କାହିଁକି ଦୁଷ୍ଟ ଲୋକ ବେଶୀଦିନ ବଞ୍ଚନ୍ତି। କାହିଁକି ସମାନେେ ବଢ଼ନ୍ତି ଏବଂ ସଫଳତା ଅର୍ଜନ୍ତି।
Cross references
ଡ଼କାଯତମାନଙ୍କ ତମ୍ବୁଗୁଡ଼ିକ ସୁରକ୍ଷିତ ଅଟେ। ଯେଉଁମାନେ ପରମେଶ୍ବରଙ୍କୁ ବିରକ୍ତ କରାନ୍ତି, ସମାନେେ ଶାନ୍ତି ରେ ରହନ୍ତି ଏବଂ ସମାନଙ୍କେର ବଳ ହେଉଛି ସମାନଙ୍କେର ପରମେଶ୍ବର।
ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାର ବଶତଃ ପରମେଶ୍ବରଙ୍କ କଥା ଶୁଣନ୍ତି ନାହିଁ। ସମାନେେ କବଳେ ନିଜ ବିଷଯ ଚିନ୍ତା କରନ୍ତି।
ମୁଁ ଜଣେ ଦୁଷ୍ଟ ଲୋକଙ୍କୁ ଦେଖିଲି ୟିଏକି ଅତି ଶକ୍ତିଶାଳୀ ଥିଲା। ସେ ଏକ ପୂର୍ଣ୍ଣାଙ୍ଗ ବୃକ୍ଷ ଭଳି ଶକ୍ତିଶାଳୀ ଥିଲା।
ମୁଁ ଗର୍ବୀ ଓ ଲୋକମାନଙ୍କ ପ୍ରତି ଇର୍ଷାପରାଯଣ ହାଇଗଲିେ, ଯେତବେେଳେ ସମାନେେ କୃତକାର୍ୟ୍ଯ ହେଉଥିବାର ଦେଖିଲି।
ମାରେ ଅର୍ଥହୀନ ଜୀବନ କାଳ ମଧିଅରେ, ମୁଁ ଏହିସବୁ ଜିନିଷ ଦେଖିଅଛି। କେତବେେଳେ ଜଣେ ଧାର୍ମିକ ଲୋକ ଆପଣା ଧାର୍ମିକତା ସତ୍ତ୍ବେ ବି ବିନଷ୍ଟ ହୁଏ, ଯେଉଁଠିକି ଏକ ପୁଣି ଦୁଷ୍ଟ ଲୋକ ତା'ର ଦୁଷ୍ଟାମୀ ସତ୍ତ୍ବେ ଦୀର୍ଘଜୀବି ହୁଏ।
ହେ ସଦାପ୍ରଭୁ, ମୁଁ ଯେତବେେଳେ ତୁମ୍ଭ ବିପକ୍ଷ ରେ ଅଭିଯୋଗ ଆଣେ, ତୁମ୍ଭେ ସର୍ବଦା ଉଚିତ୍ ଅଟ, କିନ୍ତୁ ତଥାପି ତୁମ୍ଭ ନିଷ୍ପତ୍ତି ବିରୁଦ୍ଧ ରେ ମୁଁ ପ୍ରତିବାଦ କରିବି। ଦୁଷ୍ଟ ଲୋକମାନେ କାହିଁକି କୃତକାର୍ୟ୍ଯ ହୁଅନ୍ତି ? ଅତି ବିଶ୍ବାସଘାତକ କାହିଁକି ନିରାପଦ ରେ ରହନ୍ତି ?
ଜଣେ ପବିତ୍ର ସ୍ବର୍ଗଦୂତ ଏହି ଦଣ୍ତ ଘାଷେଣା କଲେ। ସମସ୍ତ ଲୋକ ଏହା ଜାଣିବେ ଯେ, ମନୁଷ୍ଯମାନଙ୍କ ଉପ ରେ ସର୍ବୋପରିସ୍ଥ ପରମେଶ୍ବର ଶାସନ କରନ୍ତି, ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି। ପରମେଶ୍ବର ବିନଯୀ ଲୋକକୁ ରାଜ୍ଯ ଶାସନ ପାଇଁ ନିୟୁକ୍ତି କରନ୍ତି। ତେଣୁ ପୃଥିବୀର ଜୀବିତ ଲୋକମାନେ ତାଙ୍କର ଏ ମହିମା ଜାଣିବେ।
ତୁମ୍ଭର ଚକ୍ଷୁଗୁଡିକ ଏତେ ଶୁଦ୍ଧ ଯେ, ତୁମ୍ଭେ ଦୁଷ୍କର୍ମ ଦେଖିପାରିବ ନାହିଁ। ଲୋକମାନେ ଦୁଷ୍କର୍ମ କରୁଥିବାର ଦେଖି ତୁମ୍ଭେ ସହ୍ଯ କରିପାରିବ ନାହିଁ। ତେଣୁ କିପରି ସହେି ମନ୍ଦ ଲୋକମାନେ ଜଯ କରିବାର ତୁମ୍ଭେ ଦେଖିପାରିବ? କାହିଁକି ତୁମ୍ଭେ ପ୍ରତିକ୍ରିଯା କରୁନାହଁ, ଯେତବେେଳେ ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ପରାସ୍ତ କରିବାର ଦେଖୁଛ?
ଶତୃ ଆଙ୍କୁଡି ଓ ଜାଲ ସାହାୟ୍ଯ ରେ ସମାନଙ୍କେୁ ଧ ରେ। ସମାନେେ ସମାନଙ୍କେୁ ଜାଲ ରେ ଧରି ଖୁସି ହୁଅନ୍ତି।
ଏହି ପଶୁ ଚିତାବାଘ ଭଳି ଥିଲା। କିନ୍ତୁ ତା'ର ପାଦ ଭାଲୁ ପରି ଓ ପାଟି ସିଂହ ପରି ଥିଲା। ସହେି ବିଶାଳ ସାପ ସମୁଦ୍ରକୂଳ ରେ ରହି ତା'ର ସମସ୍ତ କ୍ଷମତା, ସିଂହାସନ ଓ ମହାନ ଅଧିକାର ତାହାକୁ ଦଲୋ।
ପୃଥିବୀର ରାଜାମାନେ ତା'ସହିତ ୟୌନପାପ (ବ୍ଯଭିଚାର) କରିଛନ୍ତି। ପୃଥିବୀର ଲୋକମାନେ ତା'ର ବ୍ଯଭିଚାର ରୂପ ସୁରା ରେ ମାତାଲ୍ ହାଇେଛନ୍ତି।