ଅତୀତ ରେ ଯିହୁଦାର ରାଜାମାନେ ଆହସର ଘରର କଠାେରୀର ଛାତ ଉପରେ ଯେଉଁ ୟଜ୍ଞବଦେୀ ନିର୍ମାଣ କରିଥିଲେ ଓ ମନଃଶି ସଦାପ୍ରଭୁଙ୍କ ମନ୍ଦିରର ଦୁଇ ସହର ରେ ଯେଉଁ ୟଜ୍ଞବଦେୀଗୁଡିକ ନିର୍ମାଣ କରିଥିଲେ ଯୋଶିୟଯ ସେ ସବୁକୁ ଭାଙ୍ଗି ଚୁର୍ଣ୍ଣ କଲେ ଓ ସେ ଧୂଳିକୁ ନଇେ କିଦ୍ରୋଣ ନଦୀ ରେ ନିକ୍ଷପେ କଲେ।
Cross references
ଯେତବେେଳେ ତୁମ୍ଭମାନେେ ଏକ ନୂତନ ଗୃହ ନିର୍ମାଣ କର, ତୁମ୍ଭମାନେେ ସହେି ଛାତର ଚତକ୍ସ୍ଟଃପାଶର୍ବ ରେ ପାଚରେୀ ଉଠାଇବ। ତବେେ ତୁମ୍ଭମାନେେ କୌଣସି ଲୋକ ଛାତ ଉପରକ୍ସ୍ଟ ପଡି ମରିବା ପାଇଁ ଦୋଷୀ ହବେ ନାହିଁ।
ଆସା ମଧ୍ଯ ତାଙ୍କର ମାତାମହୀ ମାଖାଙ୍କୁ ରାଣୀ ପଦରୁ ବିତାଡିତ କଲେ, କାରଣ ସେ ଆଶରୋ ଦବେତା ନାମ ରେ ଏକ ପ୍ରତିମା ନିର୍ମାଣ କରିଥିଲେ। ସେ ସହେି ପ୍ରତିମାକୁ ଭାଙ୍ଗି କିଦ୍ରୋଣ ନଦୀ ନିକଟରେ ତାକୁ ପୋଡି଼ ପକାଇଲେ।
ପୁଣି ସମାନେେ ବାଲ୍ ମନ୍ଦିରରୁ ସ୍ମୃତିସ୍ତମ୍ଭମାନ ବାହାର କରି ଆଣି ପୋଡି଼ ପକାଇଲେ।
ପୁଣି ଆମ୍ଭେ ୟିରୁଶାଲମ୍ ରେ ଆପଣା ନାମ ସ୍ଥାପନ କରିବା ବୋଲି ସଦାପ୍ରଭୁ ଯେଉଁ ମନ୍ଦିର ବିଷଯ ରେ କହିଥିଲେ। ସଦାପ୍ରଭୁଙ୍କ ସହେି ମନ୍ଦିର ରେ ସେ ୟଜ୍ଞବଦେି ନିର୍ମାଣ କଲେ।
ଆହୁରି ସେ ସଦାପ୍ରଭୁଙ୍କ ଦୁଇ ପ୍ରାଙ୍ଗଣ ରେ ଆକାଶସ୍ଥ ସକଳ ବାହିନୀ ନିମନ୍ତେ ୟଜ୍ଞବଦେି ନିର୍ମାଣ କଲେ।
ତାଙ୍କ ପିତାଙ୍କ ପରି ବାସ କଲେ। ସେ ସହେି ପ୍ରତିମାମାନ ପୂଜା କଲେ, ଯାହା ମନଃଶି, ତାଙ୍କର ପିତା ପୂଜା କରି ଆସୁଥିଲେ।
ପୁଣି ରାଜା ସଦାପ୍ରଭୁଙ୍କ ମନ୍ଦିରରୁ ବାଲର, ଆଶରୋମୂର୍ତ୍ତୀର ଓ ସ୍ବର୍ଗସ୍ଥ ସମସ୍ତ ବାହିନୀ ଓ ମିଥ୍ଯା ଦବେତାମାନଙ୍କ ନିମନ୍ତେ ନିର୍ମିତ ସକଳ ସାମଗ୍ରୀ ବାହାର କରି ଆଣିବା ପାଇଁ ହିଲକିଯ ମହାୟାଜକକୁ, ଦ୍ବିତୀୟ ଶ୍ ରଣେୀର ଯାଜକମାନଙ୍କୁ ଓ ଦ୍ବାରପାଳ ମାନଙ୍କୁ ଆଦେଶ କଲେ। ତା'ପରେ ଯୋଶିୟଯ ରାଜା ସେ ସମସ୍ତ ଦ୍ରବ୍ଯକୁ ୟିରୁଶାଲମର ବାହା ରେ କିଦ୍ରୋଣ ଉପତ୍ୟକା ରେ ଦଗ୍ଧ କଲେ ଓ ତାହାର ଭସ୍ମ ବୈଥଲକେୁ ନଇଗେଲେ।
ଆଉ ଯୋଶିୟଯ ସଦାପ୍ରଭୁଙ୍କ ମନ୍ଦିରରୁ ଆଶରୋ ମୂର୍ତ୍ତୀ କାଢିନଇେ ୟିରୁଶାଲମର ବାହା ରେ କିଦ୍ରୋଣ ନଦୀ ଓ ନିକଟକୁ ଆଣିଲେ। ସଠାେରେ ସେ ଏହାକୁ ଦଗ୍ଧ କଲେ ଓ ତାକୁ ପଷେି ଧୂଳି କଲେ। ସହେି ଚୁର୍ଣ୍ଣକୁ ନଇେ ସାମାନ୍ଯ ଲୋକମାନଙ୍କ କବର ଉପରେ ନିକ୍ଷପେ କଲେ।
ରାଜା ଆସା ତାଙ୍କର ମାତା ମହୀମାଖାଙ୍କୁ ରାଣୀମା' ପଦରୁ ମଧ୍ଯ ବିତାଡ଼ିତ କଲେ। ମାଖା ଏକ ଘୃଣ୍ଯ ଆଶରୋ ସ୍ତମ୍ଭ ନିର୍ମାଣ କରିଥିବାରୁ ଆସା ଏହିପରି କଲେ। ଆସା ସହେି ଆଶରୋ ସ୍ତମ୍ଭକୁ କାଟି ପକାଇଲେ ଓ ତାହାକୁ ଭାଙ୍ଗି ଖଣ୍ଡ ଖଣ୍ଡ କଲେ। ଏହାପରେ ସେ କିଦ୍ରୋଣ୍ ଉପତ୍ୟକା ରେ ସହେି ଖଣ୍ଡଗୁଡ଼ିକୁ ପୋଡ଼ି ପକାଇଲେ।
ସଦାପ୍ରଭୁଙ୍କ ମନ୍ଦିରର ଦୁଇଟି ପ୍ରାଙ୍ଗଣ ରେ ମନଃଶି ସମସ୍ତ ଦଳର ତାରାଗଣଙ୍କ ନିମନ୍ତେ ୟଜ୍ଞବଦେୀ ସବୁ ନିର୍ମାଣ କଲେ।
ମନଃଶି ଅଦ୍ଭୁତ ଦବେତା ମୂର୍ତ୍ତିଗୁଡ଼ିକୁ ବାହାର କରି ଦେଲେ। ସେ ସଦାପ୍ରଭୁଙ୍କ ମନ୍ଦିରରୁ ମୂର୍ତ୍ତିକୁ ବାହାର କରି ଦେଲେ। ସେ ମନ୍ଦିର ଥିବା ପର୍ବତ ଓ ୟିରୁଶାଲମ ରେ ଯେଉଁସବୁ ୟଜ୍ଞବଦେୀ ନିର୍ମାଣ କରିଥିଲେ, ସଗେୁଡ଼ିକୁ ନଷ୍ଟ କରି ଦେଲେ। ମନଃଶି ସହେିସବୁ ବଦେୀକୁ ୟିରୁଶାଲମ ନଗର ବାହା ରେ ଫିଙ୍ଗି ଦେଲେ।
'ୟିରୁଶାଲମର ସମସ୍ତ ଗୃହ ଓ ସମସ୍ତ ରାଜ ପ୍ରାସାଦଗୁଡ଼ିକ ତାଫେତ୍ ତୁଲ୍ଯ ଅଶୁଚି ସ୍ଥାନ ହବେ। କାରଣ ସମାନେେ ଆକାଶମଣ୍ଡଳସ୍ଥ ଅତିଥି ଉଦ୍ଦେଶ୍ଯ ରେ ଧୂପ ଜଳାଇ ଅଛନ୍ତି ଓ ଅନ୍ୟ ଦବଗେଣ ଉଦ୍ଦେଶ୍ଯ ରେ ପଯେ ନବୈେଦ୍ଯ ଉତ୍ସର୍ଗ କରିଅଛନ୍ତି।'
ସଦାପ୍ରଭୁ କହିଲେ, ଆମ୍ଭେ ଯିହୁଦା ଓ ୟିରୁଶାଲମ ବାସିନ୍ଦାଙ୍କୁ ଦଣ୍ତ ଦବୋ। ଆମ୍ଭେ ସହେି ସ୍ଥାନରୁ ମୂର୍ତ୍ତି ପୂଜକ ଯାଜକଙ୍କୁ ହଟାଇଦବୋ। ଆମ୍ଭେ ବାଲର ଶଷେ ସଙ୍କତକେୁ ହଟାଇ ଦବୋ। ସମସ୍ତ ଲୋକ
ଯେଉଁମାନେ କି ଛାତ ଉପରକୁ ୟାଇ ତାରାମାନଙ୍କୁ ପୂଜା କରନ୍ତି ଆମ୍ଭେ ସେ ସମସ୍ତଙ୍କୁ ତଡି ଦବୋ। କତଜେଣ ଲୋକ ଉଭୟ ସଦାପ୍ରଭୁ ଏବଂ ମିଥ୍ଯାପ୍ରଭୁ ମାଲିକମାନଙ୍କୁ ମଧ୍ଯ ପୂଜା କରୁଛନ୍ତି। ତେଣୁ ଆମ୍ଭେ ସହେି ଲୋକମାନଙ୍କୁ ସହେି ସ୍ଥାନରୁ ତଡିଦବୋ।