Home Bibles ☰ Books ଯୋହନଲିଖିତ ସୁସମାଚାର 20:5 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 20:5 · ଓଡ଼ିଆ ବାଇବେଲ

ସେ ନଇଁପଡି ଭିତରକୁ ଚାହିଁ ପତଳା ଆଚ୍ଛାଦନ ବସ୍ତ୍ର ସଠାେରେ ପଡିଥିବା ଦେଖିଲେ, କିନ୍ତୁ ଭିତରକୁ ଗଲେ ନାହିଁ।

Cross references

ଯୋହନଲିଖିତ ସୁସମାଚାର 11:44

ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ ରେ ଖଣ୍ଡ ଖଣ୍ଡ କନା ଗୁଡଇେ ହାଇେଥିଲା। ତାହାଙ୍କ ମୁହଁ ରେ ଗୋଟିଏ ରୁମାଲ ବନ୍ଧା ହାଇେଥିଲା। ଯୀଶୁ ଲୋକମାନଙ୍କୁ କହିଲେ, କନାଗୁଡିକ କାଢି ନିଅ ଓ ତାହାଙ୍କୁ ୟିବାକୁ ଦିଅ।

ଯୋହନଲିଖିତ ସୁସମାଚାର 19:40

ଯିହୂଦୀମାନଙ୍କର ସମାଧି ଦବୋ ପ୍ରଥାନୁସା ରେ ସମାନେେ ଦୁ ହେଁ ଯୀଶୁଙ୍କର ମୃତ ଦହକେୁ ସୁଗନ୍ଧି ଅଗୁରୁ ସହିତ ପତଳା ଲୁଗା ରେ ଗୁଡଇେ ଦେଲେ।

ଯୋହନଲିଖିତ ସୁସମାଚାର 20:11

କିନ୍ତୁ ମରିୟମ କବର ବାହା ରେ ଠିଆ ହାଇେ କାନ୍ଦୁଥିଲେ। ସେ କାନ୍ଦୁଥିବା ବେଳେ ନଇଁପଡି କବର ଭିତରକୁ ଚାହିଁଲେ।

Interlinear

Choose Theme