Home Bibles ଲୂକଲିଖିତ ସୁସମାଚାର 8:49 · ଓଡ଼ିଆ ବାଇବେଲ
ଲୂକଲିଖିତ ସୁସମାଚାର 8:49 · ଓଡ଼ିଆ ବାଇବେଲ

ସେ ଠିକ୍ ଏହି କଥା କହୁଥିବା ସମୟରେ ସମାଜଗୃହର ନେତା ଯାଈରସଙ୍କ ଘରୁ ଜଣେ ଆସି କହିଲା, ତୁମ୍ଭ ଝିଅ ମରିଗଲା। ଆଉ ଏବେ ଗୁରୁଙ୍କୁ କଷ୍ଟ ଦିଅନାହିଁ।

Cross references

ଯିଶାଇୟ 7:12

ମାତ୍ର ଆହସ କହିଲଲ, ମୁଁ ପ୍ରମାଣ ସ୍ବରୂପ ଚିହ୍ନ ମାଗିବି ନାହିଁ। କାରଣ ମୁଁ ସଦାପ୍ରଭୁଙ୍କୁ ପରୀକ୍ଷା କରିବାକୁ ଚାସହଁ ନାହିଁ।'

ମାଥିଉଲିଖିତ ସୁସମାଚାର 9:23

ତା'ପରେ ଯୀଶୁ ଯୀହୂଦୀ ପ୍ରାର୍ଥନାଗୃହର ଅଧ୍ଯକ୍ଷଙ୍କ ଘ ରେ ପହନ୍ଚିଲେ। ସଠାେରେ ବଂଶୀବାଦକମାନେ ସମାଧି ଜନିତ ବଂଶୀ ବଜାଉଥିଲେ। ଝିଅଟି ମରିଯାଇଥିବାରୁ ଲୋକେ କାନ୍ଦୁଥିଲେ।

ମାର୍କଲିଖିତ ସୁସମାଚାର 5:35

ଯୀଶୁ ସଠାେରେ ଏସବୁ କହୁଥିବା ସମୟରେ ଯିହୂଦୀ ସମାଜ ଗୃହର ଅଧିକାରୀ ଯାଈରସଙ୍କ ଘରୁ କେତକେ ଲୋକ ଆସି ତାହାଙ୍କୁ କହିଲେ, ତୁମ୍ଭର ଝିଅ ମରିଗଲାଣି। ବର୍ତ୍ତମାନ ତୁମ୍ଭେ ଗୁରୁ(ଯୀଶୁ)ଙ୍କୁ ଅଯଥା ରେ ଆଉ କାହିଁକି ହଇରାଣ କରିବ?

ଲୂକଲିଖିତ ସୁସମାଚାର 7:6

ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।

ଲୂକଲିଖିତ ସୁସମାଚାର 8:41

ଯାଈରସ ନାମ ରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସଠାେକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ।

ଲୂକଲିଖିତ ସୁସମାଚାର 11:7

ତୁମ୍ଭ ସାଙ୍ଗ ଘର ଭିତରୁ ଉତ୍ତର ଦେଲେ, 'ତୁମ୍ଭେ ଚାଲିଯାଅ। ମାେତେ ହଇରାଣ କରନାହିଁ। ଦୁଆର ବନ୍ଦ ହାଇଗେଲାଣି। ମୁଁ ଓ ମାେ ପିଲାମାନେ ଶାଇେବାକୁ ଗଲୁଣି, ତୁମ୍ଭକୁ ରୋଟୀ ଦବୋକୁ ମୁଁ ବର୍ତ୍ତମାନ ଉଠି ପାରିବି ନାହିଁ।'

Interlinear

Choose Theme