Home Bibles ☰ Books ଆୟୁବ ପୁସ୍ତକ 31:32 · ଓଡ଼ିଆ ବାଇବେଲ
ଆୟୁବ ପୁସ୍ତକ 31:32 · ଓଡ଼ିଆ ବାଇବେଲ

ମାେ ଗୃହ ମଧ୍ଯକୁ ଅଜଣା ଲୋକଙ୍କୁ ସବୁବେଳେ ଆମନ୍ତ୍ରଣ କରି ଆଣିଛି, ଯଭେଳି କି ରାତି ରେ ରାସ୍ତା ରେ ଶାଇେବାକୁ ପଡ଼ିବ ନାହିଁ।

Cross references

ଆଦି ପୁସ୍ତକ 19:2

ଲୋଟ ସମାନଙ୍କେୁ କହିଲେ, ହେ ମହାଶୟଗଣ ମାରେ ଗୃହକୁ ଆସିବା ହେଉ ଏବଂ ମୁଁ ତୁମ୍ଭମାନଙ୍କର ସବୋ କରିବି। ଆପଣମାନେ ପାଦ ଧୋଇ ମାରେ ଗୃହକୁ ଆସନ୍ତୁ ଏବଂ ଏହିଠା ରେ ରାତ୍ରିୟାପନ କରନ୍ତୁ। ଏହାପରେ ଆସନ୍ତାକାଲି ତୁମ୍ଭମାନେେ ଶିଘ୍ର ଉଠିବ ଏବଂ ତୁମ୍ଭ ୟାତ୍ରା ଚାଲୁ ରଖିବ।

ବିଚାରକର୍ତାମାନଙ୍କ ବିବରଣ 19:15

ତେଣୁ ସମାନେେ ଗିବିଯା ରେ ରାତ୍ରି କାଟିବା ପାଇଁ ବାଟ ଛାଡିଗଲେ। ସମାନେେ ନଗର ରେ ପ୍ରବେଶ କଲେ ଏବଂ ନଗର ଛକରେ ବସିଲେ। କିନ୍ତୁ ରାତ୍ରୀ ୟାପନ କରିବା ପାଇଁ କହେି ସମାନଙ୍କେୁ ନିମନ୍ତ୍ରଣ କଲା ନାହିଁ।

ବିଚାରକର୍ତାମାନଙ୍କ ବିବରଣ 19:20

ତେଣୁ ସହେି ବୃଦ୍ଧଲୋକ ଜଣଙ୍କ କହିଲା, ତୁମ୍ଭେ ଶାନ୍ତି ରେ ରକ୍ସ୍ଟହ। ମୁ ତୁମ୍ଭର ସମସ୍ତ ଆବଶ୍ଯକତାର ଯତ୍ନ ନବେି। ଦୟାକରି ନଗରର ଛକରେ ରାତ୍ରିୟାପନ କର ନାହିଁ।

ଆୟୁବ ପୁସ୍ତକ 29:16

ମୁଁ ଗରିବ ଲୋକର ପିତା ସଦୃଶ ଥିଲି। ମୁଁ ନ ଜାଣିଥିବା ଲୋକକୁ ମଧ୍ଯ ସାହାୟ୍ଯ କରୁଥିଲି। ସମାନଙ୍କେୁ ଅଦାଲତ ରେ ତର୍କ ରେ ଜିତାଇ ଦେଉଥିଲି।

ଆୟୁବ ପୁସ୍ତକ 31:17

ମୁଁ କବେେ ଖାଦ୍ୟ ରେ କୃପଣ ନୁହେଁ। ମୁଁ ସବୁବେଳେ ଅନାଥ ବାଳକମାନଙ୍କୁ ଖାଦ୍ୟ ପ୍ରଦାନ କରେ।

ଯିଶାଇୟ 58:7

ପୁଣି କ୍ଷୁଧିତ ଲୋକକୁ ତୁମ୍ଭର ଖାଦ୍ୟ ବଣ୍ଟନ କରିବାର ତାଡ଼ିତ ଦୁଃଖୀ ଲୋକକୁ ନିଜ ଗୃହକୁ ଆଣିବାର, ଉଲଗ୍ନକୁ ଦେଖି ତାକୁ ବସ୍ତ୍ର ପିନ୍ଧାଇଦବୋର ଓ ତୁମ୍ଭର ନିଜ ବଂଶୀଯ ଲୋକଠାରୁ ନିଜକୁ ନ ଲୁଚାଇବାର, ଏହି ପ୍ରକାର ଉପବାସ ଆମ୍ଭେ କ'ଣ ମନୋନୀତ କରି ନାହୁଁ ?'

ମାଥିଉଲିଖିତ ସୁସମାଚାର 25:35

ତୁମ୍ଭେ ଏହି ରାଜ୍ଯ ଲାଭ କରିବ କାରଣ ମୁଁ ଯେତବେେଳେ ଭୋକିଲା ଥିଲି, ସେତବେେଳେ ତୁମେ ମାେତେ ଖାଇବାକୁ ଦଇେଥିଲ। ମାେତେ ଶୋଷ ଲାଗୁଥିବା ସମୟରେ ମାେତେ କିଛି ପିଇବାକୁ ଦଇେଛ। ମୁଁ ଘରଠାରୁ ଦୂର ରେ ଏକୁଟିଆ ଥିଲି। ତୁମ୍ଭେ ମାେତେ ତୁମ୍ଭ ଘରକୁ ଡ଼ାକିଥିଲ।

ମାଥିଉଲିଖିତ ସୁସମାଚାର 25:40

ସେତବେେଳେ ରାଜା ଉତ୍ତର ଦବେେ, 'ମୁଁ ତୁମ୍ଭକୁ ସତ୍ଯ କହୁଛି। ଏଠା ରେ ତୁମ୍ଭେ ମାରେ ଉପେକ୍ଷିତ ଭାଇମାନଙ୍କ ଭିତରୁ ଜଣଙ୍କ ପାଇଁ ଯାହା କିଛି କଲ, ତାହା ତୁମ୍ଭେ ମାେ ପାଇଁ କଲ।'

ମାଥିଉଲିଖିତ ସୁସମାଚାର 25:44

ତା'ପରେ ସମାନେେ ମଧ୍ଯ ଉତ୍ତର ଦବେେ, 'ପ୍ରଭୁ, ଆପଣଙ୍କୁ କେତବେେଳେ ଆମ୍ଭେ ଭୋକିଲା ବା ଶୋଷିଲା ଦେଖିଥିଲୁ? ଆମ୍ଭେ କେତବେେଳେ ଆପଣଙ୍କୁ ଏକୁଟିଆ ଓ ଘରଠାରୁ ଦୂର ରେ ଦିଖିଥିଲୁ? କେତବେେଳେ ଆପଣଙ୍କୁ ଆମ୍ଭେ ଲୁଗାପଟା ନଥିବା ଅବସ୍ଥା ରେ ବା ଅସୁସ୍ଥ ଅବସ୍ଥା ରେ ବା କାରାଗାର ରେ ଦେଖିଥିଲୁ? କବେେ ଏସବୁ ଆମ୍ଭେ ଦେଖିଥିଲୁ ଓ ଆପଣଙ୍କୁ ସାହାୟ୍ଯ କଲୁନାହିଁ?

ରୋମୀୟଙ୍କ ପ୍ରତି ପତ୍ର 12:13

ପରମେଶ୍ବରଙ୍କ ନିଜ ଲକମାନଙ୍କେର କାମ ରେ ସାହାୟ୍ଯ କର। ଯେଉଁ ମାନଙ୍କୁ ସାହାୟ୍ଯ ଦରକାର ସମାନଙ୍କେ ପ୍ରତି ଦୃଷ୍ଟି ରଖ, ନିଜ ଘରକୁ ସମାନଙ୍କେୁ ଅତିଥି ଭାବରେ ସ୍ବାଗତ କର।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:10

ସେ ଜୀବନ ରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ ରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ବରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟ ରେ ପଡ଼ିଥିବା ଲୋକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ ରେ ସମସ୍ତ ପ୍ରକାରର ଭଲ କାମ କରିବା।

ଏବ୍ରୀ 13:2

ନିଜ ଘ ରେ ସ୍ବାଗତ ଜଣାଇ ସର୍ବଦା ଲୋକଙ୍କୁ ସାହାୟ୍ଯ କରିବା କଥା ମନେ ରଖ। କେତବେେଳେ ଏହିପରି କରି ଅଜାଣତ ରେ ସ୍ବର୍ଗଦୂତମାନଙ୍କୁ ସାହାୟ୍ଯ କରିଛନ୍ତି।

ପିତରଙ୍କ ପ୍ରଥମ ପତ୍ 4:9

ପ୍ ରମେ ଅନକେ ପାପ ଆଚ୍ଛାଦିତ କରେ। କୌଣସି ପ୍ରକାରର ଆପତ୍ତି ନ ଉଠାଇ ପରସ୍ପରକୁ ନିଜ ଘରକୁ ସ୍ବାଗତ ଜଣାଅ।

Interlinear

Choose Theme