Home Bibles ଆୟୁବ ପୁସ୍ତକ 31:33 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 31:33 · ଓଡ଼ିଆ ବାଇବେଲ

ଅନ୍ୟ ଲୋକମାନେ ସମାନଙ୍କେର ପାପକୁ ଗୁପ୍ତ ରଖିବାକୁ ଚାହାଁନ୍ତି। ମୁଁ କବେେ ମାରେ ଦୋଷକୁ ଲୁଚାଏ ନାହିଁ।

Cross references

ଆଦି ପୁସ୍ତକ 3:7

ସମାନଙ୍କେର ଚ଼କ୍ଷୁ ପ୍ରସନ୍ନ ହେଲା ଏବଂ ସମାନେେ ଜାଣିପାରିଲେ ଯେ, ସମାନେେ ଉଲଗ୍ନ। ତେଣୁ ସମାନେେ କିଛି ଡ଼ିମିରି ବୃକ୍ଷର ପତ୍ର ସଂଗ୍ରହ କରି ତାକୁ ସିଇଁ ତାହାକୁ ବସ୍ତ୍ର ଭାବରେ ଗ୍ରହଣ କଲେ।

ଆଦି ପୁସ୍ତକ 3:8

ସଂନ୍ଧ୍ଯା ସମୟରେ ସଦାପ୍ରଭୁ ପରମେଶ୍ବର ଉଦ୍ୟାନ ମଧିଅରେ ଭ୍ରମଣ କରୁଥିଲେ। ନର ଓ ନାରୀ ଏକଥା ଶୁଣିବାକୁ ପାଇଲେ ଏବଂ ସମାନେେ ପରମେଶ୍ବରଙ୍କ ଠାରୁ ନିଜ ନିଜକୁ ବୃକ୍ଷ ଆଢ଼ୁଆଳ ରେ ଲୁଚ଼ାଇ ରଖିଲେ।

ଆଦି ପୁସ୍ତକ 3:12

ମନୁଷ୍ଯ ଉତ୍ତର ଦଲୋ, ତୁମ୍ଭେ ମାେ ପାଇଁ ଯେଉଁ ସ୍ତ୍ରୀ ତିଆରି କରିଥିଲ ସେ ମାେତେ ସହେି ଫଳ ଖାଇବାକୁ ଦଲୋ। ତେଣୁ ମୁଁ ତାହା ଖାଇଲି।

ଯିହୋଶୂୟ 7:11

ଇଶ୍ରାୟେଲୀୟ ଲୋକମାନେ ମାେ ବିରକ୍ସ୍ଟଦ୍ଧ ରେ ପାପ କରିଛନ୍ତି। ମୁ ସମାନଙ୍କେୁ ଯେଉଁ ନିଯମ ମାନିବାକକ୍ସ୍ଟ ଦଇେଥିଲି, ସମାନେେ ତାହାକକ୍ସ୍ଟ ଅମାନ୍ଯ କରୁଛନ୍ତି। ସମାନେେ କିଛି ଜିନିଷ ଆଣିଛନ୍ତି, ଯାହାକକ୍ସ୍ଟ ମୁ ଧ୍ବଂସ କରିବାକୁ କହିଥିଲି। ସମାନେେ ମାଠାେରକ୍ସ୍ଟ ଏହା ଗ୍ଭରେି କରିଛନ୍ତି। ତା'ପରେ ସମାନେେ ଏହାକକ୍ସ୍ଟ ଅସ୍ବୀକାର କଲେ। ଆଉ ସଗେୁଡିକୁ ନିଜର ସାମଗ୍ରି ସହିତ ରଖିଲେ।

ଦିତୀୟ ରାଜାବଳୀ 20:15

ତହୁଁ ଯିଶାଇୟ କହିଲେ, ତୁମ୍ଭେ ସମାନଙ୍କେୁ କ'ଣ ସବୁ ଦଖାଇେଲ?

ହିତୋପଦେଶ 28:13

ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।

ହୋଶେୟ 6:7

କିନ୍ତୁ ଠିକ୍ ଆଦମ ପରି ସମାନେେ ଚୁକ୍ତି ଭଙ୍ଗ କଲେ। ସମାନେେ ନିଜ ଭୂମିରେ ଆମ୍ଭ ସହିତ ପ୍ରତାରଣା କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:8

ପିତର ତାହାକୁ ପଚ଼ାରିଲେ, ମାେତେ କୁହ, ତୁମ୍ଭେ ତୁମ୍ଭ ଜମି ସତେିକି ଦାମ୍ ରେ ବିକ୍ରୀ କରିଛ କି?

ଯୋହନଙ୍କ ପ୍ରଥମ ପତ୍ର 1:8

ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।

Interlinear

Choose Theme