Home Bibles ଆୟୁବ ପୁସ୍ତକ 4 · ଓଡ଼ିଆ ବାଇବେଲ ||

ଆୟୁବ ପୁସ୍ତକ

Chapter 4

ଓଡ଼ିଆ ବାଇବେଲ
1ତୈମନୀଯ ଇଲୀଫସ୍ ଉତ୍ତର ଦେଲେ, 2'ମୁଁ ନିଶ୍ଚଯ କିଛି କହିବି, ଏହାଦ୍ବାରା ତୁମ୍ଭେ ଦୁଃଖିତ ହବେ କି ? 3ଆୟୁବ ତୁମ୍ଭେ ବହୁତ ଲୋକଙ୍କୁ ଶିକ୍ଷା ଦଇେଛ। କେତେ ଦୁର୍ବଳ ଲୋକକୁ ତୁମ୍ଭେ ବଳବାନ କରିଛ। 4ତୁମ୍ଭର ବାକ୍ଯ ଲୋକଙ୍କୁ ଛିଡ଼ା ହବୋକୁ ଶକ୍ତି ଦଇେଛି। ତୁମ୍ଭେ ସହେିମାନଙ୍କୁ ବଳବାନ କରିଛ, ଯେଉଁମାନେ ଦିନେ ନିଜ ଗୋଡ଼ ରେ ଛିଡ଼ା ହାଇେ ପାରୁ ନ ଥିଲେ। 5କିନ୍ତୁ ବର୍ତ୍ତମାନ ତୁମ୍ଭ ନିକଟକୁ ବିପଦ ଆସିଛି ଓ ତୁମ୍ଭେ ହତାଶ ହାଇେଛ, ବିପଦ ତୁମ୍ଭକୁ ଆଘାତ କରିଛି ଓ ତୁମ୍ଭେ ବିବ୍ରତ ହେଉଛ। 6ତୁମ୍ଭେ ପରମେଶ୍ବରଙ୍କୁ ଉପାସନା କର। ତୁମ୍ଭେ ତାଙ୍କୁ ବିଶ୍ବାସ କର। ତୁମ୍ଭେ ଜଣେ ଉତ୍ତମ ବ୍ଯକ୍ତି। ତାହାହିଁ ତୁମ୍ଭର ଆଶାର ସୋର୍ତ ହେଉ। 7ଆୟୁବ ଥରେ ଭାବି ଦେଖିଲ, କହେି ନିରପରାଧ ବ୍ଯକ୍ତି କବେେ ଧ୍ବଂସ ହାଇେଛନ୍ତି! ଉତ୍ତମ ବ୍ଯକ୍ତିମାନଙ୍କର ବିନାଶ ଘଟେ ନାହିଁ। 8ମୁଁ ଦେଖିଛି କେତକେ ବ୍ଯକ୍ତି ଅନ୍ୟକୁ ବିପଦ ରେ ପକାନ୍ତି ଏବଂ ସମାନଙ୍କେ ଜୀବନକୁ ଦୁଃର୍ବିସହ କରି ଦିଅନ୍ତି। କିନ୍ତୁ ଶଷେ ରେ ସମାନେେ ହିଁ ଦଣ୍ଡ ପାଆନ୍ତି। 9ପରମେଶ୍ବରଙ୍କ ଦଣ୍ଡ ରେ ସମାନେେ ମୃତ୍ଯୁବରଣ କରନ୍ତି। ପରମେଶ୍ବରଙ୍କ କୋର୍ଧ ରେ ସମାନେେ ଧ୍ବଂସ ହୁଅନ୍ତି। 10ଦୁଷ୍ଟଲୋକ ସଂହ ଭଳି ଗର୍ଜନ କରି ଶୀଘ୍ର ବଢ଼ିୟାନ୍ତି। କିନ୍ତୁ ପରମେଶ୍ବର ସମାନଙ୍କେୁ ନିରବ କରାଇ ଦିଅନ୍ତି ଓ ସମାନଙ୍କେର ଦାନ୍ତକୁ ଭାଙ୍ଗି ଦିଅନ୍ତି। 11ହଁ, ସହେି ଦୁଷ୍ଟଲୋକ ଗୁଡ଼ାକ ସିଂହ ଭଳି, ଯେଉଁମାନେ ପ୍ରାଣୀମାନଙ୍କୁ ମାରିବାକୁ ପାଆନ୍ତି ନାହିଁ। ସମାନେେ ଶଷେ ରେ ମୃତ୍ଯୁବରଣ କରନ୍ତି ଓ ସମାନଙ୍କେର ପିଲାମାନେ ଚାରିଆଡ଼େ ଘୂରି ବୁଲନ୍ତି। 12ଗୁପ୍ତ ରେ ମାେ ନିକଟକୁ ଗୋଟିଏ ଖବର ଆସିଲା। ମାରେ କାନ ସହେି ବିଷଯ ରେ କିଛି ଗୁଣୁଗୁଣୁ ଶବ୍ଦ ଶୁଣିଲା। 13ରାତ୍ରିର ଗୋଟିଏ ଖରାପ ସ୍ବପ୍ନ ଭଳି ଏହା ମାରେ ନିଦ୍ରାକୁ ନଷ୍ଟ କରି ଦଲୋ। 14ମୁଁ ଭୟଭୀତ ହଲିେ ଓ ମାରେ ହାତସବୁ ଥରିଲା। 15ଏହି ସମୟରେ ଗୋଟାଏ ଆତ୍ମା ମାରେ ମୁହଁ ସମ୍ମୁଖ ରେ ଚାଲିଗଲା ଏବଂ ମାରେ ରୋମ ଟାଙ୍କୁରି ଉଠିଲା। 16ସହେି ଆତ୍ମା ମାରେ ସମ୍ମୁଖ ରେ ଥିଲା କିନ୍ତୁ ମୁଁ ତାକୁ ଦେଖି ପାରୁ ନ ଥିଲି। ତା'ର ମୂର୍ତ୍ତି ମାେ ଚକ୍ଷୁ ସମ୍ମୁଖ ରେ ଥିଲା ଏବଂ ଚାରିଆଡ଼େ ନିଶବ୍ଦ ଥିଲା। ତା'ପରେ ମୁଁ ଏକ ଧୀର ସ୍ବର ଶୁଣିବାକୁ ପାଇଲି। 17ଜଣେ ମନୁଷ୍ଯ କ'ଣ ପରମେଶ୍ବରଙ୍କଠାରୁ ଅଧିକ ଧାର୍ମିକ ହାଇେ ପାରିବ? ନିଜ ସୃଷ୍ଟିକର୍ତ୍ତାଠାରୁ ମନୁଷ୍ଯ କ'ଣ ଅଧିକ ପବିତ୍ର ହାଇପୋରିବ ? 18ଦେଖ, ପରମେଶ୍ବର ତାଙ୍କ ସ୍ବର୍ଗୀଯ ସବେକଗଣଙ୍କୁ ମଧ୍ଯ ବିଶ୍ବାସ କରିପାରନ୍ତି ନାହିଁ। ପରମେଶ୍ବର ତାଙ୍କ ଦୂତଗଣଠା ରେ ମଧ୍ଯ ଭୁଲ୍ ପାଆନ୍ତି। 19ନିଶ୍ଚିତ ରୂପେ ମନୁଷ୍ଯମାନେ ଅଧିକ ଖରାପ। ସମାନେେ ମାଟି ଘ ରେ ବାସ କରନ୍ତି। ସମାନଙ୍କେର ପ୍ରାରମ୍ଭ ଧୂଳିରୁ, ସମାନେେ ଦଳିତ ହାଇେ ପକ୍ଷୟୁକ୍ତ ପୋକ ମରିବାଠାରୁ ଅଧିକ ସହଜ ରେ ମରିୟାନ୍ତି। 20ଲୋକମାନେ ପ୍ରାତଃକାଳଠାରୁ ସୂର୍ୟ୍ଯାସ୍ତ ପର୍ୟ୍ଯନ୍ତ ମରନ୍ତି, ଏବଂ ତାହା କହେି ଖାତିରି କରନ୍ତି ନାହିଁ। ସମାନେେ ମରନ୍ତି ଏବଂ ଚିରକାଳ ପାଇଁ ଚାଲି ୟାଆନ୍ତି। 21ସମାନଙ୍କେର ତମ୍ବୁର ରସିସବୁ ଛିଣ୍ଡିୟାଏ, ସମାନେେ ଜ୍ଞାନଭ୍ରଷ୍ଟ ହାଇେ ମୃତ୍ଯୁବରଣ କରନ୍ତି।'

Choose Theme