Home Bibles ଯିଶାଇୟ 34:2 · ଓଡ଼ିଆ ବାଇବେଲ
ଯିଶାଇୟ 34:2 · ଓଡ଼ିଆ ବାଇବେଲ

କାରଣ ସଦାପ୍ରଭୁ ଦେଶୀଯ ସମସ୍ତଙ୍କ ବିପକ୍ଷ ରେ ଓ ସମସ୍ତ ସୈନ୍ଯସାମନ୍ତଙ୍କ ପ୍ରତିକୂଳ ରେ ତାଙ୍କର ପ୍ରଚଣ୍ଡ କୋରଧ ପ୍ରକାଶ କରିଛନ୍ତି। ସଦାପ୍ରଭୁ ସମାନଙ୍କେୁ ବିନାଶ କରିବେ ଓ ସେ ମଧ୍ଯ ସେ ସମସ୍ତଙ୍କର ବିନାଶର କାରଣ ହବେେ।

Cross references

ଯାତ୍ରା ପୁସ୍ତକ 8:14

ସମାନେେ ଗଦା ହାଇେ ରୁଣ୍ଡ ହେଲେ ଏବଂ ସଗେୁଡିକ ଯୋଗୁଁ ସ୍ଥାନଟିରୁ ଦୁର୍ଗନ୍ଧ ବାହାରିଲା।

ଯିହୋଶୂୟ 11:20

ସଦାପ୍ରଭୁ ସମାନଙ୍କେର ହୃଦଯ କଠିନ କଲେ। ଯେପରି ସମାନେେ ଇଶ୍ରାୟେଲ ବିପକ୍ଷ ରେ ୟକ୍ସ୍ଟଦ୍ଧ କରିବା ପାଇଁ ଆସିବେ ଓ ସଂପୂର୍ଣ୍ଣରୂପେ ବିନା କରୁଣା ରେ ଧ୍ବଂସ ହବେେ। ଏହା ମାଶାଙ୍କେକ୍ସ୍ଟ ସଦାପ୍ରଭୁଙ୍କର ଆଜ୍ଞାନକ୍ସ୍ଟସା ରେ ହେଲା।

ଗୀତସଂହିତା 2:5

କିନ୍ତୁ ପରମେଶ୍ବର ସମାନଙ୍କେ ଉପରେ କ୍ରୋଧିତ ହୁଅନ୍ତି ଏବଂ କୁହନ୍ତି, ମୁଁ ଏହି ବ୍ଯକ୍ତିକୁ ରାଜା ହବୋକୁ ପସନ୍ଦ କରିଛି ଏବଂ ସେ ସିୟୋନ ପର୍ବତରେ ଶାସନ କରିବ।

ଯିଶାଇୟ 13:5

ସଦାପ୍ରଭୁ ଓ ତାଙ୍କର ଏହି ସୈନ୍ଯବାହିନୀ ବହୁଦୂର ଦେଶରୁ ଆସିବେ। ସମାନେେ ଦିଗନ୍ତ ବାହାରୁ ଆସିବେ। ଏହି ସୈନ୍ଯବାହିନୀକୁ ସଦାପ୍ରଭୁ ତାଙ୍କର ଅସ୍ତ୍ରସ୍ବରୂପ ବ୍ଯବହାର କରିବେ ଓ ତାଙ୍କ କୋରଧଭାବ ପ୍ରକାଶ କରିବେ। ଏହି ବାହିନୀ ସମଗ୍ର ଦେଶକୁ ଧ୍ବଂସ କରିବେ।'

ଯିଶାଇୟ 24:1

ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ବଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ଯ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।

ଯିଶାଇୟ 30:25

ଯେଉଁମାନେ ଗଣହତ୍ଯା ହବେ ଓ ଦୁର୍ଗସବୁ ପତିତ ହବେ। ସହେିଦିନ ଉଚ୍ଚ ପର୍ବତ ଓ ପାହାଡ଼ମାନଙ୍କ ରେ ଝରଣା ଓ ଜଳଷୋର୍ତ ପ୍ରବାହିତ ହବେ।

ଯିଶାଇୟ 30:27

ଦେଖ ! ସଦାପ୍ରଭୁଙ୍କର ନାମ କୋରଧ ରେ ପ୍ରଜ୍ଜ୍ବଳିତ ଓ ନିବିଡ଼ ଧୂମରାଶି ହାଇେ ଦୂରରୁ ଆସୁଅଛି। ତାଙ୍କର ଓଷ୍ଠାଧର କୋର୍ଧ ରେ ପରିପୂର୍ଣ୍ଣ ଓ ତାଙ୍କର ଜିହ୍ବା ସର୍ବଗ୍ରାସକ ଅଗ୍ନି ତୁଲ୍ଯ।

ଯିଶାଇୟ 66:16

କାରଣ ସଦାପ୍ରଭୁ ଅଗ୍ନି ଓ ଖଡ୍ଗ ଦ୍ବାରା ମର୍ତ୍ତ୍ଯର ସମସ୍ତ ବିବାଦ ନିଷ୍ପନ୍ନ କରିବେ। ସେତବେେଳେ ସଦାପ୍ରଭୁଙ୍କ ଦ୍ବାରା ନିହତ ଲୋକ ଅନକେ ହବେେ।

ଯିରିମିୟ 25:15

ଇଶ୍ରାୟେଲର ପରମେଶ୍ବର, ସଦାପ୍ରଭୁ ଏହା ମାେତେ କହିଲେ, ହେ ଯିରିମିୟ, ତୁମ୍ଭେ ଆମ୍ଭ ହସ୍ତରୁ ଏହି ପ୍ରଚଣ୍ଡ କୋରଧରୂପକ ଦ୍ରାକ୍ଷାରସର ପାତ୍ର ନିଅ ଓ ଆମ୍ଭେ ତୁମ୍ଭକୁ ଯେଉଁସବୁ ଗୋଷ୍ଠୀ ନିକଟକୁ ପଠାଉଅଛୁ, ସମାନଙ୍କେୁ ତାହା ପାନ କରାଅ।

ଯିରିମିୟ 25:31

ସମଗ୍ର ପୃଥିବୀ ରେ ଏକ ଧ୍ବନି ବ୍ଯାପିୟିବ। କାରଣ ପୃଥିବୀର ସମସ୍ତ ଗୋଷ୍ଠୀ ଉପ ରେ ସଦାପ୍ରଭୁଙ୍କର କୋରଧ ଅଛି। ସେ ସମାନଙ୍କେର ବିଚାର କରି ଶାସ୍ତି ଦବେେ। ପୁଣି ସେ ଦୁଷ୍ଟାଚାରୀମାନଙ୍କୁ ଖଡ୍ଗ ରେ ସମର୍ପଣ କରିବେ।' ଏହା ସଦାପ୍ରଭୁ କହନ୍ତି।

ଯିହିଜିକଲ 36:5

ଏଣୁ ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି, ଇର୍ଷା ରେ ଜଳିୟାଇ ମୁଁ ଅନ୍ୟ ଜାତିମାନଙ୍କ ବିରୁଦ୍ଧ ରେ ଓ ଇଦୋମ ବିରୁଦ୍ଧ ରେ କହିଛି, କାରଣ ସମାନଙ୍କେ ହୃଦଯ ରେ ମନ୍ଦ ଖୁସି ନଇେ ମାରେ ଦେଶକୁ ଅଧିକାର କଲେ। ସମାନେେ ଏହାକୁ ଲୁଣ୍ଠନ କରିବା ପାଇଁ ଅଧିକାର କଲେ।

ଯୋୟେଲ 3:9

ତୁମ୍ଭମାନଙ୍କ ରାଜ୍ଯ ମଧିଅରେ ଏହା ଘାଷେଣା କର। ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ। ସମସ୍ତ ଯୋଦ୍ଧାମାନେ ଜାଗ୍ରତ ହୁଅ। ୟୁଦ୍ଧର ସମସ୍ତ ଲୋକମାନଙ୍କୁ ଜାଗ୍ରତ ହବୋକୁ ଡାକ ଏବଂ ୟୁଦ୍ଧ ଭୂମିରେ ସମ୍ମୁଖୀନ ହୁଅ।

ଆମୋଷ 1:1

ଆମାଷଙ୍କେ ବାର୍ତ୍ତା: ତକୋଯ ନଗରର ମଷେପାଳକମାନଙ୍କ ମଧ୍ଯରୁ ଆମାଷେ ଥିଲେ ଅନ୍ୟତମ।

ନାହୂମ 1:2

ସଦାପ୍ରଭୁ ଇର୍ଷାପରାଯଣ ଏବଂ ପ୍ରତିଶାଧେ ପରାଯଣ। ସେ କୋରଧାନ୍ବିତ ହାଇେ ପ୍ରତିଶୋଧ ନିଅନ୍ତି। ତାଙ୍କର ବିରୁଦ୍ଧାଚରଣ କରୁଥିବା ଲୋକମାନଙ୍କ ଉପ ରେ ସେ ପ୍ରତି ଶାଧେ ନିଅନ୍ତି। ସେ ତାଙ୍କର ଶତୃମାନଙ୍କ ଉପ ରେ ରାଗନ୍ତି।

ସିଫନିୟ 3:8

ସଦାପ୍ରଭୁ କହିଲେ, ଆମ୍ଭେ ଲୁଟିବା ପାଇଁ ଉଠିବା ଦିନ ପର୍ୟ୍ଯନ୍ତ ତୁମ୍ଭମାନେ ଆମ୍ଭର ଅପେକ୍ଷା ରେ ଥାଅ, ଆମ୍ଭେ ଜାତି ସମୂହ ଓ ରାଜ୍ଯଗଣକୁ ଏକତ୍ରୀତ କରିବା। ଆମ୍ଭେ ଆପଣା ହବୋ କୋର୍ଧ ସମାନଙ୍କେ ଉପ ରେ ଢାଳି ଦବୋ। ଆମ୍ଭେ ଆପଣା ପ୍ରଚଣ୍ତ କୋରଧ ଦଖାଇବୋ। ଆମ୍ଭର କୋରଧ ରେ ସମଗ୍ର ପୃଥିବୀ ଧ୍ବଂସ ହବେ।

ଯିଖରିୟ 14:3

ସେତବେେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି।

ଯିଖରିୟ 14:12

ଏହା ହେଉଛି ମହାମାରୀର ବିବରଣୀ। ସଦାପ୍ରଭୁ ଏହା ପଠାଇବେ, ସହେିମାନଙ୍କ ବିରୁଦ୍ଧ ରେ ଯେଉଁମାନେ ୟିରୁଶାଲମ ବିରୁଦ୍ଧ ରେ ଲଢୁଥିଲେ। ଲୋକମାନେ ଛିଡା ହାଇେ ଥିବା ବେଳେ ସମାନଙ୍କେର ଚର୍ମ ପଚିୟିବ। ସମାନଙ୍କେର ଚକ୍ଷୁ କୋଟର ମଧିଅରେ ପଶିୟିବ ଓ ଜିହ୍ବା ପାଟି ମଧିଅରେ ପଶିୟିବ।

ରୋମୀୟଙ୍କ ପ୍ରତି ପତ୍ର 1:18

ପରମେଶ୍ବରଙ୍କ କୋର୍ଧ ସ୍ବର୍ଗରୁ ପ୍ରକାଶିତ ହାଇେଛି। ଲୋକମାନଙ୍କ ଦ୍ବାରା ପରମେଶ୍ବରଙ୍କ ବିରୁଦ୍ଧ ରେ କରାଯାଇଥିବା ପ୍ରେତ୍ୟକକ କୁକର୍ମ ଓ ମନ୍ଦକର୍ମ ପାଇଁ ପରମେଶ୍ବର କୋରଧ କରନ୍ତି। ସମାନଙ୍କେ ପାଖ ରେ ସତ୍ଯ ଅଛି, କିନ୍ତୁ ସମାନେେ ନିଜର ମନ୍ଦ ଜୀବନ ଦ୍ବାରା ତାହା ଲୁଚ଼ାନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:12

ତା'ପରେ ମୁଁ ମଷେଶାବକଙ୍କୁ ଷଷ୍ଠ ମୁଦ୍ରା ଭାଙ୍ଗିବାର ଦେଖିଲି। ସେତବେେଳେ ଭୀଷଣ ଭୂମିକମ୍ପ ହେଲା। ସୂର୍ୟ୍ଯ ଲୋମ ରେ ତିଆରି ହାଇେଥିବା କଳାକମ୍ବଳ ପରି କଳାବର୍ଣ୍ଣ ହାଇଗେଲା। ପୂର୍ଣ୍ଣଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ରକ୍ତ ପରି ଲାଲବର୍ଣ୍ଣ ହାଇଗେଲା।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 14:15

ତା'ପରେ ମନ୍ଦିରରୁ ଆଉ ଜଣେ ଦୂତ ବାହାରି ଆସିଲେ। ସେ ମେଘ ଉପରେ ବସିଥିବା ବ୍ଯକ୍ତିଙ୍କୁ ଡ଼ାକି କହିଲେ, ଦାଆ ଲଗାଇ ଶସ୍ଯ ଅମଳ କର, କାରଣ ଶସ୍ଯ ଅମଳର ସମୟ ହାଇେ ଗଲାଣି। ପୃଥିବୀର ଫଳ ପାଚିଗଲାଣି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 19:15

ସହେି ଅଶ୍ବାରୋହୀଙ୍କ ମୁଖରୁ ଗୋଟିଏ ତୀକ୍ଷ୍ଣ ଖଣ୍ଡା ବାହାରି ଥିଲା। ସେ ଜାତିଗଣଙ୍କୁ ଦମନ କରିବା ପାଇଁ ଏହି ଖଣ୍ତାର ପ୍ରଯୋଗ କରିବେ। ସେ ଲୌହଦଣ୍ଡ ରେ ସମାନଙ୍କେୁ ଶାସନ କରିବେ। ସେ ସର୍ବଶକ୍ତିମାନ୍ ପରମେଶ୍ବରଙ୍କର କୋରଧରୂପ ଦ୍ରାକ୍ଷାପଷୋ କୁଣ୍ଡକୁ ଦଳିପକାଇବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:9

ଶୟତାନର ସନୋବାହିନୀ ପୃଥିବୀର ପ୍ରେତ୍ୟକକ ସ୍ଥାନକୁ ଯାଇ ପରମେଶ୍ବରଙ୍କର ଲୋକମାନଙ୍କ ଶିବିରଗୁଡ଼ିକୁ ଓ ପରମେଶ୍ବରଙ୍କ ପ୍ରିୟ ନଗରକୁ ନଇଗେଲେ। କିନ୍ତୁ ସ୍ବର୍ଗରୁ ଅଗ୍ନି ଆସିଲା ଓ ତା'ର ସନୋବାହିନୀକୁ ବିନାଶ କରି ଦଲୋ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 20:15

ଯେଉଁ ଲୋକର ନାମ ଜୀବନ ପୁସ୍ତକରେ ଲଖାେ ହାଇେଥିବାର ଦଖାଗେଲା ନାହିଁ, ତାହାକୁ ମଧ୍ଯ ଅଗ୍ନିମୟ ହ୍ରଦ ରେ ନିକ୍ଷପେ କରାଗଲା।

Interlinear

Choose Theme