Home Bibles ☰ Books ପିତରଙ୍କ ଦିତୀୟ ପତ୍ର 1:14 · ଓଡ଼ିଆ ବାଇବେଲ
ପିତରଙ୍କ ଦିତୀୟ ପତ୍ର 1:14 · ଓଡ଼ିଆ ବାଇବେଲ

ମୁଁ ଜାଣେ ଯେ, ମୁଁ ଶୀଘ୍ର ମାରେ ଶରୀର ତ୍ଯାଗ କରିବି। ଆମ୍ଭ ପ୍ରଭୁ ଯୀଶୁଖ୍ରୀଷ୍ଟ ମାେତେ ତାହା ଦଖାଇେଛନ୍ତି।

Cross references

ଦିତୀୟ ବିବରଣ 4:21

ଏବଂ ସଦାପ୍ରଭୁ ତୁମ୍ଭମାନଙ୍କ ପାଇଁ ମାେ ଉପରେ କୋରଧ ହେଲେ। ପକ୍ସ୍ଟଣି ମୁ ଯେପରି ୟର୍ଦ୍ଦନ ପାର ହାଇେ ନ ୟିବି ଓ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କୁ ଯେଉଁ ଦେଶ ଅଧିକାର କରିବାକୁ ଦବେେ, ସହେି ଉତ୍ତମ ଦେଶ ରେ ମୁ ଯେପରି ପ୍ରବେଶ ନ କରିବି, ଏଥିପାଇଁ ଶପଥ କଲେ।

ଦିତୀୟ ବିବରଣ 31:14

ସଦାପ୍ରଭୁ ମାଶାଙ୍କେକ୍ସ୍ଟ କହିଲେ, ତୁମ୍ଭର ମୃତକ୍ସ୍ଟ୍ଯର ସମୟ ଆସିଗଲା। ଯିହାଶୂେୟଙ୍କକ୍ସ୍ଟ ଡାକ, ତୁମ୍ଭେ ଦକ୍ସ୍ଟ ହେଁ ସମାଗମ ତକ୍ସ୍ଟମ୍ବୁ ରେ ଠିଆ ହକ୍ସ୍ଟଅ। ଆମ୍ଭେ ତାହାକକ୍ସ୍ଟ ଆଜ୍ଞା ଦବୋ। ତହିଁରେ ମାଶାେ ଓ ୟିହୋଶୂଯ ୟାଇ ସମାଗମ ତମ୍ବୁ ରେ ଠିଆ ହେଲେ।

ଯିହୋଶୂୟ 23:14

ମାରେ ମୃତକ୍ସ୍ଟ୍ଯ ସମୟ ନିକଟ ହେଲାଣି। ତୁମ୍ଭମାନେେ ଜାଣ ଏବଂ ଭଲ ଭାବରେ ଜାଣ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ କିପରି ସହାୟତା ଦଇେଛନ୍ତି। ଏବଂ ତକ୍ସ୍ଟମ୍ଭ ପାଇଁ କ'ଣ କରିଛନ୍ତି। ସେ ଯାହା କହିଛନ୍ତି ସେ ତାହା ଦଇେଛନ୍ତି। ସଦାପ୍ରଭୁ ତାଙ୍କର ସବୁ ଉତ୍ତମ ପ୍ରତିଜ୍ଞା ପୂରଣ କରିଛନ୍ତି, ଯାହା ସେ ତକ୍ସ୍ଟମ୍ଭ ସହିତ ପ୍ରତିଜ୍ଞା କରିଥିଲେ। ଆମ୍ଭକକ୍ସ୍ଟ ସବୁ ଦଇେଛନ୍ତି ସେ ଯାହାସବୁ ଆମ୍ଭ ସହିତ ପ୍ରତିଜ୍ଞା କରିଛନ୍ତି।

ପ୍ରଥମ ରାଜାବଳୀ 2:2

ମୁଁ ପାର୍ଥିବ ମଣିଷ ପରି ମୃତ୍ଯୁବରଣ କରିବାକୁ ଯାଉଛି। ଏଣୁ ତୁମ୍ଭେ ବଳବାନ୍ ହୁଅ ଓ ପୁରୁଷତ୍ବ ପ୍ରକାଶ କର।

ଯୋହନଲିଖିତ ସୁସମାଚାର 21:18

ମୁଁ ତୁମ୍ଭକୁ ସତ୍ଯ କହୁଛି ତୁମ୍ଭେ ଯେତବେେଳେ ୟୁବକ ଥିଲ, ସେତବେେଳେ ତୁମ୍ଭେ ଅଣ୍ଟା ରେ ନିଜଲୁଗା ଭିଡି ଇଚ୍ଛାନୁସା ରେ ଯେ କୌଣସି ସ୍ଥାନକୁ ଯାଉଥିଲ। ମାତ୍ର ବୃଦ୍ଧ ବୟସ ରେ ତୁମ୍ଭେ ହାତ ବଢାଇବ ଓ ଯେଉଁଆଡେ ତୁମ୍ଭର ୟିବାକୁ ଇଚ୍ଛା ନଥିବ, ସହେିଠାକୁ ଅନ୍ୟମାନେ ତୁମ୍ଭକୁ ନଇେଯିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:25

ମୁଁ ଯେଉଁମାନଙ୍କ ନିକଟରେ ପରମେଶ୍ବରଙ୍କ ରାଜ୍ଯ ବିଷୟ ରେ ଘୋଷଣା କରିଥିଲି, ଅର୍ଥାତ୍ ତୁମ୍ଭମାନେେ ତୁମ୍ଭମାନଙ୍କ ମଧ୍ଯରୁ କହେି ହେଲେ ବର୍ତ୍ତମାନଠାରୁ ମାେତେ ଆଉ କବେେ ହେଲେ ଦେଖିବାକୁ ପାଇବ ନାହିଁ, ଏହା ମୁଁ ଜାଣେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:6

ମାେ ଜୀବନ ମୁଁ ପରମେଶ୍ବରଙ୍କୁ ଉତ୍ସର୍ଗ କରିଦଇେଛି। ମାେ ପାଇଁ ଏ ସଂସାର ଛାଡ଼ିବାର ସମୟ ଆସିଯାଇଛି। ମୁଁ ଉତ୍ତମ ୟୁଦ୍ଧ ଲଢ଼ିଛି।

Interlinear

Choose Theme