ଶଷେ ରେ ସହେି ଦୁଇ ଜଣ କବର ରେ ବିଶ୍ରାମ ନିଅନ୍ତି। କୀଟ ସହେି ଦୁଇ ଜଣଙ୍କୁ ଖାଇୟାଏ।
Cross references
ଏପରିକି ବନ୍ଦୀମାନେ ମଧ୍ଯ କବର ରେ ଶାନ୍ତି ପାଆନ୍ତି କାରଣ ସଠାେରେ ଜଗୁଆଳିର ଶବ୍ଦ ଶୁଣାୟାଏ ନାହିଁ।
ସବୁ ପ୍ରକାରର ଲୋକେ ଯଥା ଦରକାରୀ ଲୋକ ଓ ଅଦରକାରୀ ଲୋକ, ଏପରିକି କ୍ରୀତଦାସମାନେ ମଧ୍ଯ ସମାନଙ୍କେ ମୁନିବଙ୍କଠାରୁ କବର ରେ ମୁକ୍ତି ପାଆନ୍ତି।
ମୁଁ ସହେି କବର ସ୍ଥାନକୁ ' ମାରେ ପିତା ବୋଲି ସମ୍ ବୋଧନ କରିବି।' ସହେି ଜିଆପୋକ 'ମାେ ମା' ଓ 'ମାେ ଭଉଣୀ' ଭାବିବି।
ମାରେ ଚମଡ଼ା ଧ୍ବଂସ ହେଲା ପରି, ବିନା ମାଂସ ରେ ମୁଁ ପରମେଶ୍ବରଙ୍କୁ ଦେଖିବି।
ଯେତବେେଳେ ସେ ୟୁବକ ଥିଲା, ତା'ର ହାଡ ଶକ୍ତ ଥିଲା। କିନ୍ତୁ ତା'ର ଶରୀରର ଅନ୍ଯାନ୍ଯ ଅଙ୍ଗଭଳି ସେ ମଧ୍ଯ ଶୀଘ୍ର ମାଟି ରେ ମିଶିୟିବ।
ଏପରିକି ଦୁଷ୍ଟ ବ୍ଯକ୍ତି ମଲାପରେ ତା'ର ଗର୍ଭଧାରିଣୀ ମା' ତାକୁ ପାଶୋରିବ। ତା'ର ସୁଗଠିତ ହୃଦଯ ସହିତ ଶରୀର କୀଟମାନଙ୍କ ସୁସ୍ବାଦୁ ଖାଦ୍ୟ ହବେ। ଲୋକେ ତାକୁ ମନେ ରଖିବେ ନାହିଁ। ସହେି ଦୁଷ୍ଟ ଲୋକଟି ପଚା ବାଡ଼ିପରି ଭାଙ୍ଗି ପଡ଼ିବ।
ସହେି ଲୋକମାନେ ମଷେମାନଙ୍କ ପରି ଅଟନ୍ତି। ସମାନେେ ଶଷେରେ ସହେି କବରରେ ପତିତ ହବେେ ଓ ମୃତ୍ଯୁ ସମାନଙ୍କେ ମଷେପାଳକ ହବେ। ତା'ପରେ ସହେି ସକାଳେ ଉତ୍ତମ ବ୍ଯକ୍ତିଗଣ ବିଜଯୀ ହବେେ। ସହେି ଦୁଷ୍ଟ ଲୋକମାନଙ୍କର ଶରୀର କବର ମଧ୍ୟରେ ଧୀରେ ଧୀରେ ନଷ୍ଟ ହବୋକୁ ଲାଗିବ, ସମାନଙ୍କେର ନିଜ ସୁଶୋଭିତ ଗୃହଠାରୁ ବହୁତ ଦୂରରେ ହବେ।
ଧାର୍ମିକ ଓ ଦୁଷ୍ଟପ୍ରତି, ଭଲ ଓ ମନ୍ଦ ପ୍ରତି, ଶୌଚ ଓ ଅ େଶୗଚ ପ୍ରତି, ଯେଉଁମାନେ ବଳିଦାନ କରୁଛନ୍ତି ଓ ଯେଉଁମାନେ କରୁ ନାହାନ୍ତି, ଉତ୍ତମ ଲୋକ ଓ ପାପୀ ପ୍ରତି, ଯେଉଁମାନେ ପରମେଶ୍ବରଙ୍କ ନିକଟରେ ପ୍ରତିଜ୍ଞା କରନ୍ତି ଓ ଯେଉଁମାନେ କରନ୍ତି ନାହିଁ, ପ୍ରେତ୍ୟକକଙ୍କ ପାଇଁ ସବୁକିଛି ସମାନ।
ଯାହାସବୁ ସୂର୍ୟ୍ଯ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସହେିପରି ଶଷେ ହୁଏ। ଏବଂ ଲୋକମାନେ ଯେତବେେଳେ ଜୀବିତ ଥାନ୍ତି, ସମାନଙ୍କେର ହୃଦଯ ଦୁଷ୍ଟତା ଓ ମୂର୍ଖାମୀ ରେ ପୁରିଥାଏ। ଏହାପ ରେ ସମାନେେ ମୃତ ଲୋକମାନଙ୍କ ପାଖକୁ ୟାଆନ୍ତି।
ତୁମ୍ଭର ବଡ଼ିମା ରସାତଳଗାମୀ ହାଇେଛି। ତୁମ୍ଭ ବୀଣାର ସ୍ବର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘାଷେଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷଣ କରିବ। ତୁମ୍ଭେ ସମାନଙ୍କେ ଉପ ରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।