Home Bibles ଯୋହନଲିଖିତ ସୁସମାଚାର 20:7 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 20:7 · ଓଡ଼ିଆ ବାଇବେଲ

ଯେଉଁ ଲୁଗାଟି ଯୀଶୁଙ୍କ ମୁଣ୍ଡ ରେ ଗୁଡା ହାଇେଥିଲା ତାହା ସେ ଦେଖିଲେ। ତାହା ପତଳା ବସ୍ତ୍ର ପାଖ ରେ ନଥାଇ ଅଲଗା ଜାଗା ରେ ଗୁଡଇେ ହାଇେ ପଡିଥିଲା। ପତଳା ଆଚ୍ଛାଦନ ବସ୍ତ୍ର ସହିତ ତାହା ପଡି ନଥିଲା।

Cross references

ଯୋହନଲିଖିତ ସୁସମାଚାର 11:44

ମୃତ ଲୋକଟି ବାହାରି ଆସିଲା। ତାହାଙ୍କର ହାତ ଗୋଡ ରେ ଖଣ୍ଡ ଖଣ୍ଡ କନା ଗୁଡଇେ ହାଇେଥିଲା। ତାହାଙ୍କ ମୁହଁ ରେ ଗୋଟିଏ ରୁମାଲ ବନ୍ଧା ହାଇେଥିଲା। ଯୀଶୁ ଲୋକମାନଙ୍କୁ କହିଲେ, କନାଗୁଡିକ କାଢି ନିଅ ଓ ତାହାଙ୍କୁ ୟିବାକୁ ଦିଅ।

Interlinear

Choose Theme