ଆୟୁବ ପୁସ୍ତକ 41:22 · ଓଡ଼ିଆ ବାଇବେଲ
ତା'ର ବକେ ବହୁତ ଶକ୍ତିଶାଳୀ। ଲୋକେ ତାକୁ ଦେଖିବା ମାତ୍ ରେ ତା' ନିକଟରୁ ଦୌଡ଼ି ପଳାଇ ୟାନ୍ତି।
Cross references
ଆୟୁବ ପୁସ୍ତକ 39:19
ଆୟୁବ ତୁମ୍ଭେ ସହେି ଘାଡ଼ୋକୁ ଶକ୍ତି ଦଇେଛ କି ? ତୁମ୍ଭେ ଘୋଡ଼ାର ବକରେେ ବଳା ଲଗାଇଛ କି ?
ଆୟୁବ ପୁସ୍ତକ 40:16
ବେ ହମୋେତର ଶରୀର ରେ ଅତ୍ଯଧିକ ଶକ୍ତି ଅଛି। ତା'ର ପାକସ୍ଥଳୀର ମାଂସପେଶୀ ଅତି ବଳିଷ୍ଠ।
ହୋଶେୟ 13:14
ଆମ୍ଭେ ସମାନଙ୍କେୁ ମୃତ୍ଯୁଠାରୁ ରକ୍ଷା କରିବା ଉଚିତ୍ କି? ଆମ୍ଭେ ସେ ମାନଙ୍କୁ ମହାମାରୀ ଠାରୁ ରକ୍ଷା କରିବା ଉଚିତ୍ କି? ହେ ମୃତ କେଉଁଠା ରେ ତୁମ୍ଭର ମହାମାରୀ ଅଛି? ହେ କବର, ତୁମ୍ଭର ଶକ୍ତି କେଉଁଠା ରେ ଅଛି? ଦୟା ଆମ୍ଭଠାରୁ ଗୁପ୍ତ ରହିବ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:55
ମୃତ୍ଯୁ ତୁମ୍ଭର ବିଜୟ କେଉଁଠା ରେ ଅଛି ? କବର ତୁମ୍ଭର ଆଘାତ କରିବା ଶକ୍ତି କେଉଁଠା ରେ ଅଛି ହାେେଶୟ 13;14