Home Bibles ☰ Books ହିତୋପଦେଶ 30:27 · ଓଡ଼ିଆ ବାଇବେଲ
ହିତୋପଦେଶ 30:27 · ଓଡ଼ିଆ ବାଇବେଲ

ପଙ୍ଗପାଳମାନଙ୍କର କୌଣସି ରାଜା ନାହିଁ, ତଥାପି ସମାନେେ ଦଳବଦ୍ଧ ହାଇେ ଗମନ କରନ୍ତି।

Cross references

ଯାତ୍ରା ପୁସ୍ତକ 10:4

ତୁମ୍ଭମାନେେ ଯଦି ମାରେ ଲୋକମାନଙ୍କୁ ୟିବାକୁ ନଦିଅ। ତବେେ କାଲି ତୁମ୍ଭ ରାଜ୍ଯ ରେ ପଙ୍ଗପାଳ ଦଳ ଆଣିବି।

ଯାତ୍ରା ପୁସ୍ତକ 10:13

ତେଣୁ ମାଶାେ ତାଙ୍କର ଆଶାବାଡିଟିକୁ ମିଶର ଭୂମିରେ ବିସ୍ତାର କଲେ ଏବଂ ଏହାପରେ ସଦାପ୍ରଭୁ ପୂର୍ବଦିଗରୁ ଖୁବ୍ ୟୋର ରେ ପବନ ବୁହାଇଲେ। ଏହି ପବନ ଦିନ ଏ ରାତି ତମାମ ଲାଗି ରହିଲା। ପ୍ରଭାତ ହବୋରୁ ସହେି ପବନ ଦ୍ବାରା ପଙ୍ଗପାଳ ଦ୍ବାରା ମିଶର ଭୂମି ପରିପୂର୍ଣ୍ଣ ହାଇଗେଲା।

ଯାତ୍ରା ପୁସ୍ତକ 10:14

ପଙ୍ଗପାଳ ଦଳ ଉଡିଆସି ମିଶର ଦେଶ ରେ ଭୂମିସ୍ଥ ହେଲେ। ଏତେ ସଂଖ୍ଯା ରେ ପଙ୍ଗପାଳଦଳ ଆସିଲେ ଯେ ପୂର୍ବରୁ ଏତେ ସଂଖ୍ଯକ ପଙ୍ଗପାଳ ଦଳ ମିଶର ରେ କଦାପି ଦଖାୟୋଇ ନଥିଲେ।

ଯାତ୍ରା ପୁସ୍ତକ 10:15

ପଙ୍ଗପାଳମାନେ ଭୂମିକୁ ଆଚ୍ଛାଦନ କଲେ ଏବଂ ସମଗ୍ର ମିଶର ଅନ୍ଧକାରଚ୍ଛନ୍ନ ହାଇଗେଲା। ପଥର ବର୍ଷା ରେ ଯାହାସବୁ ନଷ୍ଟ ହାଇେ ନଥିଲା, ଅବଶିଷ୍ଟାଂଶ ଗଛର ପୁତ୍ରକୁ ପଙ୍ଗପାଳ ଦଳ ଖାଇଗଲେ। ଏପରିକି ମିଶର ରେ କୌଣସି ବୃକ୍ଷ ରେ ଆଉ ପତ୍ର ରହିଲା ନାହିଁ।

ଗୀତସଂହିତା 105:34

ପରମେଶ୍ବର ନିର୍ଦ୍ଦଶେ ଦେଲେ ଓ ଅସଂଖ୍ଯ ପଙ୍ଗପାଳ ଓ ପତଙ୍ଗ ଉପସ୍ଥିତ ହେଲେ, ସମାନେେ ଅସଂଖ୍ଯ ଥିଲେ।

ଯୋୟେଲ 1:4

ଯାହା ଶୂକ କୀଟ ଛାଡିଛନ୍ତି ତାକୁ ପଙ୍ଗପାଳ ଖାଇଛନ୍ତି। ଯାହା ପଙ୍ଗପାଳ ଛାଡିଛନ୍ତି ତାକୁ ପତଙ୍ଗ ଶଷେ କରିଛନ୍ତି ଏବଂ ଯାହା ପତଙ୍ଗ ଛାଡିଛନ୍ତି ତାକୁ ଘୁଘୁର୍ରିଯା ନଷ୍ଟ କରିଛନ୍ତି।

ଯୋୟେଲ 1:6

ଆମ୍ଭ ଦେଶକୁ ଆକ୍ରମଣ କରିବାକୁ, ଏକ ବିରାଟ ଶକ୍ତିଶାଳୀ ଜାତି ଆସିଲା। ସମାନଙ୍କେର ସଂଖ୍ଯା ଅଗଣିତ ଥିଲା। ସମାନଙ୍କେର ଦାନ୍ତଗୁଡିକ ସିଂହର ଦନ୍ତଠାରୁ ତୀକ୍ଷ୍ଣ ଥିଲା ଏବଂ ସମାନଙ୍କେର କଳଦନ୍ତ ଏକ ବୃହତ୍ ସିଂହର କଳଦନ୍ତ ତୁଲ୍ଯ।

ଯୋୟେଲ 2:7

ସମାନେେ ସୈନ୍ଯ ତୁଲ୍ଯ ଦ୍ରୁତଗତି ରେ ଦୌଡ଼ନ୍ତି। ସମାନେେ କାନ୍ଥ ଉପ ରେ ଚଢନ୍ତି। ପ୍ରେତ୍ୟକକ ସୈନ୍ଯ ସଦୃଶ ସିଧା ସମ୍ମୁଖ ରେ ଅଗ୍ରସର ହୁଅନ୍ତି। ସମାନେେ ନିଜ ପଥରୁ ବିଚ୍ଯୁତ ହୁଅନ୍ତି ନାହିଁ।

ଯୋୟେଲ 2:8

ସମାନେେ ପରସ୍ପରକୁ ଠଲନ୍େତି ନାହିଁ। ପ୍ରେତ୍ୟକକ ନିଜ ପଥରେ ଅଗ୍ରସର ହୁଅନ୍ତି। ଯଦି ଜଣେ ଅନ୍ୟ ଜଣଙ୍କୁ ଆଘାତ କରେ ଓ ସେ ଖସିପଡେ, ତବେେ ଅନ୍ୟ ଜଣକ ସହେି ପଥରେ ଅଗ୍ରସର ହୁଏ।

ଯୋୟେଲ 2:25

ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ଯକୁ ଆପଣା ଯେଉଁ ମହା ସୈନ୍ଯଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁଘୁର୍ରିଯା ଓ ପରିପକ୍ବ ତୁମ୍ଭମାନଙ୍କ ବିରୁଦ୍ଧ ରେ ପଠାଇଲୁ। ସମାନେେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫରୋଇ ଦବୋ, ଯାହା ବର୍ଷଧରି ଖାଇୟାଇଛନ୍ତି।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:3

ଧୂଆଁ ଭିତରୁ ପଙ୍ଗପାଳମାନେ ବାହାରି ପୃଥିବୀ ଉପରକୁ ଓହ୍ଲାଇ ଆସିଲେ। ସମାନଙ୍କେୁ ବିଚ୍ଛା ଭଳି ଦଂଶନକାରୀ ଶକ୍ତି ଦିଆଗଲା।

Interlinear

Choose Theme