Home Bibles ଆୟୁବ ପୁସ୍ତକ 39:20 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 39:20 · ଓଡ଼ିଆ ବାଇବେଲ

ତୁମ୍ଭେ ସହେି ଘାଡ଼ୋକୁ ପତଙ୍ଗପରି କୁଦିବାର ଶକ୍ତି ଦଇେଅଛ କି ? ସହେି ଘାଡ଼ୋ ଲୋକ ଦେଖିଲେ ବଡ଼ ପାଟି ରେ ରବ କରେ।

Cross references

ଆୟୁବ ପୁସ୍ତକ 41:20

ତା'ର ନାକରୁ ଧୂଆଁ ବାହା ରେ ସତେ ଯମେିତି ରନ୍ଧା ହାଣ୍ଡିରୁ ଜଳନ୍ତା କୁଟା ବାମ୍ଫ ବାହା ରେ।

ଯିରିମିୟ 8:16

ଦାନ୍ ନଗରଠାରୁ ତାହାର ଅଶ୍ବଗଣର ନାସିକା ଧ୍ବନି ଶୁଣା ଯାଉଅଛି। ତାହାର କନିଷ୍ଠ ଅଶ୍ବଗଣର ହିଁ ହିଁ ଶବ୍ଦ ରେ ସମୁଦାଯ ଦେଶ କିତ ହେଉଅଛି। କାରଣ ସମାନେେ ଆସିଛନ୍ତି, ଆଉ ଦେଶ ଓ ତନ୍ମଧ୍ଯସ୍ଥିତ ସକଳ ନଗର ଓ ତଦନ୍ନିବାସୀଗଣକୁ ଗ୍ରାସ କରିଅଛନ୍ତି।

ଯୋୟେଲ 2:5

ସମାନଙ୍କେ ଶଦ୍ଦ ପର୍ବତ ଉପ ରେ ନାଚୁଥିବା ରଥ ପରି, ନଡାକୁ ଅଗ୍ନି ଜାଳିଲା ପରି, ୟୁଦ୍ଧ ପାଇଁ ପ୍ରସ୍ତୁତ ବଳବାନ୍ ଲୋକ ପରି ହବେ।

Interlinear

Choose Theme