Home Bibles ଯୋହନଲିଖିତ ସୁସମାଚାର 18:2 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 18:2 · ଓଡ଼ିଆ ବାଇବେଲ

ୟିହୂଦା ଏହି ସ୍ଥାନ ଜାଣିଥିଲା। କାରଣ ଯୀଶୁ ପ୍ରାୟ ତାହାଙ୍କ ଶିଷ୍ଯମାନଙ୍କ ସହିତ ସହେି ସ୍ଥାନକୁ ଯାଉଥିଲେ। ସହେି ୟିହୂଦା ହିଁ ଯୀଶୁଙ୍କର ବିରୁଦ୍ଧ ରେ ଗଲା।

Cross references

ମାର୍କଲିଖିତ ସୁସମାଚାର 11:11

ଯୀଶୁ ୟିରୁଶାଲମ ଆସି ମନ୍ଦିର ଭିତ ରେ ପ୍ରବେଶ କଲେ। ଯୀଶୁ ମନ୍ଦିର ରେ ପ୍ରେତ୍ୟକକ ବିଷୟ ପ୍ରତି ଦୃଷ୍ଟି ପକାଇଲେ। ସେତବେେଳକେୁ ବହୁତ ଡରେି ହାଇେ ଯାଇଥିଲା। ତେଣୁ ଯୀଶୁ ବାରଜଣ ପ୍ ରରେିତଙ୍କ ସହିତ ବେଥନିଆକୁ ଚାଲିଗଲେ।

ଲୂକଲିଖିତ ସୁସମାଚାର 21:37

ସହେି ଦିନଗୁଡିକରେ ଯୀଶୁ ଲୋକମାନଙ୍କୁ ମନ୍ଦିର ରେ ଉପଦେଶ ଦେଉଥିଲେ। ରାତ୍ରିକାଳ ରେ ସେ ନଗର ବାହାରକୁ ଚାଲି ଯାଉଥିଲେ ଓ ସାରା ରାତି ଜୀତ ପର୍ବତ ଉପରେ କଟାଉଥିଲେ।

ଲୂକଲିଖିତ ସୁସମାଚାର 22:39

ଯୀଶୁ ଯୀରୂଶାଲମ ନଗର ଛାଡି ଜୀତପର୍ବତ ଉପରକୁ ଗଲେ। ସେ ଏପରି ଅଧିକାଂଶ ସମୟରେ କରୁଥିଲେ। ତାହାଙ୍କର ଶିଷ୍ଯମାନେ ତାହାଙ୍କ ସହିତ ଗଲେ।

Interlinear

Choose Theme