Home Bibles ☰ Books ଦିତୀୟ ରାଜାବଳୀ 20:15 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 20:15 · ଓଡ଼ିଆ ବାଇବେଲ

ତହୁଁ ଯିଶାଇୟ କହିଲେ, ତୁମ୍ଭେ ସମାନଙ୍କେୁ କ'ଣ ସବୁ ଦଖାଇେଲ?

Cross references

ଯିହୋଶୂୟ 7:19

ତା'ପରେ ଯିହାଶୂେୟ ଆଖନକକ୍ସ୍ଟ କହିଲେ, ହେ ମାହେର ପକ୍ସ୍ଟତ୍ର, ବିନଯ କରୁଅଛି, ସଦାପ୍ରଭୁ ଇଶ୍ରାୟେଲର ପରମେଶଓରଙ୍କୁ ଗୌରବ ଦିଅ ଓ ତାହାଙ୍କ ନିକଟରେ ସ୍ବୀକାର କର, ତୁମ୍ଭେ କ'ଣ କରିଛ। ମାେତେ କକ୍ସ୍ଟହ ସେ କଥା ଲକ୍ସ୍ଟଗ୍ଭଅ ନାହିଁ।

ଦିତୀୟ ରାଜାବଳୀ 20:13

ହିଜକିଯ ବାବିଲର ଲୋକମାନଙ୍କୁ ଅଭିନନ୍ଦନ ନେଲେ ଓ ତାଙ୍କ ଗୃହ ରେ ଥିବା ସମୁଦାଯ ମୂଲ୍ଯବାନ୍ ପଦାର୍ଥଗୁଡିକ, ଯଥା: ରୂପା, ସୁନା, ସୁଗନ୍ଧିଦ୍ରବ୍ଯ, ବହୁମୂଲ୍ଯ ତୈଳ, ଅସ୍ତ୍ର ଶସ୍ତ୍ର ଓ ଭଣ୍ତାର ରେ ଥିବା ତାଙ୍କର ସମସ୍ତ ଦ୍ରବ୍ଯ ଦଖାଇେଲେ, ଯାହା ହିଜକିଯ ତାଙ୍କ ଗୃହ ରେ ଓ ସମଗ୍ର ରାଜ୍ଯ ରେ ଏପରି ଜିନିଷ ନ ଥିଲା।

ଆୟୁବ ପୁସ୍ତକ 31:33

ଅନ୍ୟ ଲୋକମାନେ ସମାନଙ୍କେର ପାପକୁ ଗୁପ୍ତ ରଖିବାକୁ ଚାହାଁନ୍ତି। ମୁଁ କବେେ ମାରେ ଦୋଷକୁ ଲୁଚାଏ ନାହିଁ।

ଗୀତସଂହିତା 62:11

ପରମେଶ୍ବର ଏହା କହିଛନ୍ତି, ଏବଂ ମୁଁ ଏକରୁ ବହୁତ ଥର ଶୁଣିଛି : ପରମେଶ୍ବର ବଳବାନ୍ ଅଟନ୍ତି।

ହିତୋପଦେଶ 28:13

ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ। ମାତ୍ର ଯେଉଁ ଲୋକ ତାହା ସ୍ବୀକାର କରି ତାକୁ ପରିତ୍ଯାଗ କରେ, ସେ ଦୟା ପାଇବ।

ଯିରିମିୟ 9:22

'ଯିରିମିୟ ଏହା କହନ୍ତି, 'ସଦାପ୍ରଭୁଙ୍କ ବାକ୍ଯାନୁସା ରେ ମନୁଷ୍ଯମାନଙ୍କର ଶବ ଖତପରି କ୍ଷେତ୍ର ରେ ପଡ଼ି ରହିବ ଆଉ ଶସ୍ଯ ଚ୍ଛଦନକୋରୀର ଶସ୍ଯ ପଛ ରେ ପଡ଼ିଲା ପରି ସମାନେେ କ୍ଷେତ୍ର ରେ ପଡ଼ି ରହିବେ। କହେି ସମାନଙ୍କେୁ ସଂଗ୍ରହ କରିବାକୁ ନ ଥିବେ।'

ଯୋହନଙ୍କ ପ୍ରଥମ ପତ୍ର 1:8

ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।

Interlinear

Choose Theme