Home Bibles ଆଦି ପୁସ୍ତକ 3:7 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 3:7 · ଓଡ଼ିଆ ବାଇବେଲ

ସମାନଙ୍କେର ଚ଼କ୍ଷୁ ପ୍ରସନ୍ନ ହେଲା ଏବଂ ସମାନେେ ଜାଣିପାରିଲେ ଯେ, ସମାନେେ ଉଲଗ୍ନ। ତେଣୁ ସମାନେେ କିଛି ଡ଼ିମିରି ବୃକ୍ଷର ପତ୍ର ସଂଗ୍ରହ କରି ତାକୁ ସିଇଁ ତାହାକୁ ବସ୍ତ୍ର ଭାବରେ ଗ୍ରହଣ କଲେ।

Cross references

ଆଦି ପୁସ୍ତକ 2:25

ମନୁଷ୍ଯ ଓ ତାଙ୍କର ସ୍ତ୍ରୀ ଉଲଗ୍ନ ଥିଲେ, କିନ୍ତୁ ସମାନେେ ଲଜ୍ଜାବୋଧ କରୁନଥିଲେ।

ଆଦି ପୁସ୍ତକ 3:5

ପରମେଶ୍ବର ଜାଣନ୍ତି ଯେ, ଯେତବେେଳେ ତୁମ୍ଭେ ସହେି ବୃକ୍ଷରୁ ଫଳ ଖାଇବ ତବେେ ତୁମ୍ଭମାନଙ୍କର ଚ଼କ୍ଷୁ ଖାଲିୟିବେ ଏବଂ ତୁମ୍ଭେ ପରମେଶ୍ବରଙ୍କ ପରି ହବେ, କାରଣ ତୁମ୍ଭେ ଜାଣିବ କଣ ଭଲ ଏବଂ କଣ ମନ୍ଦ ଅଟେ।

ଆଦି ପୁସ୍ତକ 3:10

ମନୁଷ୍ଯ ଉତ୍ତର ଦେଲେ, ମୁଁ ତୁମ୍ଭେ ଉଦ୍ୟାନ ରେ ଚ଼ାଲିବାର ଶୁଣିଲି। ମୁଁ ଭୟ କଲି, ମୁଁ ଉଲଗ୍ନ ଥିଲି ତେଣୁ ମୁଁ ଲୁଚ଼ିଲି।

ଦିତୀୟ ବିବରଣ 28:34

ତୁମ୍ଭେ ଯାହା ଦେଖିବ ତାହାରି ପାଇଁ ତୁମ୍ଭେ ଉନ୍ନତ ହବେ।

ବିଚାରକର୍ତାମାନଙ୍କ ବିବରଣ 3:2

ତେଣୁ ସଦାପ୍ରଭୁ ସହେି ଭୂମିରକ୍ସ୍ଟ ଅନ୍ୟ ଜାତିକକ୍ସ୍ଟ କାହାକକ୍ସ୍ଟ ବିତାଡିତ କରି ନଥିଲେ। ସଦାପ୍ରଭୁ ଏହିପରି କଲେ, ଇଶ୍ରାୟେଲକକ୍ସ୍ଟ ଶିଖାଇଲେ ଯେଉଁମାନେ କିଣାନ ଦେଶ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ କରି ନଥିଲେ। ସଦାପ୍ରଭୁ ଭୂମିକକ୍ସ୍ଟ ପରିତ୍ଯାଗ କରି, ଏହି ଜାତିର ସୂଚି ଅଟେ।

ଦିତୀୟ ରାଜାବଳୀ 6:20

ଯେତବେେଳେ ସମାନେେ ଶମରିଯା ରେ ପହନ୍ଚିଲେ, ଇଲୀଶାୟ କହିଲେ, ହେ ସଦାପ୍ରଭୁ, ଏମାନେ ଯେପରି ଦେଖି ପାରିବେ ଏଥିପାଇଁ ସମାନଙ୍କେ ଚକ୍ଷୁ ଖାଲିଦେିଅ।

ଆୟୁବ ପୁସ୍ତକ 9:29

ମୁଁ ଦୋଷୀ ସାବ୍ଯସ୍ତ ହାଇେସାରିଛି, ତେଣୁ କାହିଁ ବୃଥା ପରିଶ୍ରମ କରିବି। ତେଣୁ ମୁଁ କହୁଛି, 'ସବୁକିଛି ଭୁଲିୟାଅ।'

ଯିଶାଇୟ 28:20

ତୁମ୍ଭକୁ ଆବୃତ କରିବା ପାଇଁ ତୁମ୍ଭ ଶୟ୍ଯା େଛାଟ ହବେ। କୌଣସି କମ୍ବଳ ତୁମ୍ଭକୁ ଆବୃତ କରିପାରିବେ ନାହିଁ।'

ଯିଶାଇୟ 59:6

ସହେି ଜାଲ ବସ୍ତୁରୂପେ ବ୍ଯବହୃତ ହବେ ନାହିଁ କିମ୍ବା ସମାନେେ ନିଜ କର୍ମ ରେ ନିଜକୁ ଆବୃତ୍ତ କରିପାରିବେ ନାହିଁ।

ଲୂକଲିଖିତ ସୁସମାଚାର 16:23

ତାହାକୁ ନର୍କକୁ ପଠାଇ ଦିଆଗଲା। ସଠାେରେ ସେ ବହୁତ ୟନ୍ତ୍ରଣା ଭୋଗ କଲା। ଧନୀଲୋକ ଜଣକ ଉପରକୁ ଅନାଇଲା ଓ ଲାଜାରକୁ କୋଳ ରେ ଧରିଥିବା ଅବ୍ରହାମଙ୍କୁ ବହୁତ ଦୂର ରେ ଦେଖିଲା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:23

ଶରୀରର ଯେଉଁ ଅଙ୍ଗଗୁଡ଼ିକୁ ଆମେ କମ୍ ଆଦରର ବୋଲି ଭାବୁ, ସଗେୁଡ଼ିକ ପ୍ରତି ଆମେ ଅଧିକ ଧ୍ଯାନ ଦେଉ। ଯେଉଁ ଅଙ୍ଗଗୁଡ଼ିକୁ ଅନ୍ୟମାନେ ନ ଦେଖନ୍ତୁ ବୋଲି ଆମେ ଚାହୁଁ, ସେ ଅଙ୍ଗଗୁଡ଼ିକ ପ୍ରତି ଆମେ ବିଶଷେ ଧ୍ଯାଦ ଦେଉ।

Interlinear

Choose Theme