Home Bibles ଯିଶାଇୟ 33:4 · ଓଡ଼ିଆ ବାଇବେଲ
ଯିଶାଇୟ 33:4 · ଓଡ଼ିଆ ବାଇବେଲ

ପତଙ୍କ ଖାଦ୍ୟ ସଂଗ୍ରହ କଲାପରି ତୁମ୍ଭମାନଙ୍କର ସମ୍ପତ୍ତି ଲୁଟିତ ସଂଗୃହିତ ହବେ। ଯେପରି ପତଙ୍ଗମାନେ ଡ଼ିଆଁ ମାରନ୍ତି, ସହେିପରି ବହୁଲୋକ ତା ଉପ ରେ ଡ଼ିଆଁ ମାରିବେ।

Cross references

ଦିତୀୟ ରାଜାବଳୀ 7:15

ଅରାମୀଯ ସୈନ୍ଯମାନେ ୟାଇଥିବା ପଥରେ ସମାନେେ ୟର୍ଦ୍ଦନ ନଦୀ ପର୍ୟ୍ଯନ୍ତ ଗଲେ। ସମଗ୍ର ପଥଟି ଅରାମୀଯମାନଙ୍କର ଦ୍ରୁତ ପଳାଯନ ରେ ଛାଡି ୟାଇଥିବା ବସ୍ତ୍ର ଓ ଅସ୍ତ୍ର ଆଦି ପାତ୍ରମାନଙ୍କ ରେ ପୂର୍ଣ୍ଣ ଥିଲା। ସମାନେେ ଫରେିଆସି ରାଜାଙ୍କୁ ଏହା ଜଣାଇଲେ।

ଦିତୀୟ ବଂଶାବଳୀ 14:13

ଆସା ଏବଂ ତାଙ୍କ ସୈନ୍ଯଦଳ ଇଥିଓପିଯ ସୈନ୍ଯଦଳଙ୍କ ପେଛ ପେଛ ଗରାର୍ ସହର ପର୍ୟ୍ଯନ୍ତ ଗୋଡ଼ାଇଲେ। ବହୁ ସଂଖ୍ଯକ ସୈନ୍ଯଗଣ ସାଂଘାତିକ ଭାବରେ କ୍ଷତାକ୍ତ ହେଲେ ଏବଂ ଆରୋଗ୍ୟ ହାଇପୋରିଲେ ନାହିଁ। ସମାନେେ ସଦାପ୍ରଭୁ ଓ ତାଙ୍କ ସୈନ୍ଯଦଳ ଦ୍ବାରା ଚୂର୍ଣ୍ଣ ବିଚୂର୍ଣ୍ଣ ହାଇଗେଲେ ଆସା ଓ ତାଙ୍କର ସୈନ୍ଯଦଳ ଶତ୍ରୁମାନଙ୍କଠାରୁ ଅନକେ ବହୁମୂଲ୍ଯ ପଦାର୍ଥ ଲୁଟି ନେଲେ।

ଦିତୀୟ ବଂଶାବଳୀ 20:25

ୟିହୋଶାଫଟ୍ ଓ ତାଙ୍କର ସୈନ୍ଯଦଳ ମୃତ ଶରୀରଗୁଡ଼ିକ ନିକଟରୁ ବହୁମୂଲ୍ଯ ପଦାର୍ଥସବୁ ଲୁଟି ନବୋକୁ ଆସିଲେ। ସମାନେେ ଅନକେ ବହୁମୂଲ୍ଯ ଦ୍ରବ୍ଯ ପାଇଲେ। ଯିହାଶାଫେଟ୍ ଓ ତାଙ୍କର ସୈନ୍ଯଦଳ ସହେି ଦ୍ରବ୍ଯଗୁଡ଼ିକୁ ନିଜ ନିମନ୍ତେ ନେଲେ। ସହେି ଦ୍ରବ୍ଯଗୁଡ଼ିକ ଯିହାଶାଫେଟ୍ ଓ ତାଙ୍କ ଲୋକମାନଙ୍କର ବହନ କରିବାର ସାମର୍ଥ୍ଯଠାରୁ ୟଥେଷ୍ଟ ଅଧିକ ଥିଲା। ମୃତ ଶରୀରଗୁଡ଼ିକ ନିକଟରୁ ସହେି ବହୁମୂଲ୍ଯ ଦ୍ରବ୍ଯଗୁଡ଼ିକ କାଢିବା ନିମନ୍ତେ ସମାନଙ୍କେୁ ତିନିଦିନ ଲାଗିଲା, କାରଣ ତାହା ପ୍ରଚୁର ଥିଲା।

ଯିଶାଇୟ 33:23

ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦବେେ। ଏପରିକି େଛାଟ ଲୋକ ମଧ୍ଯ ଲୁଟିତ ସମ୍ପଦ ପାଇବ।

ଯୋୟେଲ 2:3

ଜ୍ବଳନ୍ତ ଅଗ୍ନି ସଦୃଶ ସହେି ସୈନ୍ଯବାହିନୀ ଦେଶକୁ ଧ୍ବଂସ କରି ଦବେେ। ସମାନଙ୍କେ ସମ୍ମୁଖ ରେ ଦେଶ ଏଦନ୍ର ବଗିଗ୍ଭ ସଦୃଶ ହବେ। ପଶ୍ଚାତ୍ଭାଗ ରେ ଦେଶଟି ଏକ ଶୂନ୍ଯ ମରୁଭୂମି ସଦୃଶ ହବେ। ସମାନଙ୍କେଠାରୁ କିଛି ରକ୍ଷା ପାଇବ ନାହିଁ।

ଯୋୟେଲ 2:9

ସମାନେେ ନଗର ଆଡକୁ ଦୌଡ଼ନ୍ତିନ୍ତି। ସମାନେେ ଦ୍ରୁତଗତି ରେ କାନ୍ଥଗୁଡିକ ଆରୋହଣ କରନ୍ତି। ଘରଗୁଡିକରେ ଆରୋହଣ କରନ୍ତି। ଚୋର ପରି ଝରକାବାଟେ ପ୍ରବେଶ କରନ୍ତି।

ଯୋୟେଲ 2:25

ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କ ମଧ୍ଯକୁ ଆପଣା ଯେଉଁ ମହା ସୈନ୍ଯଦଳ ଅର୍ଥାତ ପଙ୍ଗପାଳ, ଶୂକ ଘୁଘୁର୍ରିଯା ଓ ପରିପକ୍ବ ତୁମ୍ଭମାନଙ୍କ ବିରୁଦ୍ଧ ରେ ପଠାଇଲୁ। ସମାନେେ ତୁମ୍ଭମାନଙ୍କର ଯେଉଁ ସମସ୍ତ ଖାଦ୍ୟ ଖାଇ ଦେଲେ। ଆମ୍ଭେ ତାହା ତୁମ୍ଭମାନଙ୍କୁ ଫରୋଇ ଦବୋ, ଯାହା ବର୍ଷଧରି ଖାଇୟାଇଛନ୍ତି।

Interlinear

Choose Theme