ସମାନେେ ସୈନ୍ଯ ତୁଲ୍ଯ ଦ୍ରୁତଗତି ରେ ଦୌଡ଼ନ୍ତି। ସମାନେେ କାନ୍ଥ ଉପ ରେ ଚଢନ୍ତି। ପ୍ରେତ୍ୟକକ ସୈନ୍ଯ ସଦୃଶ ସିଧା ସମ୍ମୁଖ ରେ ଅଗ୍ରସର ହୁଅନ୍ତି। ସମାନେେ ନିଜ ପଥରୁ ବିଚ୍ଯୁତ ହୁଅନ୍ତି ନାହିଁ।
Cross references
ଶାଉଲ ଓ ଯୋନାଥନ ସମାନଙ୍କେ ଜୀବନକାଳ ମଧିଅରେ ଲୋକମାନଙ୍କଠାରକ୍ସ୍ଟ ବହକ୍ସ୍ଟତ ପ୍ ରମେ ପାଇଲେ। ଏପରିକି ମୃତକ୍ସ୍ଟ୍ଯ ସମୟରେ ମଧ୍ଯ ସମାନେେ ଅଲଗା ହେଲେ ନାହିଁ। ସମାନେେ ଉକ୍ରୋଶପକ୍ଷୀଠାରକ୍ସ୍ଟ ବଗବୋନ ଓ ସିଂହଠାରକ୍ସ୍ଟ ବଳବାନ ଥିଲେ।
ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।
ସହେି ଦିନ ଦାଉଦ ତାଙ୍କର ଲୋକମାନଙ୍କୁ କହିଲେ, ଯେଉଁମାନେ ୟିବୂଷୀଯମାନଙ୍କୁ ଆକ୍ରମଣ କରିବା ପାଇଁ ଇଚ୍ଛା କରୁଛନ୍ତି ସମାନେେ ପାଣିନଳ ମଧ୍ଯ ଦଇେ ୟିବା ଉଚିତ୍ ଓ ସହେିସବୁ େଛାଟା ଓ ଅନ୍ଧ ଲୋକମାନଙ୍କ ପାଖକକ୍ସ୍ଟ ପହଞ୍ଚିବା ଉଚିତ୍।
ଆଶରେ ଗୋଷ୍ଠୀରୁ 40,000 ତାଲିମପ୍ରାପ୍ତ ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।
ସୂର୍ୟ୍ଯ ଆପଣା ଅନ୍ତଃପୂରରୁ ବରପରି ବାହାରି ଆସେ। ସୂର୍ୟ୍ଯ ଆକାଶରେ ଚାଲିବାକୁ ଆରମ୍ଭ କରେ। ଠିକ୍ ୟମେିତି ଜଣେ କ୍ରୀଡ଼ାବିତ୍ ଦୌଡ଼ ପ୍ରତିଯୋଗିତାରେ ଦୌଡ଼େ।
ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସମାନେେ ଦଳବଦ୍ଧ ହାଇେ ଗମନ କରନ୍ତି।
ସଦଖ, ପରଲମଶ୍ବର ଦୂରଦଲଶୀଯସଗାଷ୍ଠୀମାନଙ୍କ ପ୍ରତି ସଙ୍କଲତ ଦଲଉଛନ୍ତି।ସସ ତାଙ୍କର ଧ୍ବଜା ଉତ୍ତୋଳନ କରିସସମାନଙ୍କୁ ଡ଼ାକିବାକୁ ସିଟି ବଜାଉଛନ୍ତି। ଦୂରସଦଶରୁ ଶତ୍ରୁ ଆସୁଛନ୍ତି।ସସମାଲନ ଏଲତ ଦ୍ରୁତ ଗତିସର ଆସୁଛନ୍ତିସଯସଦଶମଧିଅଲର ଖୁବ୍ ଶୀଘ୍ର ପ୍ରଲବଶ କରିଲବ।
ତୁମ୍ଭମାନେେ ପ୍ରାଚୀର ଉପରକୁ ୟାଇ ଦ୍ରାକ୍ଷାଲତାର ଶାଖାସବୁ କାଟି ପକାଅ। ମାତ୍ର ସଗେୁଡ଼ିକୁ ସମ୍ପୂୂର୍ଣ୍ଣ ବିନାଶ କର ନାହିଁ, କାରଣ ସେ ସବୁ ସଦାପ୍ରଭୁଙ୍କର ନୁହେଁ।
ସମାନେେ ନଗର ଆଡକୁ ଦୌଡ଼ନ୍ତିନ୍ତି। ସମାନେେ ଦ୍ରୁତଗତି ରେ କାନ୍ଥଗୁଡିକ ଆରୋହଣ କରନ୍ତି। ଘରଗୁଡିକରେ ଆରୋହଣ କରନ୍ତି। ଚୋର ପରି ଝରକାବାଟେ ପ୍ରବେଶ କରନ୍ତି।