ତୁମ୍ଭେ ଶାନ୍ତି ରେ ରହିପାରିବ କାରଣ ତୁମ୍ଭର ତମ୍ବୁ ସୁରକ୍ଷିତ ଅଛି। ତୁମ୍ଭେ ତୁମ୍ଭର ସମ୍ପତ୍ତିକୁ ଗଣିପାରିବ ଏବଂ ଦେଖିବ କିଛି ହଜିୟାଇ ନାହିଁ।
Cross references
ଯେତବେେଳେ ତୁମ୍ଭମାନେେ ଆସିବ ଓ ବାହାରକକ୍ସ୍ଟ ୟିବ, ତୁମ୍ଭମାନେେ ଆଶୀର୍ବାଦ ପ୍ରାଲ୍ଗ ହବେ।
ଯେତବେେଳେ ଦାଉଦ ଓ ତା'ର ଲୋକମାନେ ସିକ୍ଲଗ୍କକ୍ସ୍ଟ ଆସିଲେ। ସମାନେେ ଦେଖିବାକକ୍ସ୍ଟ ପାଇଲେ, ସହର ଜଳକ୍ସ୍ଟଅଛି। ସମାନଙ୍କେର ସ୍ତ୍ରୀ, ପିଲା, ଭଉଣୀ, ଝିଅ, ସମସ୍ତଙ୍କକ୍ସ୍ଟ ବନ୍ଦୀକରି ନଇୟୋଇଛନ୍ତି। ଅମାଲକେୀଯମାନେ ସମାନଙ୍କେୁ ନଇେ ୟାଇଛନ୍ତି।
ଯଦି ତୁମ୍ଭେ ଶୁଦ୍ଧ ଓ ନିର୍ଦ୍ ଦୋଷ ତବେେ ସେ ନିଶ୍ଚିତ ଭାବରେ, ସେ ତୁମ୍ଭକୁ ସାହାୟ୍ଯ କରିବେ ଏବଂ ତୁମ୍ଭର ଯଥାର୍ଥ ବାସସ୍ଥାନକୁ ପୁନଃସ୍ଥାପନ କରିବେ।
ତାଙ୍କ ଘରର ଆଲୋକ ଅନ୍ଧକାର ରେ ପରିଣତ ହବେ। ତାଙ୍କର ତାଙ୍କ ନିକଟରେ ଥିବା ବତୀ ଲିଭିୟିବ।
ତା'ର ବାସଗୃହ ଶୂନ୍ଯ ହାଇଯେିବ। କାହିଁକି ? ତା'ର ଘର ଚାରିପାଖ ରେ ଜଳନ୍ତା ଗନ୍ଧକ ବିଞ୍ଚାୟିବ।
ମନ୍ଦ ଲୋକର ଘର ପ୍ରତି ଏହା ନିଶ୍ଚିତ ରୂପରେ ଘଟିବାକୁ ଯାଉଛି। ଏହାହିଁ ଘଟିବ ସେ ଲୋକକୁ ୟିଏ ପରମେଶ୍ବରଙ୍କୁ ଜାଣେ ନାହିଁ।
କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି। କାହିଁକି ସମାନେେ ବଢ଼ନ୍ତି ଏବଂ ସଫଳତା ଅର୍ଜନ୍ତି।
ସହେି ବ୍ଯକ୍ତି ଅତି ଆନନ୍ଦରେ ଜୀବନୟାପନ କରିବ ଓ ତା'ର ସନ୍ତାନ-ସନ୍ତତିଗଣ ପରମେଶ୍ବରଙ୍କ ପ୍ରଦତ୍ତ ଭୂମିରେ ବାସ କରିବେ।
ତୁମ୍ଭର କୌଣସି ବିପଦ ଘଟିବ ନାହିଁ। କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ।
ସମାନଙ୍କେ ମଧ୍ଯରୁ କେତକେ ଶୁଷ୍କ ମରୁଭୂମିରେ ଏଣତେଣେେ ଭ୍ରମଣ କଲେ। ସମାନେେ ସହରରେ ବାସ କରିବାକୁ ଏକ ସ୍ଥାନ ଖାଜେୁଥିଲେ, ସମାନେେ ପାଇଲେ ନାହିଁ।
ପରମେଶ୍ବର ସମାନଙ୍କେର ଅଧିପତିମାନଙ୍କୁ ଅପମାନିତ ଓ ବିଚଳିତ କରିଥିଲେ, ଯେଉଁମାନେ ତାଙ୍କୁ ଅତ୍ଯାଚାର କରିଥିଲେ। ପୁଣି ସମାନଙ୍କେୁ ପଥହୀନ ମରୁଭୂମିରେ ଭ୍ରମଣ କରାଇଥିଲେ।
ସହେି ଲୋକର ପରିବାର ଧନଶାଳୀ ହବେେ ଏବଂ ତା'ର ଧର୍ମ ଚିରକାଳସ୍ଥାଯୀ ହବେ।
ସମସ୍ତ ବିପଦରୁ ସଦାପ୍ରଭୁ ତୁମ୍ଭକୁ ରକ୍ଷା କରିବେ। ସେ ତୁମ୍ଭର ଜୀବନକୁ ରକ୍ଷା କରିବେ।
ସେତବେେଳେ ପରମେଶ୍ବର ତାଙ୍କର ଲୋକମାନଙ୍କ ସହିତ ଅଛନ୍ତି ବୋଲି ପ୍ରମାଣ କରିବେ। ଦିବସ ରେ ପରମେଶ୍ବର ଧୂମର ମେଘ ସୃଷ୍ଟି କରିବେ ଓ ରାତ୍ରି ରେ ଜ୍ବଳନ୍ତ ଅଗ୍ନି ଶିଖା ସୃଷ୍ଟି କରିବେ। ଆଉ ଏହା ପ୍ରମାଣିତ ହବେ ଯେ ସିୟୋନର ସମସ୍ତ ପର୍ବତ ଓ ସମସ୍ତ ଆବାସ ଉପର ଆକାଶ ଏହି ଧୂମ ରୂପକ ମେଘ ରେ ଆଚ୍ଛାଦିତ ହବେ। ପ୍ରେତ୍ୟକକ ଲୋକର ସୁରକ୍ଷା ପାଇଁ ଚନ୍ଦ୍ରାତାପ ବିସ୍ତୃତ ହବେ।