Home Bibles ମାର୍କଲିଖିତ ସୁସମାଚାର 2:19 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 2:19 · ଓଡ଼ିଆ ବାଇବେଲ

ଯୀଶୁ କହିଲେ, ବିବାହ ଉତ୍ସବ ସମୟରେ ବର ଯାତ୍ରୀମାନେ ଦୁଃଖିତ ହୁଅନ୍ତି ନାହିଁ, କାରଣ ବର ସମାନଙ୍କେ ସାଙ୍ଗ ରେ ଥାଆନ୍ତି। ତେଣୁ ବର ସଠାେରେ ଥିବା ପର୍ୟ୍ଯନ୍ତ ସମାନେେ ଉପବାସ କରି ନପାରନ୍ତି।

Cross references

ଆଦି ପୁସ୍ତକ 29:22

ତେଣୁ ଲାବନ ସଠାେକାର ସମସ୍ତ ଲୋକମାନଙ୍କୁ ଏକ ଭୋଜି ଦେଲେ।

ବିଚାରକର୍ତାମାନଙ୍କ ବିବରଣ 14:10

ଶାମ୍ଶୋନଙ୍କର ପିତା ସହେି ପଲେଷ୍ଟୀୟ ସ୍ତ୍ରୀ ଲୋକଟିକକ୍ସ୍ଟ ଦେଖିବାକକ୍ସ୍ଟ ଗଲେ। ଏପରି ପ୍ରଥା ଥିଲା ଯେ ଯେଉଁଥିପାଇଁ ସମାନେେ ସଠାେରେ ଏକ ଭୋଜି ଦେଲେ।

ଗୀତସଂହିତା 45:14

ସୌନ୍ଦର୍ୟ୍ଯରେ ମଣ୍ଡିତ ହାଇେ ସେ ରାଜାଙ୍କ ନିକଟକୁ ଆଗଇେ ୟାଏ ତା'ର ସଖିମାନେ ତା' ପଛରେ ଅନୁସରଣ କରନ୍ତି।

ପରମଗୀତ 6:8

ଷାଠିଏ ରାଣୀ ଓ ଅଶୀ ଉପପତ୍ନୀ ଓ ଅସଂଖ୍ଯ ୟୁବତୀ ଅଛନ୍ତି।

ମାଥିଉଲିଖିତ ସୁସମାଚାର 25:1

ସେ ସମୟରେ ସ୍ବର୍ଗରାଜ୍ଯ, ବର ଖାଜେିବାକୁ ବାହାରିଥିବା ଦଶଜଣ କୁମାରୀ ଝିଅଙ୍କ ଭଳି ହବେ। ଏହି ଝିଅମାନେ ବର ସହିତ ସକ୍ଷାତ କରିବାକୁ ବାହାରିଥିଲେ। ସମାନେେ ତାହାଙ୍କ ସହିତ ଦୀପ ଆଣି ଥିଲେ,

Interlinear

Choose Theme