ମୁଁ ତୁମ୍ଭକୁ ଏସବୁ କଥା ବର୍ତ୍ତମାନ କହିଛି, ତେଣୁ ଯେତବେେଳେ ଏସବୁ ଘଟିବାର ସମୟ ଆସିବ, ସେତବେେଳେ ତୁମ୍ଭମାନେେ ମନେ ପକାଇବ ଯେ ମୁଁ ତୁମ୍ଭକୁ ସତର୍କ କରିଥିଲି।
Cross references
ତୁମ୍ଭର ପ୍ରତିମାଗଣ ଆସନ୍ତୁ ଓ ଯାହା ଯାହା ଘଟୁଅଛି, ଆମ୍ଭ ନିକଟରେ ପ୍ରକାଶ କରନ୍ତୁ।
ଯୀଶୁ ସମାନଙ୍କେୁ କହିଲେ, ବର ଯେପର୍ୟ୍ଯନ୍େତ ବରଯାତ୍ରୀମାନଙ୍କ ସହିତ ଥିବ, ସେ ପର୍ୟ୍ଯନ୍ତ ବରଯାତ୍ରୀମାନେ ଦୁଃଖ କରିବେ କି? କିନ୍ତୁ ଦିନ ଆସିବ ବରକୁ ତାହାଙ୍କଠାରୁ ଛଡଇେ ନିଆୟିବ। ସେତବେେଳେ ବରଯାତ୍ରୀମାନେ ଦୁଃଖୀ ହବେେ। ତାପରେ ସମାନେେ ଉପବାସ କରିବେ।
ତୁମ୍ଭମାନେେ ପ୍ରଚାର କର, 'ସ୍ବର୍ଗରାଜ୍ଯ ନିକଟ ହାଇେ ଗଲାଣି।'
ଏ ଗୁଡ଼ିକ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଚତାବେନୀ ଦେଉଛି।
ଯୀଶୁ କହିଲେ, ବିବାହ ଉତ୍ସବ ସମୟରେ ବର ଯାତ୍ରୀମାନେ ଦୁଃଖିତ ହୁଅନ୍ତି ନାହିଁ, କାରଣ ବର ସମାନଙ୍କେ ସାଙ୍ଗ ରେ ଥାଆନ୍ତି। ତେଣୁ ବର ସଠାେରେ ଥିବା ପର୍ୟ୍ଯନ୍ତ ସମାନେେ ଉପବାସ କରି ନପାରନ୍ତି।
ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ୟଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚତଇେେ ଦେଉଛି।
କିନ୍ତୁ ଏସବୁ ଘଟଣା ଘଟିବା ପୂର୍ବରୁ ଲୋକେ ତୁମ୍ଭମାନଙ୍କୁ ବନ୍ଦୀ କରିନବେେ, ଓ ତୁମ୍ଭମାନଙ୍କୁ ୟନ୍ତ୍ରଣା ଦବେେ। ଲୋକମାନେ ସମାନଙ୍କେର ସମାଜଗୃହମାନଙ୍କ ରେ ତୁମ୍ଭମାନଙ୍କର ବିଚାର କରିବେ ଓ ତୁମ୍ଭମାନଙ୍କୁ କାରାଗାର ରେ ବନ୍ଦୀ କରିବେ। ରାଜା ଓ ଶାସନକର୍ତ୍ତାଙ୍କ ସାମନା ରେ ତୁମ୍ଭମାନଙ୍କୁ ହାଜର କରାୟିବ। ତୁମ୍ଭମାନେେ ମାରେ ଅନୁସରଣ କରୁଥିବା ଯୋଗୁଁ ଲୋକମାନେ ତୁମ୍ଭମାନଙ୍କ ପ୍ରତି ଏଭଳି ବ୍ଯବହାର କରିବେ।
ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏକଥା କହୁଛି। ତେଣୁ ଯେତବେେଳେ ଏହା ଘଟିବ, ତୁମ୍ଭେ ବିଶ୍ବାସ କରିବ, ମୁଁ ସହେି ଅଟେ।
ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡିକ ବର୍ତ୍ତମାନ ଜଣାଇଦଲେି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ବାସ କରିବ।
ମୁଁ ଯେତବେେଳେ ସମାନଙ୍କେ ସହିତ ଥିଲି, ମୁଁ ସମାନଙ୍କେୁ ନିରାପଦ ରେ ରଖିଥିଲି। ମୁଁ ତୁମ୍ଭ ନାମର ଶକ୍ତି ବଳ ରେ ସମାନଙ୍କେୁ ନିରାପଦ ରେ ରଖିଥିଲି। ସହେି ନାମ ତୁମ୍ଭେ ମାେତେ ଦଇେଥିଲ। ମୁଁ ସମାନଙ୍କେୁ ସୁରକ୍ଷିତ କଲି। ସମାନଙ୍କେ ଭିତରୁ କବଳେ ଜଣେ ବିନାଶ ପାଇଁ ଉଦ୍ଦିଷ୍ଟ ଥିଲା। ଧର୍ମଶାସ୍ତ୍ର ଯେପରି ସଫଳ ହୁଏ ସେଥିପାଇଁ ସେ ନଷ୍ଟ ହେଲା।
ଅଣଯିହୂଦୀ, ରାଜା ଓ ଇଶ୍ରାୟେଲର ଲୋକମାନଙ୍କ ଆଗ ରେ ସେ ମାେ ନାମ ରେ ସାକ୍ଷ୍ଯ ଦବେ। ମାେ ନାମ ପାଇଁ ତାହାକୁ ଯେ, କେତେ କଷ୍ଟ ଦଇେ ୟିବାକୁ ହବେ ମୁଁ ନିଜେ ତାହାକୁ ଜଣାଇବି।
ମାେତେ ପବିତ୍ର ଆତ୍ମା ଜଣାଉଅଛନ୍ତି ଯେ ପ୍ରତି ନଗର ରେ ମୁଁ କାରାବରଣ ଓ ଅସୁବିଧା ଭୋଗ କରିବି।
ମୁଁ ପୂର୍ବରୁ କହିଥିଲି ଯେ ଏହି ଘଟଣାଗୁଡ଼ିକ ଘଟିବ।
ମୁଁ ଜାଣେ ଯେ, ମୁଁ ଶୀଘ୍ର ମାରେ ଶରୀର ତ୍ଯାଗ କରିବି। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ମାେତେ ତାହା ଦଖାଇେଛନ୍ତି।