Home Bibles ଯୋୟେଲ 1:19 · ଓଡ଼ିଆ ବାଇବେଲ
ଯୋୟେଲ 1:19 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ସାହାୟ୍ଯ ପାଇଁ ପ୍ରାର୍ଥନା କରୁଛି। ଅଗ୍ନି ସବୁଜ ପ୍ରାନ୍ତରକୁ ମରୁଭୂମିରେ ପରିଗତ କରି ଦଇେଛି। ସହେି ଅଗ୍ନି ଶିଖା ପ୍ରାନ୍ତରର ସମସ୍ତ ବୃକ୍ଷକୁ ପୋଡି଼ ଜାଳି ଦଇେଛି।

Cross references

ଗୀତସଂହିତା 50:15

ପରମେଶ୍ବର କହନ୍ତି, ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡ଼ାକ, ଆମ୍ଭେ ତୁମ୍ଭକୁ ସାହାୟ୍ଯ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।

ଗୀତସଂହିତା 91:15

ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାୟ୍ଯ ପାଇଁ ଡ଼ାକିବେ, ଆମ୍ଭେ ସମାନଙ୍କେର ଡ଼ାକ ଶୁଣିବା। ସମାନଙ୍କେ କଷ୍ଟ ସମଯରେ ଆମ୍ଭେ ସମାନଙ୍କେ ସହିତ ରହିବା। ଆମ୍ଭେ ସମାନଙ୍କେୁ ରକ୍ଷା କରିବା ଏବଂ ସମ୍ମାନ ଦବୋ।

ଯିରିମିୟ 3:9

ଯିହୁଦା ବଖାେତିର କରି ବ୍ଯଭିଚାର କଲା ଓ ଦେଶକୁ 'ଅଶୁଚି' କଲା। ଆଉ ସେ ମଧ୍ଯ କାଠ ଓ ପଥର ସଙ୍ଗେ ବ୍ଯଭିଚାର କଲା।

ଯିରିମିୟ 9:9

ତେଣୁ ସଦାପ୍ରଭୁ କହନ୍ତି, ଆମ୍ଭେ ସମାନଙ୍କେୁ ପ୍ରତିଫଳ ଦବୋ। ଏହି ପ୍ରକାର ଗୋଷ୍ଠୀକୁ ଆମ୍ଭେ ଦଣ୍ଡ ବିଧାନ ନ କରି କ'ଣ ରହିପାରିବା ?

ଯିରିମିୟ 9:10

ମୁଁ, ଯିରିମିୟ, ପର୍ବତମାନଙ୍କ ପାଇଁ ଓ ପ୍ରାନ୍ତରସ୍ଥ ଚରାସ୍ଥାନ ପାଇଁ କବଳେ ବିଳାପ କରିବି। ସମାନଙ୍କେ ନିମନ୍ତେ ଗୋଳ କରିବି। କାରଣ କହେି ଜୀବନ୍ତ ପ୍ରାଣୀ ସଠାେ ରେ ନ ଥିବେ। କୌଣସି ଲୋକ ୟାତାଯାତ କରିବେ ନାହିଁ। ପଶୁପଲର ରବ ଶୁଣାୟିବ ନାହିଁ। ଆଉ ଆକାଶସ୍ଥ ପକ୍ଷୀଗଣ ଓ ଭୂଚର ପଶୁଗଣ ଉଭୟେ ସଠାରୁେ ପଳାଯନ କରିବେ।

ଯୋୟେଲ 2:3

ଜ୍ବଳନ୍ତ ଅଗ୍ନି ସଦୃଶ ସହେି ସୈନ୍ଯବାହିନୀ ଦେଶକୁ ଧ୍ବଂସ କରି ଦବେେ। ସମାନଙ୍କେ ସମ୍ମୁଖ ରେ ଦେଶ ଏଦନ୍ର ବଗିଗ୍ଭ ସଦୃଶ ହବେ। ପଶ୍ଚାତ୍ଭାଗ ରେ ଦେଶଟି ଏକ ଶୂନ୍ଯ ମରୁଭୂମି ସଦୃଶ ହବେ। ସମାନଙ୍କେଠାରୁ କିଛି ରକ୍ଷା ପାଇବ ନାହିଁ।

ଆମୋଷ 7:4

ମାରେପ୍ରଭୁ ସଦାପ୍ରଭୁ ମାେତେ ଏହିସବୁ ଦଖାଇେଲେ। ମୁଁ ଦେଖିଲି ପ୍ରଭୁ ସଦାପ୍ରଭୁ ବିଗ୍ଭର ପାଇଁ ଅଗ୍ନିକୁ ଡକାଇଲେ। ସହେି ଅଗ୍ନି ମହାସାଗରକୁ ଧ୍ବଂସ କଲା। ସେ ପୃଥିବୀକୁ ମଧ୍ଯ ଶଷେ କରିବାକୁ ଆରମ୍ଭ କଲା।

ମୀଖା 7:7

ତେଣୁ ମୁଁ ସାହାୟ୍ଯ ପାଇଁ ସଦାପ୍ରଭୁଙ୍କ ପ୍ରତି ଦୃଷ୍ଟି ରଖିବି। ମାେ ପରିତ୍ରାଣ ପାଇଁ ପରମେଶ୍ବରଙ୍କୁ ଅପେକ୍ଷା କରିବି। ମାରେ ପରମେଶ୍ବର ମାେ କଥା ଶୁଣିବେ।

ହବକକୂକ 3:17

ଡିମିରି ଗଛ ରେ ଡିମିରି ଫଳ ନପା ରେ, ଦ୍ରାକ୍ଷାଲତା ରେ ଅଙ୍ଗୁର ଫଳି ନପା ରେ, ଅଲିଭ ଗଛ ରେ ଅଲିଭ୍ ଉତ୍ପନ୍ନ ନ ହାଇପୋ ରେ, କ୍ଷତେ ରେ ଖାଦ୍ୟଶସ୍ଯ ନ ହାଇପୋ ରେ, ମେଣ୍ତାଶାଳ ରେ ମେଣ୍ତା ନରହି ପାରନ୍ତି ଓ ଶସ୍ଯଖଳା ରେ ଗୋରୁପଲ ନଥାଇ ପାରନ୍ତି।

ଲୂକଲିଖିତ ସୁସମାଚାର 18:1

ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ ଉପଦେଶ ଦେଉଥିଲେ ଯେ, ସମାନେେ ସଦାବାଳେ ପ୍ରାର୍ଥନା କରିବା ଉଚିତ। ଏବଂ କବେେ ହେଲେ ଭରସା ହ ରଇବୋ ଉଚିତ ନୁହେଁ। ଯୀଶୁ ସମାନଙ୍କେୁ ଉପଦେଶ ଦବୋପାଇଁ ଏହି ଦୃଷ୍ଟାନ୍ତ କହିଲେ,

ଲୂକଲିଖିତ ସୁସମାଚାର 18:7

ପରମେଶ୍ବରଙ୍କ ଦ୍ବାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥାନ୍ତି। ଯାହା ଠିକ୍, ତାହା ପରମେଶ୍ବର ତାହାଙ୍କ ଲୋକଙ୍କୁ ସ ଦବେଳେେ ଦଇେଥାନ୍ତି। ନିଜ ଲୋକଙ୍କୁ ଉତ୍ତର ଦବୋ ରେ ପରମେଶ୍ବର ଆଦୌ ବିଳମ୍ବ କରିବେ ନାହିଁ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:6

କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।

Interlinear

Choose Theme