ପ୍ରଥମ ବଂଶାବଳୀ 12:36 · ଓଡ଼ିଆ ବାଇବେଲ
ଆଶରେ ଗୋଷ୍ଠୀରୁ 40,000 ତାଲିମପ୍ରାପ୍ତ ସୈନ୍ଯ ୟୁଦ୍ଧ ନିମନ୍ତେ ପ୍ରସ୍ତୁତ ହାଇେ ରହିଥିଲେ।
Cross references
ପ୍ରଥମ ବଂଶାବଳୀ 12:33
ସବୂଲୂନ ଗୋଷ୍ଠୀରୁ 50,000 ସୈନ୍ଯ ଥିଲେ। ସମାନେେ ସବୁପ୍ରକାର ଅସ୍ତ୍ରଶସ୍ତ୍ର ବ୍ଯବହାର କରିବା ନିମନ୍ତେ ତାଲିମପ୍ରାପ୍ତ ହାଇେଥିଲେ । ଏବଂ ଦାଉଦଙ୍କୁ ବିନା ସନ୍ଦହେ ରେ ସାହାୟ୍ଯ କଲେ।
ଯୋୟେଲ 2:7
ସମାନେେ ସୈନ୍ଯ ତୁଲ୍ଯ ଦ୍ରୁତଗତି ରେ ଦୌଡ଼ନ୍ତି। ସମାନେେ କାନ୍ଥ ଉପ ରେ ଚଢନ୍ତି। ପ୍ରେତ୍ୟକକ ସୈନ୍ଯ ସଦୃଶ ସିଧା ସମ୍ମୁଖ ରେ ଅଗ୍ରସର ହୁଅନ୍ତି। ସମାନେେ ନିଜ ପଥରୁ ବିଚ୍ଯୁତ ହୁଅନ୍ତି ନାହିଁ।