ଏହାପରେ ଆୟୁବ ନିଜର ପାଟି ଖାଲିେଲା ଏବଂ ତା'ର ଜନ୍ମ ଦିନକୁ ଅଭିଶାପ ଦଲୋ।
Cross references
ମୁଁ ପ୍ରତିଜ୍ଞା କରି କହିପା ରେ ଆପଣ ତା'ର ସର୍ବସ୍ବ ନଷ୍ଟ କରି ଦିଅନ୍ତୁ, ଆପଣ ଦେଖିବେ ସେ କିପରି ଆପଣଙ୍କୁ ଆପଣଙ୍କ ସମ୍ମୁଖ ରେ ଅଭିଶାପ ଦବେ।
ଏତେ ସବୁ ଘଟିଲା ପରେ ଆୟୁବ ପାପ କଲା ନାହିଁ ଏବଂ ପରମେଶ୍ବର କିଛି ଭୁଲ କରିଛନ୍ତି ବୋଲି ସେ କହିଲା ନାହିଁ।
ଯଦି ଆପଣ ତା'ର ଶରୀରକୁ କିଛି କରନ୍ତି, ସେ ନିଶ୍ଚଯ ଆପଣଙ୍କୁ ଆପଣଙ୍କ ସମ୍ମୁଖ ରେ ଅଭିଶାପ ଦବେ।
ଏହି ସମୟରେ ଆୟୁବର ସ୍ତ୍ରୀ ଆୟୁବ ନିକଟକୁ ଆସି ତା'ର ଦୂରାବସ୍ଥା ଦେଖି କହିଲା, ଏବେ କି ତୁମ୍ଭେ ପରମେଶ୍ବରଙ୍କ ବିଶ୍ବସ୍ତ ବୋଲି ଭାବୁଛ। ତୁମ୍ଭେ କାହିଁକି ପରମେଶ୍ବରଙ୍କୁ ଅଭିଶାପ ଦଇେ ମୃତ୍ଯୁବରଣ କରୁ ନାହଁ।
“ମୁଁ ଗ୍ଭହୁଁଛି ଯେଉଁ ଦିନ ମୁଁ ଜନ୍ମଲାଭ କଲି, ସେଭଳି ଦିନ ସବୁଦିନ ପାଇଁ ଲୋପ ପାଇଯାଉ। ମୁଁ ଗ୍ଭହୁଁଛି ଯେଉଁ ରାତ୍ରିରେ ସେମାନେ କହିଲେ, ‘ଏହା ଏକ ବାଳକ!’ କେବେ ହୋଇ ନ ଥା’ନ୍ତା।
ତେଣୁ ଆୟୁବ, ତାହାର ମୂଲ୍ଯହୀନ କଥା ଜାରି ରେଖ। ଏହା ଅତି ସହଜ ରେ ଜଣାୟାଏ ଯେ, ଆୟୁବ ଜାଣେ ନାହିଁ ସେ କ'ଣ କହୁଛି।
ତଣେୁ ମୁଁ କିଛି କହିଲି ନାହିଁ। ଏପରିକି ମୁଁ କିଛି ଭଲ କଥା ମଧ୍ଯ କହିବି ନାହିଁ। କିନ୍ତୁ ଏହା ଦ୍ବାରା ମୁଁ ଅଧିକ କୋର୍ଧୀ ହଲିେ।
ସେ ଲୋକମାନେ ମାଶାଙ୍କେୁ ବିରକ୍ତ କଲେ। ତଣେୁ ମାଶାେ କିଛି ନ ବିଚାରି କହିବାକୁ ଲାଗିଲେ।
ହେ ମାତା, ତୁମ୍ଭକୁ ଧିକ୍ ଯେ, ତୁମ୍ଭେ ମାେ ପରି ଏକ ୟୁଦ୍ଧ ଓ ବିବାଦର ମଣିଷକୁ ଜନ୍ମ ଦଇେଛ। ମୁଁ କାହାରିକୁ ଧାର ଦଇେ ନାହିଁ ଏବଂ କାହାଠାରୁ ଧାର କରି ନାହିଁ। କିନ୍ତୁ ତଥାପି ପ୍ରେତ୍ୟକକ ମାେତେ ଅଭିଶାପ ଦିଅନ୍ତି।
ମାରେ ଜନ୍ମଦିନ ଶାପଗ୍ରସ୍ତ ହେଉ ଓ ଯେଉଁଦିନ ମାରେ ମାତା ମାେତେ ଜନ୍ମ ଦଲୋ, ସେ ଦିନଟି ଆଶୀର୍ବାଦ ପ୍ରାପ୍ତ ନ ହେଉ।