Home Bibles ☰ Books ଆୟୁବ ପୁସ୍ତକ 41:23 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 41:23 · ଓଡ଼ିଆ ବାଇବେଲ

ତା'ର ଚମଡ଼ାର କୌଣସି ସ୍ଥାନ ଦୁର୍ବଳ ନୁହେଁ, ଏହା ଲୁହାଭଳି ଶକ୍ତ।

Cross references

ଆୟୁବ ପୁସ୍ତକ 40:17

ବ ହମୋେତର ଲାଞ୍ଜ ଏରସବୃକ୍ଷ ପରି ଶକ୍ତ। ତା'ର ଗୋଡ଼ର ମାଂସପେଶୀ ଅତି ଶକ୍ତ।

ଯିହିଜିକଲ 32:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ମିଶରର ରାଜା ଫାରୋ ନିମନ୍ତେ ବିଳାପ କର, ଆଉ ତାହାକୁ କୁହ,

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 9:9

ସମାନେେ ଛାତି ରେ ଲୁହାର ସାଞ୍ଜୁ ପିନ୍ଧିଲା ଭଳି ଦିଶୁଥିଲେ। ସମାନଙ୍କେର ଡ଼ଣୋର ଶବ୍ଦ ୟୁଦ୍ଧକୁ ଦୌଡ଼ୁଥିବା ଅନକେ ଘାଡ଼ୋ ଓ ରଥର ଶବ୍ଦ ଭଳି ଥିଲା।

Interlinear

Choose Theme