Home Bibles ☰ Books ଯୋହନଲିଖିତ ସୁସମାଚାର 11:17 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 11:17 · ଓଡ଼ିଆ ବାଇବେଲ

ଯୀଶୁ ବେଥନିଆ ରେ ପହନ୍ଚିଲେ। ସେ ଦେଖିଲେ, ଲାଜାରଙ୍କର ମୃତ୍ଯୁ ହାଇେ କବରସ୍ଥ ହବୋର ଚାରି ଦିନ ହାଇଗେଲାଣି।

Cross references

ହୋଶେୟ 6:2

ଦୁଇ ଦିନ ପ ରେ ସେ ଆମ୍ଭମାନଙ୍କୁ ପୁନର୍ଜୀବନ ଦବେେ। ତିନି ଦିନ ପ ରେ ସେ ଆମ୍ଭକୁ ଛିଡା କରାଇବେ। ତା'ପ ରେ ଆମ୍ଭେ ତାଙ୍କ ନିକଟରେ ବଞ୍ଚି ଉଠିବା।

ଯୋହନଲିଖିତ ସୁସମାଚାର 2:19

ଯୀଶୁ ଉତ୍ତର ଦେଲେ, ଏହି ମନ୍ଦିରକୁ ନଷ୍ଟ କରି ଦିଅ ଏବଂ ମୁଁ ଏହାକୁ ତିନି ଦିନ ମଧିଅରେ ପୁନର୍ବାର ନିର୍ମାଣ କରି ଦବେି।

ଯୋହନଲିଖିତ ସୁସମାଚାର 11:39

ଯୀଶୁ କହିଲେ, ଏ ପଥରକୁ ଘୁଞ୍ଚାଇ ଦିଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 2:27

ମାେ ଶରୀର ମଧ୍ଯ ଭରସା ରେ ବଞ୍ଚି ରହିବ, ଯେ ହତେୁ ତୁମ୍ଭେ ମାରେ ଆତ୍ମାକୁ ମୃତ୍ଯୁ ସ୍ଥାନ ରେ ଛାଡ଼ିଦବେ ନାହିଁ। ତୁମ୍ଭେ ନିଜର ପବିତ୍ର ବ୍ଯକ୍ତିକୁ କବର ରେ କ୍ଷୟ ହବୋକୁ ଦବେ ନାହିଁ।

Interlinear

Choose Theme