Cross references
ଆୟୁବ ପୁସ୍ତକ 3:1
ଏହାପରେ ଆୟୁବ ନିଜର ପାଟି ଖାଲିେଲା ଏବଂ ତା'ର ଜନ୍ମ ଦିନକୁ ଅଭିଶାପ ଦଲୋ।
ଆୟୁବ ପୁସ୍ତକ 31:30
ମାରେ ଶତ୍ରୁମାନଙ୍କୁ ଅଭିଶାପ ଦଇେ ଓ ସମାନଙ୍କେ ମୃତ୍ଯୁ କାମନା ରେ ମାରେ ମୁଖକୁ ପାପୟୁକ୍ତ ହବୋକୁ ଦଇେ ନାହିଁ।
ଗୀତସଂହିତା 78:2
ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ୟାହାକି ବୁଝିବା ପାଇଁ କଷ୍ଟକର।
ମାଥିଉଲିଖିତ ସୁସମାଚାର 5:2
ଏଥର ଯୀଶୁ ସମାନଙ୍କେୁ ଉପଦେଶ ଦବୋ ଆରମ୍ଭ କଲେ,