Home Bibles ☰ Books ଆୟୁବ ପୁସ୍ତକ 41:21 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 41:21 · ଓଡ଼ିଆ ବାଇବେଲ

ତା'ର ନିଶ୍ବାସ ଅଙ୍ଗାରକୁ ଜଳାଇ ପା ରେ। ତା' ମୁଖରୁ ଅଗ୍ନିଶିଖା ନିର୍ଗତ ହୁଏ।

Cross references

ଗୀତସଂହିତା 18:8

ତାଙ୍କ ନାକରୁ ଧୂଆଁ ନିର୍ଗତ ହେଲା। ଜ୍ବଳନ୍ତ ଅଗ୍ନିଶିଖା ତାଙ୍କ ମୁଖରୁ ବାହାରିଲା। ଜ୍ବଳନ୍ତା ଅଙ୍ଗାର ସବୁ ତାଙ୍କଠାରୁ ନିର୍ଗତ ହବୋକୁ ଲାଗିଲା।

ଗୀତସଂହିତା 18:12

ତା'ପରେ ସଦାପ୍ରଭୁଙ୍କ ଜ୍ଯୋତିରୁ ଉଜ୍ଜ୍ବଳ ଆଲୋକ ମେଘଖଣ୍ଡ ଦଇେ ନିର୍ଗତ ହେଲା। ତାହା ଆକାଶ ମଧ୍ୟରେ ବିଜୁଳିର ଆଲୋକ ପରି ଆ ଲୋକିତ ହାଇେ ଉଠିଲା।

ଯିଶାଇୟ 30:33

ତାଫେତ୍ ବହୁକାଳରୁ ନିର୍ମିତ ହାଇେଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହାଇେଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥି ରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ଷୋର୍ତପରି ପ୍ରଜ୍ବଳିତ ହାଇେ ପୋଡ଼ି ପକାଏ।

ହବକକୂକ 3:5

ରୋଗଗୁଡିକ ତାଙ୍କ ଆଗେ ଆଗେ ଚାଲିଲେ ଏବଂ ଧ୍ବଂସକାରୀ ଶକ୍ତି ତାଙ୍କୁ ଅନୁସରଣ କଲେ।

Interlinear

Choose Theme