Home Bibles ଯୋହନଲିଖିତ ସୁସମାଚାର 11:8 · ଓଡ଼ିଆ ବାଇବେଲ
ଯୋହନଲିଖିତ ସୁସମାଚାର 11:8 · ଓଡ଼ିଆ ବାଇବେଲ

ଶିଷ୍ଯମାନେ କହିଲେ, ଗୁରୁ, ୟିହୂଦା ରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥର ରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହାଇେଥିଲା। ଆପଣ ପୁଣି ସଠାେକୁ ଫରେିୟିବାକୁ ଚାହାଁନ୍ତି?

Cross references

ଗୀତସଂହିତା 11:1

ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରଯ ନିଏ। ତଣେୁ କାହିଁକି ମାେତେ ଲୁଚିବାକୁ କହୁଅଛ, ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିୟାଅ ?

ମାଥିଉଲିଖିତ ସୁସମାଚାର 16:21

ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।

ମାଥିଉଲିଖିତ ସୁସମାଚାର 23:7

ସମାନେେ ବଜାର ସ୍ଥାନମାନଙ୍କ ରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସମାନେେ ଚ଼ାହାଁନ୍ତି ଯେ ଲୋକେ ତାହାଙ୍କୁ 'ରାବ୍ବୀ' ବୋଲି ଡ଼ାକନ୍ତୁ।

ଯୋହନଲିଖିତ ସୁସମାଚାର 8:59

ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।

ଯୋହନଲିଖିତ ସୁସମାଚାର 10:31

ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉେଠଇଲେ।

ଯୋହନଲିଖିତ ସୁସମାଚାର 10:39

ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ମେ ସମାନଙ୍କେ ହାତରୁ ଖସିଗଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:24

କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।

ରେରିତମାନଙ୍କ କାର୍ଯ୍ୟର ବିବରଣ 21:12

ଆମ୍ଭମାନେେ ଓ ଅନ୍ୟ ବିଶ୍ବାସୀମାନେ ଏହି କଥା ଶୁଣି ପାଉଲଙ୍କୁ ୟିରୂଶାଲମ ନୟିବା ପାଇଁ ବହୂତ ଅନୁ ରୋଧ କଲୁ।

Interlinear

Choose Theme