ଲେବୀୟ ପୁସ୍ତକ 2:6 · ଓଡ଼ିଆ ବାଇବେଲ
ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତା'ଉପରେ ତୈଳ ଢାଳିବ, ତାହା ହିଁ ଶସ୍ଯ ନବୈେଦ୍ଯ ହବେ।
Cross references
ଲେବୀୟ ପୁସ୍ତକ 1:6
ପୁଣି ସେ ଯାଜକ ସହେି ବଳିର ଚର୍ମ ଉତାରିବେ ଓ ସେ ମାଂସ କାଟି ଖଣ୍ଡ ଖଣ୍ଡ କରିବେ।
ଗୀତସଂହିତା 22:1
ହେ ମାରେ ପରମେଶ୍ବର, ହେ ମାରେ ସଦାପ୍ରଭୁ, କାହିଁକି ତୁମ୍ଭେ ମାେତେ ପରିତ୍ଯାଗ କଲ ? ତୁମ୍ଭେ ମାେ ନିକଟରୁ ବହୁତ ଦୂରରେ ଥାଇ କିପରି ମାେତେ ସାହାୟ୍ଯ କରିବ। ତୁମ୍ଭେ ମାରେ ସାହାୟ୍ଯ ପାଇଁ ଆର୍ତ୍ତ ଚିତ୍କାର ଏତେ ଦୂରରୁ ଶୁଣି ପାରିବ ?
ମାର୍କଲିଖିତ ସୁସମାଚାର 14:1
ନିସ୍ତାର ପର୍ବ ଓ ଖମୀର ଶୁନ୍ଯ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନ ଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳ ରେ ବନ୍ଦୀ କରି ତା'ପରେ ମାରି ଦବୋ ପାଇଁ ଉପାୟ ଖୋଜୁ ଥିଲେ।
ଯୋହନଲିଖିତ ସୁସମାଚାର 18:1
ଯୀଶୁ ଏହି ପ୍ରାର୍ଥନା କରି ସାରିବା ପରେ, ଶିଷ୍ଯମାନଙ୍କ ସହିତ ଚାଲିଗଲେ। ସମାନେେ କିଦ୍ରୋଣ ଉପତ୍ୟକା ପାରି ହାଇଗେଲେ। ଆର ପଟେ ଜଳପାଇ ବୃକ୍ଷର ଗୋଟିଏ ବଗିଚା ଥିଲା। ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ସଠାେକୁ ଗଲେ।