ଦଣ୍ତ ବିଗ୍ଭର ଉପତ୍ୟକା ରେ ଲୋକରଣ୍ଯ। ସଦାପ୍ରଭୁଙ୍କର ବିଶଷେ ବିଗ୍ଭରଦିନ ନିକଟବର୍ତ୍ତୀ।
Cross references
କିନ୍ତୁ ଆମ୍ଭମାନଙ୍କର ପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଦେଖି ପରିହାସ କରିବେ। ସେ ଦେଖନ୍ତି ୟେ ସହେି ଦୁଷ୍ଟ ଲୋକମାନଙ୍କର ଦିନ ସରି ଆସୁଛି।
କାରଣ ସଦାପ୍ରଭୁ ଦେଶୀଯ ସମସ୍ତଙ୍କ ବିପକ୍ଷ ରେ ଓ ସମସ୍ତ ସୈନ୍ଯସାମନ୍ତଙ୍କ ପ୍ରତିକୂଳ ରେ ତାଙ୍କର ପ୍ରଚଣ୍ଡ କୋରଧ ପ୍ରକାଶ କରିଛନ୍ତି। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବେ ଓ ସେ ମଧ୍ଯ ସେ ସମସ୍ତଙ୍କର ବିନାଶର କାରଣ ହବେେ।
ଇଦୋମରୁ, ଲାଲରଙ୍ଗ ବସ୍ତ୍ର ପରିହିତ ବସୋରାରୁ ଏ ଯେ ଆସୁଛନ୍ତି, ସେ କିଏ ? ନିଜ ପରିଧଯେ ବସ୍ତ୍ର ରେ ଗୌରବନ୍ବିତ ଓ ନିଜ ମହାଶକ୍ତି ରେ ୟିଏ ବିଜେ କରୁଛନ୍ତି, ସେ କିଏ ? ସଦାପ୍ରଭୁ କୁହନ୍ତି, ଆମ୍ଭେ ଧର୍ମବାଦୀ ଓ ପରିତ୍ରାଣ କରିବାକୁ ସମର୍ଥ ଅଟୁଁ।
ଅନକେ ଦିନ ପ ରେ ତୁମ୍ଭକୁ ଅସ୍ତ୍ର ପାଇଁ ନିବଦନେ କରାୟିବ। ପରବର୍ତ୍ତୀ ବର୍ଷମାନଙ୍କ ରେ ୟୁଦ୍ଧରୁ ପୂର୍ବାବସ୍ଥାକୁ ଫରେୁଥିବା ଦେଶମାନଙ୍କୁ ଆକ୍ରମଣ କରିବ, ଯାହାର ବହୁ ଦେଶରୁ ଲୋକମାନେ ପର୍ବତ ଉପ ରେ ଏକତ୍ରୀତ ହାଇେଛନ୍ତି। ଯେଉଁମାନେ ଅତୀତ ରେ ବାରମ୍ବାର ବିଧ୍ବସ୍ତ ହାଇେଥିଲେ କିନ୍ତୁ ଦେଶଗୁଡ଼ିକରୁ ସମାନଙ୍କେୁ ଅଣାୟାଇଛି ଏବଂ ସମାନେେ ସମସ୍ତେ ସଠାେ ରେ ନିରାପଦ ରେ ବାସ କରୁଛନ୍ତି।
ଆଉ ଦେଖ, ସହେିଦିନ ଆସୁଅଛି ଓ ତାହା ନିଶ୍ଚିତ ଭାବରେ ଆସିବ। ଏହା ସଦାପ୍ରଭୁ କହନ୍ତି। ପୁଣି ଯେଉଁ ଦିନର ବିଷଯ ମୁଁ କହିଅଛି, ଏହା ସହେି ଦିନ।
ଦୁଃଖ କର, କାରଣ ସଦାପ୍ରଭୁଙ୍କ ସମୟ ଅତି ନିକଟ। ସହେି ସମୟରେ ସର୍ବଶକ୍ତିମାନ ପରମେଶ୍ବରଙ୍କ ନିକଟରୁ ଦଣ୍ତ ପ୍ରଳଯ ତୁଲ୍ଯ ଆସିବ।
ତୁମ୍ଭମାନେେ ସିୟୋନ ରେ ତୂରୀ ବଜାଅ। ଆମ୍ଭର ପବିତ୍ର ପର୍ବତ ଉପ ରେ ଗୋଟିଏ ବିପଦ ସଂକତେ କରି ପାଟି କର। ସମଗ୍ର ଦେଶବାସୀ ଭୟ ରେ କମ୍ପିତ ହବେ। ସଦାପ୍ରଭୁଙ୍କର ବିଶଷେ ଦିନ ଆସୁଛି। ସହେି ବିଶଷେ ଦିନଟି ଅତି ସନ୍ନିକଟ।
ଆମ୍ଭେ ମଧ୍ଯ ସମସ୍ତ ରାଜ୍ଯକୁ ଏକତ୍ରୀତ କରିବା। ସହେି ସମୟରେ, ଆମ୍ଭେ ସବୁ ରାଜ୍ଯକୁ ୟିହୋଶାଫଟ ଉପତ୍ୟକାକୁ ଓହ୍ଲାଇ ଆଣିବା। ସଠାେ ରେ ଆମ୍ଭେ ସମାନଙ୍କେର ବିଗ୍ଭର କରିବା। ସହେି ଗୋଷ୍ଠୀଗୁଡିକ ଆମ୍ଭ ଇଶ୍ରାୟେଲର ଲୋକମାନଙ୍କୁ ଛିନ୍ନଭିନ୍ନ କରିଛନ୍ତି। ସମାନେେ ଆମ୍ଭର ଲୋକମାନଙ୍କୁ ଅନ୍ୟ ସ୍ଥାନକୁ ୟୋର କରି ନିର୍ବାସିତ କରି ଦଇେଛନ୍ତି। ସମାନେେ ଆମ୍ଭର ଭୂମିଓ ସମାନଙ୍କେ ମଧିଅରେ ଭାଗ କରିଛନ୍ତି। ତେଣୁ ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ।
ଯେଉଁମାନେ ମନ୍ଦକର୍ମ ରେ ଲିପ୍ତ, ସମାନଙ୍କେଠାରୁ ସାବଧାନ ହାଇେ ରୁହ, ସମାନେେ କୁକୁରମାନଙ୍କ ପରି। ସମାନେେ ଲୋକମାନଙ୍କୁ ସୁନ୍ନତ287 ହବୋପାଇଁ ଦାବୀ କରନ୍ତି।
ମାତ୍ର ପରମେଶ୍ବରଙ୍କ ସହେି ବାକ୍ଯ ଦ୍ବାରା ଆକାଶମଣ୍ଡଳ ଓ ବର୍ତ୍ତମାନର ଜଗତ ରହିଅଛି। ଆକାଶମଣ୍ଡଳ ଓ ପୃଥିବୀ ଅଗ୍ନି ଦ୍ବାରା ବିନଷ୍ଟ ହବୋ ନିମନ୍ତେ ରକ୍ଷିତ ଅଛି। ପରମେଶ୍ବରଙ୍କ ସମସ୍ତ ବିରୋଧୀ ଲୋକମାନେ ପୁଣି ଆକାଶମଣ୍ଡଳ ଓ ପୃଥିବୀ ନଷ୍ଟ ହବୋ ନିମନ୍ତେ ବିଚାର ଦିନ ପର୍ୟ୍ଯନ୍ତ ସୁରକ୍ଷିତ ଥିବେ।
ସମାନେେ ଭୂତର ଆତ୍ମା ଓ ସମାନଙ୍କେର ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରିବାର କ୍ଷମତା ଥିଲା। ସମାନେେ ସର୍ବଶକ୍ତିମାନ ପରମେଶ୍ବରଙ୍କ ମହାଦିନର ୟୁଦ୍ଧ ପାଇଁ ପୃଥିବୀର ସବୁ ରାଜାମାନଙ୍କୁ ଏକତ୍ର କରିବା ନିମନ୍ତେ ସମାନଙ୍କେ ପାଖକୁ ଯାଆନ୍ତି।
ତା'ପରେ ମୁଁ ସହେି ପଶୁ ଓ ପୃଥିବୀର ରାଜାମାନଙ୍କୁ ଦେଖିଲି। ସମାନଙ୍କେର ସନୋବାହିନୀଗଣ, ଅଶ୍ବାରୋହୀ ଓ ସମାନଙ୍କେର ସନୋବାହିନୀ ବିରୁଦ୍ଧ ରେ ୟୁଦ୍ଧ କରିବା ପାଇଁ ଏକତ୍ର ହେଲେ।