Home Bibles ଯୋହନଲିଖିତ ସୁସମାଚାର 4:47 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 4:47 · ଓଡ଼ିଆ ବାଇବେଲ

ସହେି ବ୍ଯକ୍ତି ଶୁଣିଲେ ଯେ ଯୀଶୁ ୟିହୂଦା ପ୍ରଦେଶରୁ ଆସିଛନ୍ତି ଓ ବର୍ତ୍ତମାନ ଗାଲୀରୀ ରେ ଅଛନ୍ତି, ତେଣୁ ସେ ବ୍ଯକ୍ତି କାନା ରେ ଯୀଶୁଙ୍କୁ ଦଖାେ କଲେ। କଫର୍ନାହୂମକୁ ଆସି ତାହାଙ୍କର ପୁତ୍ରକୁ ସୁସ୍ଥ କରିବା ପାଇଁ ସେ ଯୀଶୁଙ୍କୁ ନିବଦନେ କଲେ। ତାହାଙ୍କର ପୁତ୍ର ମୃତ ପ୍ରାୟ ହଇେଥିଲେ।

Cross references

ଗୀତସଂହିତା 46:1

ପରମେଶ୍ବର ଆମ୍ଭମାନଙ୍କର ଆଶ୍ରଯ ଓ ବଳ। ଆମ୍ଭେ ବିପଦ ସମଯରେ ତାଙ୍କର ସାହାୟ୍ଯ ପାଇପାରୁ।

ମାର୍କଲିଖିତ ସୁସମାଚାର 2:1

କିଛି ଦିନ ପରେ, ଯୀଶୁ କଫର୍ନାହୂମକୁ ଫରେି ଆସିଲେ। ଯୀଶୁ ଘରକୁ ଫରେି ଆସିଛନ୍ତି ବୋଲି ଖବର ବ୍ଯାପିଗଲା।

ମାର୍କଲିଖିତ ସୁସମାଚାର 6:55

ତା'ପରେ ସମାନେେ ଯୀଶୁ ଆସିଥିବା ଖବର ଲୋକଙ୍କୁ ଦବୋ ପାଇଁ ସେ ଅଞ୍ଚଳର ପ୍ରେତ୍ୟକକ ସ୍ଥାନକୁ ଦୌଡି ଗଲେ। ଯୀଶୁ ଯେଉଁ ସ୍ଥାନକୁ ଗଲେ, ସଠାେରେ ଖବର ବ୍ଯାପିଗଲା ଓ ସଠାେକୁ ଲୋକମାନେ ରୋଗୀମାନଙ୍କୁ ଖଟିଆ ରେ ନଇେ ଆସିଲେ।

ମାର୍କଲିଖିତ ସୁସମାଚାର 10:47

ସେ ଶୁଣିଲା ଯେ ନାଜରିତୀୟ ଯୀଶୁ ସହେି ବାଟ ଦଇେ ଯାଉଛନ୍ତି। ସେ ଚିତ୍କାର କରି କହିଲା, ହେ ଦାଉଦଙ୍କ ପୁତ୍ର ଯୀଶୁ : ମାେ ଉପରେ କୃପା କର।

ଲୂକଲିଖିତ ସୁସମାଚାର 7:6

ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।

ଲୂକଲିଖିତ ସୁସମାଚାର 8:41

ଯାଈରସ ନାମ ରେ ଜଣେ ଲୋକ ଯୀଶୁଙ୍କ ପାଖକୁ ଆସିଲେ। ଯାଈରସ ସଠାେକାର ସମାଜଗୃହର ନେତା ଥିଲେ। ସେ ଯୀଶୁଙ୍କ ପାଦତଳେ ପଡିଗଲେ ଓ ତାହାଙ୍କୁ ଘରକୁ ଆସିବା ପାଇଁ ଅନୁରୋଧ କଲେ।

ଯୋହନଲିଖିତ ସୁସମାଚାର 4:3

ତେଣୁ ସେ ସେତବେେଳେ ୟିହୂଦା ପ୍ରଦେଶ ଛାଡି ପୁଣି ଥରେ ଗାଲୀଲୀକୁ ଚାଲିଗଲେ।

ଯୋହନଲିଖିତ ସୁସମାଚାର 4:54

ୟିହୂଦା ପ୍ରଦେଶରୁ ଗାଲିଲୀକୁ ଆସିବା ପରେ ଯୀଶୁଙ୍କର ଏହା ଦ୍ବିତୀୟ ଆଶ୍ଚର୍ୟ୍ଯକାର୍ୟ୍ଯ ଥିଲା।

ଯୋହନଲିଖିତ ସୁସମାଚାର 11:21

ମାର୍ଥା ଯୀଶୁଙ୍କୁ କହିଲେ, ପ୍ରଭୁ, ଯଦି ଆପଣ ଏଠା ରେ ଥାଆନ୍ତେ, ତବେେ ମାରେ ଭାଇ ମରି ନଥାନ୍ତା।

ଯୋହନଲିଖିତ ସୁସମାଚାର 11:32

ମରିୟମ ଯୀଶୁ ରହିଥିବା ସ୍ଥାନକୁ ଗଲେ। ଯୀଶୁଙ୍କୁ ଦେଖି ସେ ତାହାଙ୍କ ପାଦ ତଳେ ପଡିଗଲେ। ମରିୟମ କହିଲେ, ପ୍ରଭୁ, ଆପଣ ଯଦି ଏଠା ରେ ଥାଆନ୍ତେ ତବେେ ମାେ ଭାଇ ମରି ନ ଥାଆନ୍ତା।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:38

ଯାଫୋର ବିଶ୍ବାସୀ ଶିଷ୍ଯମାନେ ଶୁଣିଲେ ଯେ, ପିତର ଲୂଦ ରେ ଅଛନ୍ତି। ଲୂଦ ଯାଫୋର ପାଖ ରେ ଥିଲା। ତେଣୁ ସମାନେେ ଦୁଇଜଣଙ୍କୁ ପିତରଙ୍କ ପାଖକୁ ପଠାଇ ଏହି ନିବଦନେ କଲେ, ଆମ୍ଭ ପାଖକୁ ଶୀଘ୍ର ଆସନ୍ତୁ।

Interlinear

Choose Theme