ଲୋକମାନେ ସହେି ସୈନ୍ଯ ସମ୍ମୁଖ ରେ ଭୟ ରେ ଥରିବେ। ସମାନଙ୍କେର ମୁଖମଣ୍ତଳ ଭୟ ରେ ମଳିନ ହାଇଯେିବ।
Cross references
ଏପରିକି ମୁଁ ଅଳିଆ ଗଦାରେ ପଡ଼ିଥିବା ଏକ ପଚା ଚମଡ଼ା ଥଳୀ ଅଟେ। ମୁଁ ତୁମ୍ଭର ନିଯମ ଭୁଲିବି ନାହିଁ।
ପ୍ରେତ୍ୟକକ ଲୋକ ଭୟ କରିବେ। ପ୍ରସବକାଳୀନ ସ୍ତ୍ରୀଲୋକର ବଦନୋ ପରି ସମାନଙ୍କେର ଭୟ ସମାନଙ୍କେୁ ଅନୁରୂପ ବଦନୋ ଦବେ। ସମାନଙ୍କେର ମୁଖମଣ୍ଡଳ ନିଆଁ ପରି ଲାଲ ହବେ। ଲୋକମନେ ପରସ୍ପରକୁ ଦେଖିବେ ଏବଂ ଆଶ୍ଚର୍ୟ୍ଯ ହବେେ।
ମାରେ ହୃଦଯ ଭାଙ୍ଗି ୟାଇଛି କାରଣ ମାରେ ଲୋକମାନଙ୍କର ହୃଦଯ ଭାଙ୍ଗି ୟାଇଛି। ମୁଁ ମଳିନ, ବିସ୍ମଯତା ମାେତେ ଆକ୍ରାନ୍ତ କରିଅଛି।
ପ୍ରେତ୍ୟକକ ଲୋକଙ୍କୁ ପଚାରି ବୁଝ, ସମାନେେ କ'ଣ ପ୍ରସବ ବଦନୋ ପାଉଛନ୍ତି ? ତାହା ନ ହେଲେ ପ୍ରେତ୍ୟକକ ପୁରୁଷ କାହିଁକି ପ୍ରସବ ବଦନୋ ପାଇଲା ପରି ଆପଣା କଟିଦେଶ ରେ ହସ୍ତ ରଖିଛନ୍ତି ଓ ପ୍ରେତ୍ୟକକଙ୍କର ମୁଖ ମଳିନ ପଡ଼ିଛି କାହିଁକି ?
ମାତ୍ର ବର୍ତ୍ତମାନ ସମାନଙ୍କେର ମୁଖ ଅଙ୍ଗାର ଅପେକ୍ଷା କଳାବର୍ଣ୍ଣ, ତେଣୁ ରାସ୍ତା ରେ କହେି ସମାନଙ୍କେୁ ଚିହ୍ନନ୍ତି ନାହିଁ। ସମାନଙ୍କେର ଚର୍ମ ଅସ୍ଥି ରେ ଲାଗିଅଛି ଓ ତାହା କାଠପରି ଶୁଷ୍କ ହାଇେଅଛି।
ବର୍ତ୍ତମାନ ନୀନିବୀ ଶୂନ୍ଯ ହାଇେ ଯାଉଛି। ସମସ୍ତ ଜିନିଷ ଲୁଣ୍ଠିତ ଓ ନଗରୀଟି ସମ୍ପୂର୍ଣ୍ଣ ଭାବରେ ଧ୍ବଂସ ହାଇେଛି। ଲୋକମାନେ ସମାନଙ୍କେର ସାହସ ହରାଇଛନ୍ତି। ସମାନଙ୍କେର ହୃଦଯ ଭୟ ରେ ବିଚଳିତ। ସମାନଙ୍କେର ଆଣ୍ଠୁ ଓ ଶରୀର ଥରୁଛି। ସମାନଙ୍କେର ମୁଖମଣ୍ତଳ ଭୟ ରେ ମଳିନ ହାଇୟୋଇଛି।
ସହେି ସିଂହଗୁମ୍ଫା ନୀନିବୀ କେଉଁଠି? ସିଂହ ଏବଂ ସିଂହୀ ସଠାେ ରେ ବାସ କରୁଥିଲେ। ସମାନଙ୍କେର ସିଂହ ଶାବକଗୁଡିକୁ ସଠାେ ରେ ଖାଉଥିଲେ ଏବଂ ଭୟଭୀତ ନଥିଲେ।