Home Bibles ଆୟୁବ ପୁସ୍ତକ 5:23 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 5:23 · ଓଡ଼ିଆ ବାଇବେଲ

ତୁମ୍ଭର ପରମେଶ୍ବରଙ୍କ ସହିତ ଚୁକ୍ତି ହାଇେଛି। ତେଣୁ କ୍ଷତରେ ପଥର ଏପରିକି ବଣର ହିଂସ୍ର ଜନ୍ତୁ ମଧ୍ଯ ତୁମ୍ଭ ସହିତ ଶାନ୍ତି ରେ ରହିବେ।

Cross references

ଲେବୀୟ ପୁସ୍ତକ 26:6

ଆମ୍ଭେ ଦେଶର ଶାନ୍ତି ସ୍ଥାପନ କରିବା, ତୁମ୍ଭମାନେେ ଶଯନ କଲା ବେଳେ କହେି ତୁମ୍ଭମାନଙ୍କୁ ଭୟ ଦଖାଇବେେ ନାହିଁ। ପୁଣି ଆମ୍ଭେ ହିଂସ୍ରଜନ୍ତୁମାନଙ୍କୁ ଦେଶରୁ ଦୂ ରଇେ ଦବୋ ଏବଂ ତୁମ୍ଭ ଦେଶ ରେ ଶତୃ ପ୍ରବେଶ କରିପାରିବ ନାହିଁ।

ଗୀତସଂହିତା 91:12

ତୁମ୍ଭଙ୍କୁ ଦୂତମାନେ ସାହାୟ୍ଯ କରିବେ, ୟପରେିକି ତୁମ୍ଭର ପାଦ ପଥରରେ ବାଡ଼ଇେ ନ ହୁଏ।

ଯିଶାଇୟ 11:6

ସେ ସମୟରେ ଗଧିଆଗୁଡ଼ିକ ମଷେ ଶାବକମାନଙ୍କ ସହିତ ଶାନ୍ତି ରେ ବାସ କରିବେ। ଛଳେିଛୁଆ ସହିତ ବାଘ ଏକତ୍ର ଶାନ୍ତି ରେ ଶୋଇବେ। ବାଛୁରୀ, ସିଂହ ଓ ଷଣ୍ଢଗୁଡ଼ିକ ଏକତ୍ର ସୁଖ ଶାନ୍ତି ରେ ବାସ କରିବେ। ଏପରିକି ଗୋଟିଏ େଛାଟ ପିଲା ସମାନଙ୍କେୁ ଅଡ଼ାଇବ।

ଯିଶାଇୟ 11:8

ଗୋଟିଏ ଶିଶୁ ବିଷଧର ସର୍ପର ଗର୍ତ୍ତ ରେ ଖଳେିବ। ଆଉ ମଧ୍ଯ ଶିଶୁଟି ନିର୍ଭୟ ରେ ସର୍ପ ଗର୍ତ୍ତ ରେ ହାତ ପୁରାଇବ।

ଯିହିଜିକଲ 14:15

ପରମେଶ୍ବର କହିଲେ, ଯଦି ମୁଁ ହିଂସ୍ରଜନ୍ତୁ ସବୁ ସେ ଦେଶ ମଧ୍ଯକୁ ପଠାଏ ଓ ସମାନେେ ଏହାର ନିବାସୀମାନଙ୍କୁ ହତ୍ଯା କରନ୍ତି ଓ ଏହା ଜନଶୂନ୍ଯ ସ୍ଥାନ ହୁଏ, ତବେେ ହିଂସ୍ରଜନ୍ତୁଙ୍କ ଭୟ ରେ କୌଣସି ମନୁଷ୍ଯ ସହେି ଦେଶ ରେ ୟାତାଯତ କରନ୍ତି ନାହିଁ,

ଯିହିଜିକଲ 34:25

ଏବଂ ମୁଁ ସମାନଙ୍କେ ପାଇଁ ଶାନ୍ତିର ଚୁକ୍ତି କରିବି। ମୁଁ ବନ୍ଯ ପଶୁଗଣଙ୍କୁ ଏହି ଦେଶରୁ ତଡ଼ି ଦବେି। ତାହା ହେଲେ ସମାନେେ ନିରାପଦ ରେ ମରୁଭୂମିରେ ବାସ କରିବେ ଓ ବଣ ରେ ଶଯନ କରିବେ।

ଯିହିଜିକଲ 34:27

କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଫଳ ଉତ୍ପନ୍ନ କରିବେ ଓ ଭୂମି ଶସ୍ଯଗୁଡ଼ିକ ଉତ୍ପନ୍ନ କରିବ। ଏବଂ ସମାନେେ ନିଜ ଦେଶ ରେ ନିରାପଦ ରେ ରହିବେ। ଆଉ ମୁଁ ସମାନଙ୍କେ ୟୁଆଳିର ଖିଲ ଭାଙ୍ଗିବି ଓ ସମାନଙ୍କେୁ ଦାସତ୍ବ କରିବା ଲୋକମାନଙ୍କ ହସ୍ତରୁ ଉଦ୍ଧାର କରିବି। ତାହା ହେଲେ ସମାନେେ ଜାଣିବେ ଯେ, ମୁଁ ସଦାପ୍ରଭୁ ଅଟେ।

ଦାନିଏଲ 6:22

ମାରେ ପରମେଶ୍ବର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସମାନେେ ମାରେ କ୍ଷତି କରି ନାହାଁନ୍ତି। କାରଣ ମାରେପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରିନାହିଁ।

ହୋଶେୟ 2:18

ସେତବେେଳେ ଆମ୍ଭେ ସ୍ଥଳଚର ପ୍ରାଣୀ, ଆକାଶର ପକ୍ଷୀ, ଓ ସରିସୃପମାନଙ୍କ ସହିତ ଗୋଟିଏ ଚୁକ୍ତି କରିବା। ଆମ୍ଭେ ଧନୁ, ଖଣ୍ତା ଓ ସମସ୍ତ ୟୁଦ୍ଧ ଅସ୍ତ୍ରଗୁଡିକୁ ଭାଙ୍ଗି ଦବୋ ଏବଂ ଆମ୍ଭେ ସମାନଙ୍କେୁ ନିରାପଦ ରେ ଶଯନ କରିବାକୁ ଦବୋ।

ରୋମୀୟଙ୍କ ପ୍ରତି ପତ୍ର 8:38

ହଁ,ମୁଁ ଜାଣେ ଯେ କୌଣସି ବିଷୟ ଆମ୍ଭକୁ ପରମେଶ୍ବରଙ୍କ ପ୍ ରମରେୁ ବଞ୍ଚିତ କରି ପାରିବ ନାହିଁ। ମୃତ୍ଯୁ ନୁହେଁ, ଜୀବନ ନୁହେଁ, ସ୍ବର୍ଗଦୂତମାନେ ନୁହଁନ୍ତି, ଆତ୍ମିକ ଶକ୍ତି ଗୁଡିକ ନୁହଁନ୍ତି, ଏବେ କିଛି ନୁହେଁ, ଭବିଷ୍ଯତ ରେ କିଛି ନୁହେଁ, କୌଣସି ଶକ୍ତି ନୁହେଁ,

Interlinear

Choose Theme