Home Bibles ମାର୍କଲିଖିତ ସୁସମାଚାର 13:23 · ଓଡ଼ିଆ ବାଇବେଲ
ମାର୍କଲିଖିତ ସୁସମାଚାର 13:23 · ଓଡ଼ିଆ ବାଇବେଲ

ତେଣୁ ସାବଧାନ ରହିବ। ଏ ସବୁ ଘଟିବାର ୟଥେଷ୍ଟ ପୂର୍ବରୁ ମୁଁ ତୁମ୍ଭମାନଙ୍କୁ ଚତଇେେ ଦେଉଛି।

Cross references

ଯିଶାଇୟ 44:7

ଆମ୍ଭ ତୁଲ୍ଯ ଅନ୍ୟ ପରଲମଶ୍ବର ନାହାଁନ୍ତି। ଯଦି ଥାଆନ୍ତିସତଲବସସ ବର୍ତ୍ତମାନ ଆସି କୁହନ୍ତୁ।ସସ ଯଦି ଆମ୍ଭପରି,ସତଲବ ଆସି ପ୍ରମାଣ କରନ୍ତୁ।ସସ ମଧ୍ଯ କୁହନ୍ତୁ ଆମ୍ଲଭ ପୁରାତନସଲାକମାନଙ୍କୁ ସୃଷ୍ଟି କଲାସବଲଳ କ'ଣସବୁ ଘଟିଥିଲା।ସସ ମଧ୍ଯ ଭବିଷ୍ଯତସର କ'ଣ ଘଟିବ ତାହାର ସଙ୍କଲତ ଦିଅନ୍ତୁ।

ମାଥିଉଲିଖିତ ସୁସମାଚାର 7:15

ଭଣ୍ଡ ଭବିଷ୍ଯଦ୍ବକ୍ତାଙ୍କଠାରୁ ଦୂର ରେ ରୁହ। ସମାନେେ ତୁମ୍ଭ ପାଖକୁ ମେଣ୍ଢା ଭଳି ସରଳ ଓ ଭଦ୍ର ଭାବରେ ଆସନ୍ତି। କନ୍ତୁ ସମାନେେ ପ୍ରକୃତ ରେ ହିଂସ୍ର ଗଧିଆ ଭଳି ଅଟନ୍ତି।

ମାର୍କଲିଖିତ ସୁସମାଚାର 13:5

ଯୀଶୁ ଶିଷ୍ଯମାନଙ୍କୁ କହିଲେ, ସାବଧାନ! ତୁମ୍ଭକୁ କହେି ଯେପରି ପ୍ରତାରଣା କରି ନପା ରେ।

ମାର୍କଲିଖିତ ସୁସମାଚାର 13:9

ତୁମ୍ଭମାନେେ ସତର୍କ ରହିବ। ଲୋକମାନେ ତୁମ୍ଭମାନଙ୍କୁ ବନ୍ଦୀ କରି ବିଚାରାଳୟ ରେ ସମର୍ପି ଦବେେ। ସମାନେେ ତୁମ୍ଭମାନଙ୍କୁ ସମାନଙ୍କେର ସମାଜଗୃହ ଗୁଡିକରେ ପିଟିବେ। ମାରେ ଶିଷ୍ଯ ହାଇେଥିବା ଯୋଗୁ ତୁମ୍ଭମାନଙ୍କୁ ଶାସକ ଓ ରାଜାମାନଙ୍କ ଆଗ ରେ ଠିଆ ହବୋକୁ ବାଧ୍ଯ କରାୟିବ। ତୁମ୍ଭମାନେେ ମାେ ବିଷୟ ରେ ପ୍ରମାଣ ଦବେ।

ମାର୍କଲିଖିତ ସୁସମାଚାର 13:33

ସାବଧାନ, ସଦା ବେଳେ ପ୍ରସ୍ତୁତ ରୁହ। କାରଣ ସେ ସମୟ କେତବେେଳେ ପହଞ୍ଚିବ, ତାହା ତୁମ୍ଭମାନେେ ଜାଣିନାହଁ।

ଲୂକଲିଖିତ ସୁସମାଚାର 21:8

ଯୀଶୁ କହିଲେ, ସାବଧାନ! ଭ୍ରାନ୍ତହୁଅ ନାହିଁ। ମାେ ନାମ ବ୍ଯବହାର କରି ଅନକେ ଲୋକ ଆସିବେ। ସମାନେେ କହିବେ, 'ମୁଁ ଖ୍ରୀଷ୍ଟ' ଏବଂ 'ଉପୟୁକ୍ତ ସମୟ ଆସିଯାଇଛି।' କିନ୍ତୁ ତୁମ୍ଭମାନେେ ସମାନଙ୍କେୁ ଅନୁସରଣ କରିବନାହିଁ।

ଲୂକଲିଖିତ ସୁସମାଚାର 21:34

ସାବଧାନ ରୁହ। ତୁମ୍ଭମାନେେ ମଦ୍ଯପାନ କରି ମାତାଲ ହାଇେ ନିଜ ସମୟ ନଷ୍ଟ କରନାହିଁ। ସାଂସାରିକ ବସ୍ତୁଗୁଡିକ ବିଷୟ ରେ ଅତ୍ଯଧିକ ଚିନ୍ତିତ ହାଇେ ପଡନାହିଁ। ସଭେଳେ କଲେ ତୁମ୍ଭମାନେେ ଜଡ ହାଇଯେିବ ଓ ଉଚିତ କଥା କବେେ ଭାବି ପାରିବ ନାହିଁ। ଏବଂ ତୁମ୍ଭମାନେେ ପ୍ରସ୍ତୁତ ନଥିବା ବେଳେ ଅନ୍ତିମକାଳ ଆସି ଯାଇପା ରେ।

ଯୋହନଲିଖିତ ସୁସମାଚାର 14:29

ଏ ସମସ୍ତ ଘଟଣା ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ସବୁ ବିଷୟଗୁଡିକ ବର୍ତ୍ତମାନ ଜଣାଇଦଲେି, ଯେପରି ଏସବୁ ଘଟିଲା ବେଳେ ତୁମ୍ଭେ ବିଶ୍ବାସ କରିବ।

ଯୋହନଲିଖିତ ସୁସମାଚାର 16:1

ମୁଁ ତୁମ୍ଭକୁ ଏହିସବୁ କଥା କହିଛି, ଯେପରି ଲୋକମାନେ ତୁମ୍ଭର ବିଶ୍ବାସ ନଷ୍ଟ କରି ନପାରନ୍ତି।

ପିତରଙ୍କ ଦିତୀୟ ପତ୍ର 3:17

ପ୍ରିୟ ମିତ୍ରଗଣ, ତୁମ୍ଭେ ଏହି ବିଷୟ ରେ ଆଗରୁ ଜାଣ। ଅତଏବ ସାବଧାନ ରୁହ। ସହେି ମନ୍ଦ ଲୋକମାନେ କରୁଥିବା ମନ୍ଦକାର୍ୟ୍ଯ ଦ୍ବାରା ତୁମ୍ଭେ ନିଜକୁ ପ୍ରଭାବିତ ହବୋକୁ ଦିଅ ନାହିଁ। ନିଜ ଦୃଢ଼ ବିଶ୍ବାସରୁ ବିଚଳିତ ନ ହବୋ ପାଇଁ ସାବଧାନ ରୁହ।

Interlinear

Choose Theme