Home Bibles ଆୟୁବ ପୁସ୍ତକ 15:2 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 15:2 · ଓଡ଼ିଆ ବାଇବେଲ

ଆୟୁବ, ଯଦି ତୁମ୍ଭେ ପ୍ରକୃତ ରେ ଜ୍ଞାନୀ, ତବେେ ତୁମ୍ଭେ ବ୍ଯକ୍ତିଗତ ମୂଲ୍ଯହୀନ ମତ ରେ ଉତ୍ତର ଦିଅନ୍ତ ନାହିଁ। ଜଣେ ଜ୍ଞାନୀ ଲୋକ ଏତେ ଗରମ ପବନ ରେ ଭର୍ତ୍ତି ହାଇେ ରହିବ ନାହିଁ।

Cross references

ଆୟୁବ ପୁସ୍ତକ 6:26

ତୁମ୍ଭେ କ'ଣ ମାେତେ ସମାଲୋଚନା କରିବା ପାଇଁ ଯୋଜନା କରୁଛ ଯେ, ବିନା କୌଣସି ଆଶାର ବକ୍ତା ପବନ ପରି ଅଟେ।

ଆୟୁବ ପୁସ୍ତକ 8:2

ତୁମ୍ଭର କଥାସବୁ ପ୍ରବଳ ବାଯୁ ତୁଲ୍ଯ ଅଟେ।

ଆୟୁବ ପୁସ୍ତକ 11:2

ଏତେ ଶବ୍ଦର ବନ୍ଯାର କିଛି ଉତ୍ତର ଦିଆୟିବ ନାହିଁ କି। ଏହା କ'ଣ ଆୟୁବର ନିର୍ଦ୍ ଦୋଷତା ପ୍ରମାଣ କରୁଛି ? ନାଁ।

ଆୟୁବ ପୁସ୍ତକ 13:2

ଯାହା ତୁମ୍ଭମାନେେ ଜାଣିଛ ତାହା ମୁଁ ବି ଜାଣିଛି। ମୁଁ ତୁମ୍ଭଠାରୁ କୌଣସି ଗୁଣ ରେ ନ୍ଯୁନ ନୁହେଁ।

ହିତୋପଦେଶ 16:23

ଜ୍ଞାନବାନର ହୃଦଯ ଆପଣା ମୁଖକୁ ଶିକ୍ଷା ଦିଏ। ପୁଣି ତା'ର ବାକ୍ଯ ପାଣ୍ଡିତ୍ଯ ବଢ଼ାଏ।

ଉପଦେଶକ 5:15

ସେ ଆପଣା ମାତୃ ଗର୍ଭରୁ ଯେପରି ଆସିଥିଲା, ସପରେି ଉଲଗ୍ନ ହାଇେ ଫରେିୟିବ। ଆଉ ସେ ଆପଣା ପରିଶ୍ରମ ପାଇଁ ସ୍ବହସ୍ତ ରେ ଯାହା ନଇୟୋଇ ପାରିବ ନାହିଁ, ଏପରି କିଛି ସଙ୍ଗେ ନବେ ନାହିଁ।

ହୋଶେୟ 12:1

ଇଫ୍ରଯିମ ପବନ ଏକତ୍ର କରୁଛନ୍ତି। ଇଶ୍ରାୟେଲ ଦିନସାରା ପବନକୁ ଅନୁସରଣ କରେ। ଲୋକମାନେ ଅଧିକରୁ ଅଧିକ ମିଥ୍ଯା କୁହନ୍ତି। ଅଧିକ ଗ୍ଭରେି କରନ୍ତି। ସମାନେେ ଅଶୂର ସହିତ ଚୁକ୍ତି କରିଛନ୍ତି ଏବଂ ସମାନେେ ମିଶରକୁ ଅଲିଭ ତଲେ ଆଣୁଛନ୍ତି।

ହୋଶେୟ 12:2

ସଦାପ୍ରଭୁ କୁହନ୍ତି, ଆମ୍ଭର ଯିହୁଦା ବିପକ୍ଷ ରେ ଏକ ୟୁକ୍ତି ଅଛି। ଯାକୁବ ତା'ର କୁପଥଗୁଡିକ ପାଇଁ ନିଶ୍ଚିତ ଭାବରେ ଦଣ୍ତ ପାଇବ। ସେ ମନ୍ଦ କାର୍ୟ୍ଯ ପାଇଁ ସେ ନିଶ୍ଚିତ ଭାବରେ ଦଣ୍ତିତ ହବେ।

ଯାକୁବଙ୍କ ପତ୍ 3:13

ତୁମ୍ଭମାନଙ୍କ ଭିତ ରେ ପ୍ରକୃତ ଜ୍ଞାନୀ ଓ ବୁଦ୍ଧିମାନ କିଏ ଅଛି ? ତା ହେଲେ ସେ ଧାର୍ମିକ ଜୀବନଯାପନ କରି ନିଜର ବିଜ୍ଞତା ଦଖାେଉ। ସେ ନମ୍ର ଭାବରେ ଭଲ କାମ କରିବା ଉଚିତ। ଜ୍ଞାନୀ ଲୋକ ଗର୍ବ କରେ ନାହିଁ।

Interlinear

Choose Theme