ଆୟୁବ ପୁସ୍ତକ 41:20 · ଓଡ଼ିଆ ବାଇବେଲ
ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ।
Cross references
ଆୟୁବ ପୁସ୍ତକ 39:20
ତୁମ୍ଭେ ସହେି ଘାଡ଼ୋକୁ ପତଙ୍ଗପରି କୁଦିବାର ଶକ୍ତି ଦଇେଅଛ କି ? ସହେି ଘାଡ଼ୋ ଲୋକ ଦେଖିଲେ ବଡ଼ ପାଟି ରେ ରବ କରେ।
ଯିରିମିୟ 1:13
ପୁଣି ଦ୍ବିତୀୟ ଥର ସଦାପ୍ରଭୁଙ୍କ ବାକ୍ଯ ମାେ ନିକଟରେ ଉପସ୍ଥିତ ହେଲା। ତାହା ହେଲା, ହେ ଯିରିମିୟ, ତୁମ୍ଭେ କ'ଣ ଦେଖୁଅଛ ?