଗ୍ରାମ ସମତେ ଏହିପରି ଭାବରେ ତାଙ୍କର ବାରଟି ନଗର ଥିଲା।

ଯିହୋଶୂୟ 19:25

ଯେଉଁ ଭୂମିସବୁ ସମାନଙ୍କେୁ ଦିଆୟାଇଥିଲା, ସଗେକ୍ସ୍ଟଡିକର ମଧିଅରେ ହିଲକତ୍, ହଲୀ, ବଟେନ୍ ଓ ଅକଷଫ୍ ଥିଲା।

Interlinear

Choose Theme