Home Bibles ଯୋହନଲିଖିତ ସୁସମାଚାର 20:12 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 20:12 · ଓଡ଼ିଆ ବାଇବେଲ

ସେ ଦୁଇ ଜଣ ସ୍ବର୍ଗଦୂତଙ୍କୁ ଧଳା ଲୁଗା ପିନ୍ଧି ଯୀଶୁଙ୍କ ଶରୀର ଯେଉଁଠା ରେ ଥିଲା, ତାହା ପାଖ ରେ ବସିବାର ଦେଖିଲେ। ଜଣେ ସ୍ବର୍ଗଦୂତ ଯୀଶୁଙ୍କ ମୁଣ୍ଡ ରହିଥିବା ଜାଗା ରେ ଓ ଅନ୍ୟ ଜଣେ ପାଦ ରହିଥିବା ଜାଗା ରେ ବସିଥିଲେ।

Cross references

ଦିତୀୟ ବଂଶାବଳୀ 5:12

ଲବେୀୟ ଗାଯକମାନେ ୟଜ୍ଞବଦେୀର ପୂର୍ବପଟେ ଠିଆ ହେଲେ। ଆସଫ୍, ହମେନ୍ ଓ ୟିଦୂଥୂନ୍ଙ୍କ ଗାଯକଦଳର ପ୍ରେତ୍ୟକକ ସଠାେରେ ଥିଲେ। ଆଉ ସମାନଙ୍କେର ପୁତ୍ରଗଣ ଓ ଭ୍ରତାଗଣ ମଧ୍ଯ ସଠାେରେ ଥିଲେ। ସହେି ଲବେୀୟ ଗାଯକମାନେ ଶୁଭ୍ର କାର୍ପାସ ବସ୍ତ୍ର ପିନ୍ଧିଥିଲେ। ସମାନଙ୍କେ ନିକଟରେ ଗିନି, ସାରଙ୍ଗ ଓ ବୀଣାୟନ୍ତ୍ର ଥିଲା। ସହେି ଲବେୀୟ ଗାଯକମାନଙ୍କ ନିକଟରେ 120 ଜଣ ଯାଜକ ଥିଲେ। ସହେି 120 ଜଣ ଯାଜକ ତୂରୀ ବଜାଇଲେ।

ଦାନିଏଲ 7:9

ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।

ମାଥିଉଲିଖିତ ସୁସମାଚାର 17:2

ସମାନଙ୍କେ ଆଗ ରେ ଯୀଶୁଙ୍କ ସ୍ବରୂପ ବଦଳିଗଲା। ତାହାଙ୍କର ମୁହଁ ସୂର୍ୟ୍ଯ ଭଳି ଝଲସି ଉଠିଲା। ତାହାଙ୍କର ପୋଷାକ ଆଲୋକ ଭଳି ଧଳା ଦଖାଗେଲା।

ମାଥିଉଲିଖିତ ସୁସମାଚାର 28:2

ସତେିକି ବେଳେ ଗୋଟିଏ ବଡ଼ ଧରଣର ଭୂମିକମ୍ପ ହେଲା। ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ସ୍ବର୍ଗରୁ ଓହ୍ଲାଇ ଆସିଲେ। ସ୍ବର୍ଗଦୂତ ଜଣକ କବର ପାଖକୁ ଗଲେ ଓ ପ୍ରବେଶଦ୍ବାର ପାଖରୁ ପଥରଟି ଗଡ଼ଇେ ବାହାର କରି ଦେଲେ। ସେ ପଥର ଉପରେ ବସିଲେ।

ମାର୍କଲିଖିତ ସୁସମାଚାର 16:5

ସମାନେେ କବର ଭିତରକୁ ଗଲେ। ସଠାେରେ ସମାନେେ ଧଳା ପୋଷାକ ପିନ୍ଧିଥିବା ଜଣେ ୟୁବକକୁ ଦେଖିଲେ। ସେ ସମାଧିର ଡାହାଣ ପଟେ ବସି ରହିଥିଲା। ସମାନେେ ଡରିଗଲେ।

ଲୂକଲିଖିତ ସୁସମାଚାର 24:3

ସମାନେେ ଭିତରକୁ ଗଲେ। କିନ୍ତୁ ସମାନେେ ସଠାେରେ ପ୍ରଭୁ ଯୀଶୁଙ୍କ ଶରୀରକୁ ପାଇଲେ ନାହିଁ।

ଲୂକଲିଖିତ ସୁସମାଚାର 24:22

କିନ୍ତୁ ଆଜି ଆମ୍ଭ ଦଳର କେତଜେଣ ସ୍ତ୍ରୀଲୋକ ଆମ୍ଭକୁ ଗୋଟିଏ ଆଶ୍ଚର୍ୟ୍ଯ ଜନକ କଥା କହିଲେ। ଯେଉଁ କବର ରେ ଯୀଶୁଙ୍କ ଶରୀରକୁ ରଖା ଯାଇଥିଲା, ସହେି ସ୍ଥାନକୁ ସମାନେେ ଆଜି ଅତି ଭୋରରୁ ଯାଇଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 1:10

ଯୀଶୁ ଚାଲି ଯାଉଥିଲେ ଓ ପ୍ ରରେିତମାନେ ଆକାଶକୁ ଚାହିଁ ରହିଥିଲେ। ହଠାତ୍ ଦୁଇଜଣ ଧଳା ବସ୍ତ୍ର ପିନ୍ଧିଥିବା ପୁରୁଷ ସମାନଙ୍କେ ପାଖ ରେ ଆସି ଠିଆ ହେଲେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 3:4

ତଥାପି ସାର୍ଦ୍ଦା ରେ କେତକେ ଲୋକ ଅଛନ୍ତି ଯେଉଁମାନେ ନିଜର ବସ୍ତ୍ରକୁ ଅପରିଷ୍କାର କରି ନାହାଁନ୍ତି। ସହେି ଲୋକମାନେ ଶୁଭ୍ର ବସ୍ତ୍ର ପିନ୍ଧି ମାେ ସହିତ ଗମନାଗମନ କରିବେ, କାରଣ ସମାନେେ ସେଥିପାଇଁ ଯୋଗ୍ଯ ଅଟନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14

ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।

Interlinear

Choose Theme